March 29, 2024

Odia Express

News For Public

କିଏ ଅଭିନୟ ଛାଡିଲେ ତ କିଏ ଛାଡିଦେଲେ ଏହି ଦୁନିଆଁ, 27 ବର୍ଷରେ ଏତେ ବଦଳିଯାଇଛି KARAN ARJUN ର ଷ୍ଟାର୍ କାଷ୍ଟ୍

1 min read

ବଲିଉଡ୍ ର ସୁପରହିଟ୍ ଫିଲ୍ମ ମଧ୍ୟରୁ ଗୋଟେ ଫିଲ୍ମ କରନ୍ ଅର୍ଜୁନ୍ ବକ୍ସ ଅଫିସ୍ ରେ ସୁପରହିଟ୍ ହୋଇଥିଲା, ଏହି ଫିଲ୍ମରେ ନଜର ଆସିଥିବା ସବୁ ଭୁମିକା ଜବରଦସ୍ତ ଅଭିନୟ କରିଥିଲେ, ଓ ତାଙ୍କୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ଏକ ନୁଆ ପରିଚୟ ବି ମିଳିଥିଲା, ଯେଉଁଠି ସଲମାନ୍ ଖାନ୍ ଓ ସାହାରୁଖ୍ ଖାନ୍ ଙ୍କ କ୍ୟାରିୟରରେ ବଡ ପରିବର୍ତ୍ତନ ଆସିଲା ତେବେ ବାକି କଳାକାରଙ୍କୁ ଷ୍ଟାର୍ ଡମ୍ ହାସିଲ୍ ହୋଇଥିଲା, କହିଦେବୁ କି ଫିଲ୍ମରେ ଅଭିନେତା ସାହାରୁଖ୍ ଖାନ୍ ଓ ସଲମାନ୍ ଖାନ୍ କରନ ଅର୍ଜୁନର ଭୁମିକା ନିଭାଇଥିଲେ ତେବେ କାଜଲ୍ ଓ ମମତା କୁଲକର୍ଣ୍ଣୀ ଜଣେ ଅଭିନେତ୍ରୀଙ୍କ ରୁପରେ ନଜର ଆସିଥିଲେ । ଏହା ସହ ଭିଲେନ୍ ରୁପରେ ଲୋକପ୍ରିୟ ଅଭିନେତା ଅମରୀଶ୍ ପୁରୀ ନଜର ଆସିଥିଲେ, ସେମିତି କରନ୍ ଅର୍ଜୁନଙ୍କ ମା ଭୁମିକାରେ ଅଭିନେତ୍ରୀ ରାକ୍ଷୀ ଗୁଲଜାର୍ ନଜର ଆସିଥିଲ୍ଏ

ଏହି ଫିଲ୍ମରେ କୁହାଯାଇଥିବା ଡାଇଲଗ୍ ମେରେ କରନ୍ ଅର୍ଜୁନ୍ ଆୟେଙ୍ଗେ ବହୁତ ଲୋକପ୍ରିୟ ହୋଇଥିଲା, କହିଦେବୁ କି ୧୯୯୫ ରେ ରିଲିଜ୍ ହେଇଥିବା ଏହି ଫିଲ୍ମ ପ୍ରାୟ ୨୭ ବର୍ଷ ହୋଇସାରିଛି, କୁହାଯାଉଛି କି ଏହି ଫିଲ୍ମର କାହାଣୀ ଅଭିନେତାସନି ଦେଓଲ ଓ ବବି ଦେଓଲଙ୍କୁ ଧ୍ୟାନରେ ରଖି ଲେଖାଯାଇଥିଲା, କହିଦେବୁ କି ସଲମାନ୍ ଖାନ୍ ଓ ସାହାରୁଖ୍ ଖାନ୍ ଏଥିରେ ଭଲ କାମ କରିଥିଲେ । କହିଦେବୁ କି ଯେବେ ଏହି ଫିଲ୍ମ ତିଆରି ହୋଇଥିଲା ତେବେ ଏଥିରେ ୫,୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, କିନ୍ତୁ ବକ୍ସ୍ ଅଫିସ୍ ରେ ସେ ୪୫ କୋଟି ଟଙ୍କାର ଆୟ କରିପାରିଥିଲା, ଏହାର ଗୀତ ଆଜି ବି ଲୋକଙ୍କୁ ପସନ୍ଦ ଆସେ, ଏମିତିରେ ଫିଲ୍ମରେ ନଜର ଆସିଥିବାକିଛି କଲାକାର ଏବେ ବହୁତ ଲୋକପ୍ରିୟତା ପାଇଛନ୍ତି, ଓ କିଛି କଲାକାର ଅଭିନୟ ଦୁନିଆଁକୁ ଛାଡିସାରିଛନ୍ତି ଓ କିଛି ଦୁନିଆଁକୁ ଅଲବିଦାକହିସାରିଛନ୍ତି, ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଫିଲ୍ମ ସହ ଯୋଡି ହୋଇଥିବା କିଛି ସେଲିବ୍ରେଟିଜ୍ ଙ୍କ ବିଷୟରେ ଯିଏକି ପୁରା ବଦଳିସାରିଛନ୍ତି ।

