April 17, 2024

Odia Express

News For Public

ଏବେ ଝିଅର ବାହାଘର କରିବାର ଚିନ୍ତା ହୋଇଯିବ ଶେଷ, ଏହି Mutual Fund ସ୍କିମରେ ନିବେଶ କରିଲେ ୭ ବର୍ଷରେ ମିଳିବ ୫୦ ଲକ୍ଷ ଟଙ୍କା

1 min read

ଯେପରି ଆପଣ ଜାଣିଛନ୍ତି କି ଝିଅ ଘରର ଲକ୍ଷ୍ମୀ ସମାନ ହୋଇଥାନ୍ତି, ଝିଅ ମାନେ ହିଁ ଘରକୁ ଲକ୍ଷ୍ମୀର ଅବତାର ନେଇ ଆସିବାର ବୋଲି କହିଥାନ୍ତି, ଝିଅମାନେ କେବେ ବଡ ହୋଇଯାଆନ୍ତି ଓ କେବେ ତାଙ୍କର ବାହାଘର ହୋଇଯାଏ ଜଣା ହିଁ ପଡିପାରେ ନାହିଁ, କିନ୍ତୁ ବାହାଘର ପରେ ଯେବେ ଝିଅ ଶାଶୁଘର ଯାଏ ତେବେ ପୁରା ଘର ଶୁନଶାନ୍ ହୋଇଯାଏ। ସେମିତି ଦେଖିବାକୁ ଗଲେ ଯେବେ ଝିଅର ଜନ୍ମ ହୋଇଥାଏ ତେବେ ମା ବାପା ନୁହେଁ ବରଂ ସଂମ୍ପର୍କୀୟଙ୍କୁ ବି ତାର ବାହାଘର ପାଇଁ ଚିନ୍ତା କରିବାକୁ ପଡିଥାଏ, ସବୁ ମା ବାପାଙ୍କ ଏହି ସ୍ୱପ୍ନହୋଇଥାଏ କି ସେ ଯେପରି ବି ହେଉ ଝିଅର ବାହାଘର ପାଇଁ କିଛି ସଂମ୍ବଳ ସଂଞ୍ଚିତ କରି ରଖିବେ ।

ଆଜିକାଲି ବି ମହଙ୍ଗାର ଜମାନାରେ ଏତେ ଜିନିଷର ଦରଦାମ୍ ବଢିଯାଈଛି କି ଯାହାକି ଆକାଶ ଛୁଇଁବାରେ ଲାଗିଛି, ଯଦି କେଉଁ ଘରେ ବାହାଘର ହେବାର ଥାଏ ତେବେ ପଇସା ବହୁତ ଖର୍ଚ୍ଚ ହୋଇଥାଏ, ଯଦି ପରିବାରରେ ଝିଅରବାହାଘର ହେଉ ତେବେ ଖର୍ଚ୍ଚରେ ଅଧିକା ବୃଦ୍ଧି ହୋଇଯାଏ, ଏହି କାରଣରୁ ଯଦି ନିଜ ଝିଅର ବାହାଘର ଚିନ୍ତା ହେଉଛି ତେବେ ଆପଣଙ୍କ ଚିନ୍ତା ଦୁର ହୋଇଯିବ, ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍କିମ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପଇସାନିବେଶ କରିଲେ ଆପଣଭଲ ଲାଭ ପାଇପାରିବେ ତାହା ସହ ସବୁ ଚିନ୍ତାରୁ ମୁକ୍ତି ମିଳିପାରିବ, ଏହି ସ୍କିମ୍ ଆପଣଙ୍କ ପାଇଁ ସୁରକ୍ଷିତ ଓ ଭଲ ଲାଭ ଦେଇପାରିବ ।

ଯଦି ଆପଣ ଭଲ ରିଟର୍ଣ୍ଣ ପ୍ରାପ୍ତ କରିବାକୁ ଚାହୁଁହ୍ଚନ୍ତି ତେବେ ଆପଣ ସିଷ୍ଟୋମେଟିକ୍ ଇନଭେଷ୍ଟମେଣ୍ଟ୍ (SIP) ରେ ନିବେଶ କରିବା ଏକ ଭଲ ବିକଳ୍ପ ଅଟେ, ହଁ ଆଜ୍ଞା ଅଧିକାରିଟର୍ଣ୍ଣ ପାଇଁ ଆପଣ ଏହି ଏସଆଇପି ମାଧ୍ୟମରେ କିଛିବର୍ଷରେ ଭଲ ରିଟର୍ଣ୍ଣ ପାଇପାରିବେ, ଏହାପାଇଁ ଆପଣଙ୍କୁ କମ୍ ସେ କମ୍ ୫୦୦ ଟଙ୍କା ନିବେଶରେ ସବୁ ମାସ କରିବାକୁ ହେବ, ଯଦି ଆପଣ ସ୍ୟାଲେରିରୁ ସବୁ ମାସ ୫୦୦-୧୦୦୦ ଟଙ୍କା ନିବେଶ କରୁଛନ୍ତି ତେବେ ଗୋଟେ ସମୟ ପରେ ଭଲ ଲାଭ ପାଇପାରିବେ ।

ଏସଆଇପି କାଲକୁଲେଟର୍ ମୁତାବିକ ଯଦି ଆପଣ ସବୁ ମାସ ୧୦୦୦ ଟଙ୍କା ନିବେଶକରିବେ ତେବେ ୨୦ ବର୍ଷରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ, ଏହି ରାଶି ଆପଣଙ୍କୁ ଚକିତ୍ କରିଦେବ, ଏହାର ଗଣନା ୧୨ ପ୍ରତିଶତ ବାର୍ଷିକ ସୁଧ ହାରରେ କରାଯାଇଛି ।, ଯଦି ଆପଣଙ୍କୁ ୭ ବର୍ଷରେ ୫୦ ଲକ୍ଷ କମାଇବାର ଅଛି ତେବେ ପ୍ରତି ମାସ ୪୦ ହଜାର ଟଙ୍କା ନିବେଶ କରିବାକୁ ହେବ

ଏହାର ୧୨ ପ୍ରତିଶତ ଦରରେ ସିଏଜିଆର୍ ରିଟର୍ଣ୍ଣ ମାନିକରି କୁହାଯାଇଛି, ଏହାଦେଖାଯାଇଛିକି ଇକ୍ୟୁଟି ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦେଇଥାଏ, ସେମିତି ଆପଣ ଚାହିଁଲେ ୧୦୦ ରୁ ନିଜ ନିବେଶ କରିପାରିବେ ,କିନ୍ତୁ ଏସଆଇପି ମାଧ୍ୟମରେ ନିବେଶ କରିବାକୁ ହେଲେ ୫୦୦ ଟଙ୍କା ନିବେଶ କରିବାକୁ ହେବ, ମ୍ୟୁଚୁଆଲ୍ ଫଣ୍ତ ର ଏସଆଇପିରେ ସବୁ ମାସ ୧୦୦୦ ଟଙ୍କା ନିବେଶରେ ୨୦ ବର୍ଷ ପାଇଁ ନିବେଶ୍ କରିଲେ ଅବଧି ପୁରା ହେବା ପରେ ୨୦ ଲକ୍ଷ କମାଇପାରିବେ, ଆପଣ ଏଥିରୁ କମ୍ ସେ କମ୍ ୧୦୦ ଟଙ୍କା ରୁ ନିବେଶ୍ କରିପାରିବେ ।

Leave a Reply

Your email address will not be published. Required fields are marked *