March 28, 2024

Odia Express

News For Public

କାଜଲର ଏହି ଉପାୟ ବହୁତ ସମସ୍ୟାଗୁଡିକରୁ ଦେଇଥାଏ ମୁକ୍ତି, Sani ର ରହିବ ଶୁଭ ଦୃଷ୍ଟି, ଚାକିରି ସମସ୍ୟା ହୋଇଯିବ ଦୁର

ଯେପରି ଆମେ ସବୁ ଲୋକ ଜାଣିଛନ୍ତି କି ମହିଳାଙ୍କ ସବୁଠାରୁ ଆକର୍ଷକ ଅଙ୍ଗ ଆଖି ରହିଥାଏ, ଏହି କାରଣରୁ ସବୁ ମହିଳା ନିଜ ଆଖିର ସୁନ୍ଦରତା ବଢାଇବାର ଚେଷ୍ଟା କରନ୍ତି । ଯେବେ ଆଖିର ସୁନ୍ଦରତା ବଢାଇବାର କଥା ଆସିଥାଏ ଓ ତାହାପାଇଁ କାଜଲ ଠାରୁ ଭଲ କଣ ହୋଇପାରେ, କାଜଲର ବ୍ୟବହାର ଆଜି ଠାରୁ ନୁହେଁ ବରଂ ବହୁ ବର୍ଷରୁ ଚାଲି ଆସୁଛି ।ଯଦି ଆଖିରେ କାଜଲ ବ୍ୟବହାର୍ କରାଯାଏ ତେବେ ଆଖି ସଂବନ୍ଧିତ ବହୁତ ପ୍ରକାର ରୋଗରୁ ରକ୍ଷା ମିଳିଥାଏ, କାଜଲ୍ ଦୁଇ ପ୍ରକାରର ହୋଇଥାଏ, ଏକ ଧଳା କାଜଲ ଓ ଦ୍ୱିତୀୟ କଳା କାଜଲ, ଜ୍ୟୋତିଷ୍ୟଶାସ୍ତ୍ରରେ କାଜଲର ଏହି ଉପାୟ ବିଷୟରେ କୁହାଯାଈଛି । ଏମିତି କୁହାଯାଏ କି ଯଦି କାଜଲର ଏହି ଉପାୟ କରାଯାଏ ତେବେ ବହୁତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିପାରିବ

ଏତିକି ନୁହେଁ ବରଂ ଚାକିରି ରୋଜଗାରରେ ଉନ୍ନତି ହୋଇଥାଏ, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ପାଞ୍ଚଟି ଅଚୁକ ଉପାୟ ବିଷୟରେ କହିବୁ, ଯାହାର ସାହାଯ୍ୟରେ ଆପଣ ନାନାଦି ଅସୁବିଧାରୁ ମୁକ୍ତି ପାଇପାରିବେ । ଶନିଦେବଙ୍କୁ କ୍ରୋଧୀ ଦେବତା ବୋଲି ଜଣାଯାଆନ୍ତି, ଏମିତି କୁହାଯାଏ କି ଯଦି କେଉଁ ବ୍ୟକ୍ତିଙ୍କୁ ସେ କ୍ଷୁବ୍ଧ ହୋଇଯାଆନ୍ତି ତେବେ ତା ଜୀବନରେ ନାନାଦି ଅସୁବିଧା ଉତ୍ପନ୍ନ ହେବାକୁ ଲାଗିଥାଏ, ଏତିକି ନୁହେଁ ବ୍ୟକ୍ତି ଯେତେ ବି ଚେଷ୍ଟା କରିନେଉ, ତାକୁ ସଫଳତା ମିଳିପାରେ ନାହିଁ

