March 28, 2024

Odia Express

News For Public

24 Jun ୨୦୨୨ ରାଶିଫଳ,ଆଜି ଏହି ୫ ଟି ରାଶିର ପାଇଁ ଖୁସିର ଆସିଛି ଦିନ,କ୍ୟାରିୟରରେ ମିଳିବ ଭଲ ସଫଳତା

1 min read

୧) ମେଷ ରାଶି- ଆଜି ପରିବାରର ମାହୋଲ୍ ଖୁସିମୟ ରହିବ । ଦାମ୍ପତ୍ୟ ଜୀବନ ସୁଖ ମିଳିବ । ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ । ପ୍ରେମ ଜୀବନରେ ବଞ୍ଚିଥିବା ବ୍ୟକ୍ତିଙ୍କ ସମୟ ବହୁତ ଭଲ ନଜର ଆସୁଛି । ଆପଣଙ୍କ ବହୁତ ଜଲଦି ପ୍ରେମ ବିବାହ ହୋଇପାରେ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ । କେଉଁ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତିରେ ଶିକ୍ଷକଙ୍କ ସହଯୋଗ ମିଳିବ, କିଛି ଲୋକେ ଆପଣଙ୍କ ଭଲ ସ୍ୱଭାବରୁ ପ୍ରଭାବିତ ହୋଇପାରନ୍ତି । ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ଭଲ ଅବସର ପ୍ରାପ୍ତି ହେବ ।

୨) ବୃଷ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି ନୁଆ ଯୋଜନାର ସହ କାମ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଭଲ ଫାଇଦା ଦେଖିବାକୁ ମିଳିବ । ଘରର ଛୋଟ ଛୁଆଙ୍କ ସହ ହସଖୁସି ସମୟ ବ୍ୟତିତ କରିବେ । ପରିବାରବାଲାଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି  ।ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ପ୍ରେମ ସଂବନ୍ଧରେ ମଜବୁତି ଆସିବ । ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ । ଆପଣ ନିଜ ଜୀବନସାଥୀଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ । ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଆଜି ଆପଣଙ୍କ ବନ୍ଧୁଙ୍କ ଠାରୁ କିଛି ଭଲ ଉପଦେଶ ମିଳିପାରେ, ଆପଣ କେଉଁ ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକା ବିଶ୍ୱାସ କରନ୍ତୁ ନାହିଁ, ନହେଲେ ସେ ଧୋକା ଦେଇପାରନ୍ତି । ଯେଉଁ ଛାତ୍ର ଫ୍ୟାସନ୍ ଡିଜାଇନିଙ୍ଗ୍ କୋର୍ସ କରୁଛନ୍ତି ତାଙ୍କୁ ଆଜି କିଛି ନୁଆ ଡିଜାଇନ୍ କରିବାର ମଉକା ମିଳିପାରେ, ବେପାର ସହ ଯୋଡି ହୋଇଥିବା ଲୋକଙ୍କୁ ଲାଭ ମିଳିପାରିବ । ମା ବାପାଙ୍କ ଆଶିର୍ବାଦ ମିଳିପାରିବ । ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କୁ କେଉଁ କାମରେ ବ୍ୟସ୍ତତାପୁର୍ଣ୍ଣ ନ ହେବା ଉଚିତ୍

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟିରୁ ମଜବୁତ୍ ନଜର ଆସୁଛି । ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ । ଘରୋଇ ଦରକାରିତାର ପୁର୍ତ୍ତି ହେବ , ଜରୁରି କାର୍ଯ୍ୟରେ ସହ ସଂମ୍ପର୍କୀୟଙ୍କ ଠାରୁ ସହଯୋଗ ମିଲିପାରିବ । ଆପଣ ନିଜ ଭାବନାକୁ ସକରାତ୍ମକ ରଖନ୍ତୁ ,  ପଇସା ଉଧାର ଲେଣଦେଣରେ ସାବଧାନ ରୁହନ୍ତୁ  ନହେଲେ କ୍ଷତି ହୋଇପାରେ, କାମକାର୍ଯ୍ୟର ଭାର ଅଧିକା ହେବା କାରଣରୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ

ବାହାର ଖାଦ୍ୟପେୟରୁ ନିବୃତ ରୁହନ୍ତୁ ନହେଲେ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ଦେଖାଦେଇପାରେ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି , ଘରୋଇ ମାହୋଲ୍ ଖୁସିମୟ ରହିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଭଲ ରହିବ, ଆପଣ କାର୍ଯ୍ୟକ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିବାରେ ସକ୍ଷମ ହେବେ , ସାମାଜିକ କ୍ଷେତ୍ରରେ ଆପଣ ନିଜ ଅଲଗା ପରିଚୟ ବନାଇବେ, ଅନୁଭବି ବ୍ୟକ୍ତିଙ୍କ ସହ ସଂମ୍ପର୍କ ସ୍ଥାପନା କରିବେ, ଯାହା ଆଗକୁ ଯାଇକରି ଫାଇଦା ଯୋଗାଇବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରପୁର୍ ନଜର ଆସୁଛି, ଉନ୍ନତିର ଅବସର ପ୍ରାପ୍ତି ହେବ, ପରିବାର ସହ କେଉଁ ଧାର୍ମିକ ସ୍ଥାନକୁ ଯିବାର ଯୋଜନା ହୋଇପାରେ, ବେପାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ, ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ଦିନ ଭଲ ନଜର୍ ଆସୁଛି, ଖାଦ୍ୟପେୟରେ ରୁଚି ବଢିବ, ଆପଣ ନିଜ ପରିବାର ଲୋକଙ୍କ ସହ ମନପସନ୍ଦର ଭୋଜନର ଆନନ୍ଦ ନେଇପାରିବେ , କିଛି ନୁଆ କାମ କରିବାର ଇଚ୍ଛା ପ୍ରକଟ କରିବେ । ଆପଣଙ୍କ ପାଠପଢାରେ ମନ ଲାଗିବ । ଆପଣଙ୍କ ନିଜ ମଧୁର ବାଣି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିପାରିବେ ।