ରାକ୍ଷୀ ଗୁଲଜାର୍- ୭୩ ବର୍ଷୀୟ ରାକ୍ଷୀ ଗୁଲଜାର୍ ବଲିଉଡ୍ ର ବହୁତ ବଡ ଫିଲ୍ମରେ କାମ କରିଛନ୍ତି, କିନ୍ତୁ ରାକ୍ଷୀଙ୍କୁ କରନ ଅର୍ଜୁନ୍ ରେ ମା ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା, କିନ୍ତୁ ବହୁତ ଦିନରୁ ରାକ୍ଷୀ ଅଭିନୟଜଗତରେ ଆଉ ନଜର ଆସିନଥିଲେ, ରିପୋର୍ଟରୁ ଜଣାଯାଏ କି ଏହି ଦିନ ରାକ୍ଷୀ ନିଜ ଫାର୍ମ ହାଉସ୍ ରେ ଜୀବନ ଅତିବାହିତ୍ କରୁଛନ୍ତି, ରାକ୍ଷୀଙ୍କ ଫାର୍ମହାଉସ୍ ପନବେଲ୍ ରେ ଅଛି, ଯେଉଁଠି ସେ ରୁହନ୍ତି, କୁହାଯାଉଛି କି ରାକ୍ଷୀ ଏବେ ଚାଷ କାମ କରୁଛନ୍ତି, ଓ ସେ ନିଜ ଫାର୍ମ ହାଉସ୍ ରେ ନାନାପ୍ରକାରର ପରିବାଚାଷକରୁଥିବାର୍ ନଜର ଆସିଛନ୍ତି ।

୨) ମମତା କୁଲକର୍ଣ୍ଣୀ- ଏହି ଫିଲ୍ମରେ ସଲମାନ୍ ଙ୍କ ଅପୋଜିଟ୍ ରେ ନଜର ଆସୁଥିବା ଜଣାଶୁଣା ଅଭିନେତ୍ରୀ ମମତା କୁଲକର୍ଣ୍ଣି ଙ୍କୁ ବହୁତସଫଳତାହାସିଲ୍ ହୋଇଥିଲା, କିନ୍ତୁ କିଛି ଫିଲ୍ମରେ ନଜର ଆସିବାପରେ ମମତା କୁଲକର୍ଣ୍ଣୀ ଅଭିନୟ ଜଗତରୁ ଗାୟବ ହୋଇଗଲେ ଏବେ ମମତା କୁଲକର୍ଣ୍ଣୀ ସାଧବୀ ହୋଇସାରିଛନ୍ତି ଓ ଗ୍ଲାମର୍ ଦୁନିଆଁକୁ ଛାଡି ସାରିଛନ୍ତି ।