ଯେଉଁ ଲୋକଙ୍କ ଉପରେ ଶନିଦେବଙ୍କ ଶୁଭ ଦୃଷ୍ଟି ରହିଥାଏ ସେମାନେ ନିଜ ଜୀବନରେ ଅପାର୍ ସଫଳତା ହାସିଲ୍ କରିପାରନ୍ତି, ଯଦି ଆପଣ ଘରେ ଶନିଦେବଙ୍କ ଶୁଭ ଦୃଷ୍ଟି ପାଇବାକୁ ଚାହୁଁଛନ୍ତି ତେବେ ଏହାପାଇଁ କଳା ସୁରୁମା କୁ ନେଇକରି କେଉଁ କାଚ ଶିଶିରେ ନେଇ କରି ତଳେ ପୋତି ଦିଅନ୍ତୁ, ଏହି ଉପାୟକୁ ଶନିବାର ଦିନ କରନ୍ତୁ । ଯେପରି ଆମେ ଜାଣିଛେ କି ଛୋଟ୍ ଛୁଆଙ୍କୁ କୁଦୃଷ୍ଟି ପଡିଥାଏ, ଯଦି ଆପଣଙ୍କ ଛୁଆଙ୍କୁ ଏପରି ହୁଏ ତେବେ ଏହାପାଇଁ ଆଖିର ଛଡା ପାଦର ତଳ, କାନର୍ ପଛରେ କିମ୍ବା ମଥା କପାଳ ରେଖାରେ କାଜଲର୍ ଟିକା ଲଗାଇଦିଅନ୍ତୁ ।

ବହୁତଥର ଦେଖାଯାଇଛି କି ଘର ପରିବାରରେ କେଉଁ ନା କେଉଁ କାରଣରୁ କଳହ ଲାଗିଥାଏ, ଯଦି ଆପଣ ଏଥିରୁ ଦୁରେଇ ରହିବାକୁ ଚାହୁଁଛନ୍ତି ତେବେ ଶନିବାର ସକାଳେ କଳା କପଡାକୁ ଜଟା ବାଳା ନଡିଆରେ ଗୁଡାଇଦିଅନ୍ତୁ, ଏହାପରେ ଏହା ଉପରେ ୨୧ ଟି କାଜଲର ବିନ୍ଦି ଲଗାନ୍ତୁ, ଏହାପରେ ଘର ବାହାରେ ଝୁଲାଇଦିଅନ୍ତୁ, ଏହି ଉପାୟକୁ କରିଲେ ଘରେ ବିନା କାରଣରେ କଳି ହେବନାହିଁ, ଏତିକି ନୁହେଁ ବରଂ ଘରର ମୁଖିଆଙ୍କୁ ଉନ୍ନତି ମିଳିବ ।

ଯଦି ଆପଣଙ୍କ କେଉଁ ବ୍ୟକ୍ତିର ଚାକିରି ଚାଳିଯିବାର ଭୟ ଅଛି ତେବେ ସେ ଟ୍ରାନ୍ସଫର୍ ଅଟକାଇବାକୁ ଚାହୁଁଛି ତେବେ ଏମିତି ଡଲି ବାଲା ୫ ଗ୍ରାମ ସୁରମା ନେଇକରି କେଉଁ ଶୁନଶାନ୍ ଜାଗାରେ ପୋତିଦିଅନ୍ତୁ, କିନ୍ତୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ଯେଉଁ ହତିଆରରେ ମାଟି ଖୋଳିବେ, ତାକୁ ଘରକୁ ନେଇକରି ଆସନ୍ତୁ ନାହିଁ ।ଯଦି କେଉଁ ବ୍ୟକ୍ତିର କୁଣ୍ତଳିରେ ମଙ୍ଗଳର ଅଶୁଭ ପ୍ରଭାବ ଅଛି ତେବେ ଏଥିରୁ ସେ ମୁକ୍ତିପାଇବାକୁ ଚାହୁଁଛି ତେବେ କଳା ସୁରମା ଆଖିରେ ଲଗାଣ୍ତୁ, ଏମିତି କରିଲେ ମାଙ୍ଗଳିକ ଦୋଷ ଆପେ ଆପେ ଦୁରେଇଯାଏ ।

Leave a Reply

Your email address will not be published. Required fields are marked *