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ନିଶ୍ଚିତ ରୁପରେ ଫଳଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ, ଯଦି ଧନ ପ୍ରାତ୍ପି ମାର୍ଗରେ କିଛି ବାଧା ଉତ୍ପନ୍ନ ହେଉଛି, ତେବେ ତାହା ଶେଷ ହୋଇଯିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମକୁ ପ୍ରଶଂସା ମିଳିବ, ଯାହାଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ମାନସିକ ଚିନ୍ତାଗୁଡିକ ଦୁର ହେବ  ।

୮)ବିଛା ରାଶି- ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ହେଉଛି । ସହକର୍ମୀଙ୍କ ସହାୟତା କରିବେ , ଖାଦ୍ୟପେୟରେ ରୁଚି ବଢିବ , ପରିବାର ଲୋକଙ୍କ ସହ ମିଶିକରି ମନ ପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି, ଯଦି ଆପଣଙ୍କ କୋର୍ଟ କଚେରି ସହ କିଛି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ବେପାରୀଙ୍କ ଲାଭ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ, ଏହା ସହ ପ୍ରମୋସନ୍ ମିଳିବ, କେଉଁ ମହିଳା ବନ୍ଧୁଙ୍କ ସହଯୋଗରେ ଲାଭ ମିଳିବାର ଆଶା ଅଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

୯)ଧନୁ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି ନୁଆ ଯୋଜନାର ସହ କାମ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଭଲ ଫାଇଦା ଦେଖିବାକୁ ମିଳିବ । ଘରର ଛୋଟ ଛୁଆଙ୍କ ସହ ହସଖୁସି ସମୟ ବ୍ୟତିତ କରିବେ । ପରିବାରବାଲାଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି  ।ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ପ୍ରେମ ସଂବନ୍ଧରେ ମଜବୁତି ଆସିବ । ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ । ଆପଣ ନିଜ ଜୀବନସାଥୀଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ । ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ ।

୧୦)ମକର ରାଶି- ଆଜି ଆପଣ ନିଜ ଜରୁରୀ କାମକୁ ପୁରା କରିବାରେ ବ୍ୟସ୍ତରହିବେ । ଯେଉଁଥିରେ ସଫଳତା ମିଲିବାର ଯୋଗ ହେଉଛି, ଘର ପରିବାର ସହ ଯୋଡି ହୋଇଥିବା ଚିନ୍ତାଗୁଡିକ ଦୁର ହେବ, ମାନସିକ ରୁପରେ ହାଲକା ଅନୁଭବ କରିବେ । କାମକାର୍ଯ୍ୟରେ ଜରୁରି କାମରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି,  ଇଲେକ୍ଟ୍ରିକ୍ ଇଞ୍ଜିନିୟର ପାଇଁ ଦିନ ଭଲ ନଜର ଆସୁଛି ।

୧୧)କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, ଜୀବନସାଥୀଙ୍କ ସାହାଯ୍ୟରେ କାମ ପୁରା ହୋଇଯିବ, ଏହା ସହ ତାଙ୍କ ଉପଦେଶରେ ଆପଣଙ୍କୁ ପଇସା କମାଇବାର ଜରିଆ ମିଲିପାରିବ ,, ଶିକ୍ଷକଙ୍କ ପାଇଁ ଦିନ ଭଲ ନଜର ଆସୁଛି, କେଉଁ କାମରେ ସଫଳତା ପ୍ରାପ୍ତି ହୋଇପାରେ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । କେଉଁ ପୁରୁଣା ରୋଗରୁ ମୁକ୍ତି ମିଳିପାରିବ । ଜରୁରୀ ମାମଲାରେ ଫଇସଲା ନେବାରେ ସକ୍ଷମ ହେବେ

୧୨) ମୀନ ରାଶି-ଆଜି ଆପଣଙ୍କ ଦିନ ମଧ୍ୟମ ଧରଣର ରହିବ । ଆଜି ମାଙ୍ଗଳିକ ଯୋଜନାର ରୁପରେଖା ହେବ, କମର୍ସ ଛାତ୍ରଙ୍କ ପାଇଁ ଶିକ୍ଷକଙ୍କ ସହ ଯୋଗ ମିଳିପାରିବ, କିଛି ଦିନରୁ କିଛି ବିଷୟରେ ଆସୁଥିବା ସମସ୍ୟା ସହଜରେ ସମାଧାନ ହୋଇଯିବ, ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ , ସାମାଜିକ ସ୍ତରରେ ଲୋକପ୍ରିୟତା ମିଲିପାରିବ । କାର୍ଯ୍ୟସ୍ଥଳରେ ଭଲ ପ୍ରଦର୍ଶନ କରିବେ । ସମାଜରେ ଆପଣଙ୍କ ମାନସମ୍ମାନ ବଢିବ, ଆପଣଙ୍କ କିଛି ଅଧୁରା ଇଚ୍ଛା ପୁରା ହୋଇପାରେ, ଯାହାଦ୍ୱାରା ମନଖୁସି ହେବ , ଆପଣଙ୍କ ଭଲ ବ୍ୟବହାରକୁ ଲୋକେ ପ୍ରଶଂସା କରିବେ ।

Leave a Reply

Your email address will not be published. Required fields are marked *