୩) କାଜୋଲ୍- ବଲିଉଡ୍ ଇଣ୍ତଷ୍ଟ୍ରିରେ ଅଭିନେତ୍ରୀ କାଜୋଲ୍ ଅଭିନେତା ସଲମାନ୍ ଓ ସାହାରୁଖ୍ ଖାନ୍ ଙ୍କ ପରି ସଂଘର୍ଷ କରିଥିଲେ, କିନ୍ତୁ ଫିଲ୍ମ କରନ୍ ଅର୍ଜୁନ୍ ରେ କାମ କରି ସେ ନିଜ କ୍ୟାରିୟରର ପିକ୍ ପାଇଥିଲେ, ଏହି ଫିଲ୍ମ ପରେ ତାଙ୍କୁ ବଲିଉଡ୍ ରେ ବହୁତ ଫିଲ୍ମରେ ଅଫର୍ ଆସିଲା< ଓ ସେ ବଡ ଅଭିନେତାଙ୍କ ସହ କାମ କଲେ, ଏବେ କାଜଲ୍ ନିଜ ପରିବାର ସହ ରହୁଛନ୍ତି ।

୪) ସଲମାନ୍ ଖାନ୍- ବଲିଉଡ୍ ରେ ସଲମାନ୍ ଖାନ୍ ଫିଲ୍ମ କରନ୍ ଅର୍ଜୁନ୍ ଙ୍କ ପରେ ହିନ୍ଦୀ ସିନେମାରେ ସୁପର ଡୁପର୍ ହିଟ୍ ଫିଲ୍ମ ଦେଇଥିଲେ,  ପ୍ରେମ ଭୁମିକାରେ ଲୋକଙ୍କ ହୃଦୟ ଜିତିଥିବା ସଲମାନ୍ କରନ୍ ଅର୍ଜୁନ୍ ରୁ ଏକ ନୁଆ ପରିଚୟ ପାଇଥିଲେ, ଏବେ ସଲମାନ୍ ଖାନ୍ ଆସୁଥିବା ଫିଲ୍ମ ଟାଇଗର୍ ୩ କବି ଇଦ୍ କଭି ଦିବାଲୀ ପରି ଫିଲ୍ମରେ ବ୍ୟସ୍ତ ଅଛନ୍ତି ।

୫) ସୁପରଷ୍ଟାର୍ ସାହାରୁଖ୍ ଖାନ୍ ଏହି ଫିଲ୍ମ କରିବା ସମୟରେ ବହୁତ ସଂଘର୍ଷ କରିଥିଲେ, କିନ୍ତୁ ଫିଲ୍ମ ଯେବେ ବଡ ପର୍ଦାରେ ରିଲିଜ୍ ହୋଇଥିଲା, ତେବେ ତାଙ୍କୁ ନୁଆ ପରିଚୟ ମିଳିଲା, ଏହାପରେ ସାହାରୁଖ୍ ଖାନ୍ କଭି ଖୁସି କଭି ଗମ୍ କୁଛ୍ କୁଛ୍ ହୋତା ହେ, ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ, ପରି ଫିଲ୍ମରେ କାମ କରିଥିଲେ, ଶେଷଥର ସାହାରୁଖ୍ ଖାନ୍ ଫିଲ୍ମ ଜିରୋରେ ନଜର ଆସିଥିଲେ, ଯାହା ଫ୍ଲପ୍ ହୋଇଥିଲା, ସାହାରୁଖ୍ ଖାନ୍ ବହୁତ ଜଲଦି ପଠାନ୍ ଓ ଲାୟନ୍ ପରି ଫିଲ୍ମରେ ନଜର ଆସିବେ ।

୬) ଅମରୀଶ ପୁରୀ- ଭିଲେନ୍ ରୁପରେ ଲୋକପ୍ରିୟତା ପାଇଥିବା ଅଭିନେତା ଅମରିଶ୍ ପୁରୀ ଙ୍କୁ କିଏ ବା ନଜାଣେ, ଅମରିଶ୍ ପୁରୀ ଏହି ଫିଲ୍ମରେ ଠାକୁର୍ ଦୁର୍ଜନ୍ ସିଂଙ୍କ ଭୁମିକା ନିଭାଇଥିଲେ, ଅମରିଶ୍ ପୁରୀ ନିଜ ସବୁ ଭୁମିକାକୁ ଭଲରେ ନିଭାଇଥିଲେ, ତାଙ୍କ ପରି ଆଉ କେହି ଭିଲେନ୍ ଏହି ଇଣ୍ତଷ୍ଟ୍ରିରେ ହୋଇପାରିବ ନାହିଁ ।

ଲୋକଙ୍କ ମାନିବା କଥା କି ଭିଲେନ୍ ଭୁମିକା ଅମରିଶ୍ ପୁରୀ ବହୁତ ଭଲ ଭାବରେ କରନ୍ତି, ଅମରିଶ୍ ପୁରୀ ଏବେ ଦୁନିଆଁରେ ନାହାନ୍ତି, ୧୨ ଜାନୁୟାରୀ ୨୦୦୫ କୁ ଅମରିଶ୍ ପୁରୀଙ୍କ ନିଧନ ହୋଇଯାଇଥିଲା ।

୭) ରଞ୍ଜିତ୍- ଅଭିନେତା ରଞ୍ଜିତ୍ ଙ୍କୁ ବହୁତ ଫିଲ୍ମରେ ଭିଲେନ୍ ରୁପରେ ଦେଖାଯାଏ, ଏହି ଫିଲ୍ମରେ ସେ କାଜୋଲଙ୍କ୍ ବାପା ଭୁମିକା ନିଭାଇଥିଲେ, ବଲିଉଡ୍ ରେ ବହୁତ ଫିଲ୍ମରେ ନଜର ଆସିଥିବା ରଞ୍ଜିତ୍ ଏବେ ଅଭିନୟର ଦୁନିଆଁରେ ସକ୍ରିୟ ନାହାନ୍ତି,

୮) ଅଶୋକ ଶ୍ରଫ୍- ଏହି ଫିଲ୍ମରେ ଅଭିନେତା ଅଶୋକ ଶ୍ରଫଙ୍କ ଡାଇଲଗ୍ ଠାକୁର ତୋ ଗିୟୋ ବହୁତ ଲୋକପ୍ରିୟ ହୋଇଥିଲା, ଏହି ଫିଲ୍ମରେ ସେ ମୁନସି ରୋଲ୍ ନିଭାଇଥିଲେ, ଶେଷଥର ଅଶୋକ ଶ୍ରଫ୍ ୨୦୧୧ ରେ ଫିଲ୍ମ ସିଙ୍ଗମ୍ ରେ ନଜର ଆସିଥିଲେ ୯) ଜନି ଲିଭର୍- କମେଡିର ବାଦଶାହ୍ କୁହାଯାଉଥିବା ଜନି ଲିଭର୍ ଏହି ଫିଲ୍ମରେ ସାହାରୁଖ୍ ଖାନ୍ ଙ୍କ ସାଙ୍ଗ ଲିଙ୍ଗୟା ଭୁମିକା ନିଭାଇଥିଲେ, ଜନି ନିଜ କ୍ୟାରିୟରରେ ବହୁତ ସୁପରହିଟ୍ ଫିଲ୍ମରେ କାମକରିଛନ୍ତି, ଓ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଏବେ ବି ଜବରଦସ୍ତ ଅଛି, ଏବେ ସେ ବହୁତ କମ୍ ଫିଲ୍ମରେ ନଜର ଆସୁଛନ୍ତି ।

୧୦) ଆଶିଫ୍ ଶେଖ୍- ଆସିଫ୍ ଶେଖ୍ ଏହି ଫିଲ୍ମରେ ବହୁତ ଛୋଟ ଭୁମିକା ନିଭାଇଥିଲେ, କିନ୍ତୁ ସବୁଠାରୁ ଅଧିକା ପରିଚୟ ଟିଭିର ପପୁଲାର୍ ଶୋ ଭାବି ଜୀ ଘର ପର୍ ହୈ ଜରିଆରେ ମିଳିଲା, ଏହି ଦିନ ସେ ଏହି ଶୋର ଜରିଆରେ ସଫଳତା ହାସିଲ୍ କରୁଛନ୍ତି, ଓ ଏହି ସିରିଆଲ୍ ରେ ବହୁତ ଆୱାର୍ଡ୍ସ୍ ମିଲିସାରିଛନ୍ତି ।

Leave a Reply

Your email address will not be published. Required fields are marked *