April 12, 2024

Odia Express

News For Public

ଖୁବ୍ ଭାଇରାଲ୍ ହେଉଛି ଖାନ୍ ଭାଇଙ୍କ ଏହି ଫଟୋ, କିନ୍ତୁ ସାଥିରେ ଠିଆ ହୋଇଥିବା ଏହି ଛୁଆକୁ ଚିହ୍ନିବା ହେଉଛି ମୁସକିଲ୍

ବଲିଉଡ୍ ରେ ସୁପରଷ୍ଟାର୍ ସଲମାନ୍ ଖାନ୍ ଙ୍କ ନାଁ ବହୁତ ଚର୍ଚ୍ଚିତ ହୋଇଥାଏ, ତାଙ୍କ ଷ୍ଟାର୍ ଡମ୍ ର ତୁଳନା କେଉଁ ଅନ୍ୟ ସହ କରିବା ବେଇମାନୀ ହୋଇଥାଏ, ସେ ନିଜ ଦରିଆଦିଲି ପାଇଁ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି, ଏହି କଥା ତାଙ୍କୁ ଅନ୍ୟଙ୍କ ଠାରୁ ଅଲଗା କରିଥାଏ, ଓ ସେ ନିଜେ ସିଙ୍ଗଲ୍ ରହିକରି ପରଫେକ୍ଟ ଫ୍ୟାମିଲି ମ୍ୟାନ୍ ଭୁମିକା ନିଭାଇଥିଲେ ,

ସଲମାନ୍ ଖାନ୍ ନିଜ ଭାଇ ଭଉଣୀଙ୍କ ସହ ବଣ୍ତିଙ୍ଗ୍ କାହାକୁ ବି ଅଛପା ନାହିଁ, ବହୁତଥର ସଲମାନ୍ ଖାନ୍ ସୋସିଆଲ୍ ମିଡିଆରେ ନିଜ ଭାଇ ଭଉଣୀଙ୍କ ସହ ଫଟୋକୁ ସେୟାର୍ କରନ୍ତି ଏହି ଦିନ ସୋସିଆଲ୍ ମିଡିଆରେ ସଲମାନ୍ ଓ ତାଙ୍କ ଭାଇଙ୍କ ଛୁଆବେଳର ଫଟୋ ବହୁତ ଭାଇରାଲ୍ ହେଉଛି, ଫଟୋରେ ଦେଖିପାରୁଥିବେ ସଲମାନ୍ ଖାନ୍ ଙ୍କ ପାଖରେ ତାଙ୍କ ଭାଇ ସୋହେଲ୍ ଖାନ୍ ଓ ଅରବାଜ୍ ଖାନ୍ ନଜର ଆସୁଛନ୍ତି, କିନ୍ତୁ ଏହି ତିନିଜଣଙ୍କ ଛଡା ଆଉ ଏକ ଛୋଟ ଛୁଆ ନଜର୍ ଅଆସୁଛି, ଏହି ଫଟୋରେ ଯେଉଁ ଛୋଟ ଛୁଆ ଦେଖାଯାଉଛି ସେ ଆଉ କେହି ନୁହେଁ ବରଂ ସଲମାନ୍ ଖାନ୍ ଙ୍କ ଛୋଟଭଉଣୀ ଅଲବୀରା ଅଟନ୍ତି

ଯିଏକି ବହୁତ୍ ସୁନ୍ଦର ଦେଖାଯାଉଛନ୍ତି, ଛୁଆବେଳର ପରି ଏବେ ଏହି ଚାରିଜଣ ଭାଇ ଭଉଣୀ ଜଣେ ଅନ୍ୟଙ୍କ ସହ ଭଲ ବଣ୍ତିଙ୍ଗ୍ ରଖିଛନ୍ତି, ଅରବାଜ୍ ଖାନ୍ ଓ ମଲାଇକା ଆରୋରା ଖାନ୍ ଅଲଗା ହେବାପରେ ସଲମାନ୍ ଓ ସୋହେଲ୍ ଅରବାଜ୍ ଙ୍କୁ ସଂମ୍ଭାଳିଛନ୍ତି, ଯେଉଁଥିରେ ଜଣାପଡୂଛି କି ତାଙ୍କ ସହ ତାଙ୍କ ପ୍ରେମ କେତେ ନିଆରା ଅଛି, ଜଣେଇଦେବୁ କି ସଲମାନ୍ ଖାନ୍ ଛୁଆଙ୍କ ପ୍ରତି ତାଙ୍କ ଭଲ ପାଇବା କାହାକୁ ବା ଅଛପା ଅଛି, ସେ ବହୁତଥର ନିଜ ଭଣଜା ସହ ମସ୍ତି କରୁଥିବାର ନଜର ଆସିଛନ୍ତି ଫ୍ୟାନ୍ସ ବି ମାମୁ ଭଣଜାଙ୍କ ମସ୍ତି ଦେଖିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *