April 12, 2024

Odia Express

News For Public

ନୀତା ଅମ୍ବାନୀ କିଣିଲେ ଦୁନିଆଁର ସବୁଠାରୁ ମହଙ୍ଗା କାର୍ chameleon,ଦାମ୍ ପୁରା ୧୦୦ କୋଟି ଦେଖନ୍ତୁ କିପରି ଦେଖାଯାଉଛି…

ଭାରତର ସବୁଠାରୁ ବଡ ଓ ଧନୀ ଉଦ୍ୟୋଗପତିରୁ ଜଣେ ଅଟନ୍ତି ମୁକେଶ ଅମ୍ବାନୀ, ମୁକେଶ ଅମ୍ବାନୀ ଦେଶରେ ନୁହେଁ ବରଂ ବିଦେଶରେ ବି ଲୋକପ୍ରିୟ ଅଟନ୍ତି । ଅମ୍ବାନୀ ଫ୍ୟାମିଲିର ସବୁ ସଦସ୍ୟ ନିଜ ଲାଇଫ୍ ଷ୍ଟାଇଲ୍ କୁ ନେଇକରି ଚର୍ଚ୍ଚାରେ ରୁହନ୍ତି, ମୁକେଶ ଅମ୍ବାନୀ ଦୁନିଆଁ ସାରା ଯେତେ ଲୋକପ୍ରିୟ ଅଟନ୍ତି ସେତେ ଲୋକପ୍ରିୟ ନୀତା ଅମ୍ବାନୀ ଅଟନ୍ତି ।

ବହୁତଥର୍ ନୀତା ଅମ୍ବାନୀ ନିଜ ଲାଇଫ୍ ଷ୍ଟାଇଲ୍ କୁ ନେଇକରି ବହୁତ ଚର୍ଚ୍ଚାରେ ରୁହନ୍ତି, ନୀତା ଅମ୍ବାନୀ ଦେଶର ସବୁଠାରୁ ପାୱାରଫୁଲ୍ ବିଜନେସ୍ ୱୁମେନ୍ ଅଟନ୍ତି, ବଲିଉଡ୍ ର କେଉଁ ବି କଳାକାର ଲାଇଫ୍ ଷ୍ଟାଇଲ୍ ମାମଲାରେ ନୀତା ଅମ୍ବାନୀଙ୍କୁ ଟକ୍କର୍ ଦେଇପାରିବ ନାହିଁ, ମୁକେଶ ଅମ୍ବାନୀଙ୍କ ଧର୍ମପତ୍ନୀ ନୀତା ଅମ୍ବାନୀଙ୍କୁ ମହଙ୍ଗା ଜିନିଷର ବହୁତ ସଉକ ଅଛି, ଯାହାର କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ନୀତା ଅମ୍ବାନୀ ପ୍ରାଇଭେଟ୍ ଜେଟ୍ ରୁ ନେଇକରି ମହଙ୍ଗା ମହଙ୍ଗା ଲକଜୁରି ଗାଡିର ସଉକିନ୍ ଅଟନ୍ତି, ଏତିକି ନୁହେଁ ବରଂ ନୀତା ଅମ୍ବାନୀଙ୍କ ପାଖରେ ବହୁତ ଶାନଦାର୍ କାରର କଲେକ୍ସନ୍ ଅଛି, ଏବେ ଏକ ଖବର ବାହାରିକରି ଆସୁଛି କି ସେ ଏକ ନୁଆ କାର୍ କିଣିଛନ୍ତି ଏବେ ତାଙ୍କ ଶାନଦାର୍ କାର୍ କଲେକ୍ସନରେ ଏକ ନୁଆ କାର୍ ସାମିଲ୍ ହୋଇଛି, ଯାହାର ଦାମ୍ ଶୁଣିକରି ଆପଣ ଚକିତ ହୋଇଯିବେ ।

ନୀତା ଅମ୍ବାନୀଙ୍କ ଲାଇଫ୍ ଷ୍ଟାଇଲ୍ ର ସମସ୍ତେ ଦିୱାନା ଅଟନ୍ତି, ନୀତା ଅମ୍ବାନୀ ସବୁଦିନ ଏତେ ଖର୍ଚ୍ଚ କରିଦିଅନ୍ତି କି ତାହାର୍ ଅନ୍ଦାଜା ଲଗାଇପାରିବେ ନାହିଁ, ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ନୀତା ଅମ୍ବାନୀଙ୍କ ଘରେ ପ୍ରାୟ ସବୁ ଜିନିଷ ସୁନାରେ ଘୋଡାଇ ହୋଇଛି, କହିଦେବୁ କି ନୀତା ଅମ୍ବାନୀଙ୍କ ପାଖରେ ଦୁନିଆଁର ସବୁଠାରୁ ସୁନ୍ଦର ବ୍ରାଣ୍ତ ପେଡ୍ରୋ ଗାର୍ସିଆ, ଜିମି ଚୁ, ପେଲମୋଡା, ମର୍ଲିନ୍ ଜୋତା ଅଛି, ଏହା ଛଡା ତାଙ୍କ ପାଖରେ ଗୋଲଡ୍ ପ୍ଲେଟେଡ୍ ଆଇଫୋନ୍ ଅଛି ।

ଖବର୍ ଅନୁସାରେ ଏମିତି କୁହାଯାଉଛି କି ନୀତା ଅମ୍ବାନୀ ପିନ୍ଧିଥିବା ଜୋତା ଆଉଥରେ ପିନ୍ଧନ୍ତି ନାହିଁ, ନିତା ଅମ୍ବାନୀ ଜ୍ୱେଲରୀ ପିନ୍ଧିବାର ବି ସଉକ ଅଛି, ସେ ସବୁବେଳେ ଗୋଲଡ୍ ଓ ଡାଇମଣ୍ତ ଜ୍ୱେଲରି ରଖିଥାଆନ୍ତି, ତାଙ୍କ ପାଖରେ କୋଟିଏ ଟଙ୍କାର ମୁଦି ଅଛି, ଏତିକି ନୁହେଁ ବରଂ ନୀତା ଅମ୍ବାନୀଙ୍କ ପାଖରେ ରାଡୋ, କେଲଭିନ୍, କେଲିନ୍, କାର୍ଟିୟର୍, ବୁଲଗାରି, ଓ ବହୁତ ଅନ୍ୟ ମହଙ୍ଗା ଘଡି ଅଛି ।

ନୀତା ଅମ୍ବାନୀ ଏବେ ଆଉ ଏକ ନୁଆ ଜିନିଷ ନିଜ ନାଁରେ କରିଛନ୍ତି, ହଁ ଆଜ୍ଞା, ନୀତା ଅମ୍ବାନୀ ଅଡିର ସ୍ପେସାଲ୍ ଏଡିସନ୍ ଅଡି ଏ୯ ଚାମେଲିଓନ୍ କୁ ନେଇକରି ଦେଶର ସବୁଠାରୁ ମହଙ୍ଗା କାର୍ ରଖିବା ବାଲା ମହିଳା ହୋଇଯାଇଛନ୍ତି, ଏହି ସ୍ପେଶାଲ୍ ଏଡିସନ୍ ର କିଛି ୟୁନିଟ୍ ବଜାରରେ ଛଡାଯାଇଛି, ଏହି କାର୍ ଇଣ୍ତିଆରେ ଉପଲ୍ଲବ୍ଧ ନାହୀଁ, ଏହି କାର୍ ନୀତା ଅମ୍ବାନୀ ୟୁଏସଏ ରୁ ଇମ୍ପୋର୍ଟ କରିଛନ୍ତି ।

ଏବେ ଏହି କାର୍ ୟୁଏସଏ ରୁ ଇମ୍ପୋର୍ଟ କରିବାପରେ ୯୦ କୋଟି ବୋଲି କୁହାଯାଇଛି, ଏବେ ଇମ୍ପୋର୍ଟ କରିବାପରେ ଏହି ଦାମ୍ ୧୦୦ କୋଟି ହୋଇଯାଇଛି, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ନୀତା ଅମ୍ବାନୀ ଏହି କାର୍ ନିଜ ଅଫିସ୍ ଯିବା ଆସିବା କରିବା ପାଇଁ କିଣିଛନ୍ତି, ଏହା ବହୁତଶକ୍ତିଶାଳୀ ଓ ଦୁନିଆଁର ଲକଜୁରୀ କାର୍ ଭିତରୁ ଗୋଟେ ଅଟେ, ଆପଣଙ୍କୁ କହିଦେବୁ କି କମ୍ପାନୀ ଦ୍ୱାରା କେବଳ କିଛି ବଛା ବଛା ଗ୍ରାହକଙ୍କ ପାଇଁ ଏହି କାର୍ ବିକ୍ରି ହୋଇଥାଏ, ଓ ଏହାର କିଛି ୟୁନିଟ୍ ତିଆରି ହୋଇଥାଏ, ନୀତା ଅମ୍ବାନୀ ଏହି କାର୍ କୁ କିଣିକରି ଦେଶର ସବୁଠାରୁ ମହଙ୍ଗା କାର୍ ରଖିଥିବା ମହିଳା ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *