April 15, 2024

Odia Express

News For Public

25 ଜୁନ୍ ୨୦୨୨ Saturday ରାଶିଫଳ : ଆପଣ ଏହି ୫ଟି ରାଶିବାଲାଙ୍କୁ ଶୁଭ ଫଳର ହେବ ପ୍ରାପ୍ତି, ଭଲ ଦିନ ହେବାକୁ ଯାଉଛି ଆରମ୍ଭ

1 min read

୧)ମେଷ ରାଶି-ଆଜି ଆପଣଙ୍କ ଦିନ ବହୁତ ଶୁଭ ରହିବ । ସାଂସାରିକ ସୁଖରେ ବୃଦ୍ଧି ଘଟିବ । ଶଶୁରଘର ପକ୍ଷର ଲୋକଙ୍କୁ ସାକ୍ଷାତ କରିବା ଆପଣଙ୍କ ପାଇଁ ଫାଇଦା ଦାୟକ ହେବ । ମାନସିକ ଚିନ୍ତାରୁ ମୁକ୍ତି ମିଳିବ । ଆପଣ ବିଷମ ପରିସ୍ଥିତିକୁ ସାମ୍ନା କରିବାରେ ସକ୍ଷମ ହେବେ । ପରିବାରର ମାହୋଲ୍ ଶାନ୍ତି ପୂର୍ବକ ରହିବାର ଅଛି, ଯଦି ଆପଣ ପୂର୍ବରୁ କାହାଠାରୁ ପଇସା ଉଧାର ଦେଇଛନ୍ତି ତାହା ଫେରିପାରିବେ, ଭୌତିକ ସୁଖ ସୁବିଧାରେ ବୃଦ୍ଧି ଘଟିବ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ଜୀବନରେ ଖୁସିଖବର ଶୁଣିବାକୁ ମିଳିପାରେ, ସାମାଜିକ କ୍ଷେତ୍ରରେ ଆପଣ ଅଲଗା ପରିଚୟ ସୃଷ୍ଟି କରିପାରିବେ । ଛୋଟ ମୋଟ ବେପାରୀଙ୍କୁ ଲାଭ ମିଲିପାରିବ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୂପରେ ଅତିବାହିତ ହେବ । ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରୀକ୍ଷାରେ କଠିନ ପରିଶ୍ରମ କରିବାକୁ ପଡିପାରେ । ଆଜି ଆପଣ ଉଚ୍ଚ ଶିକ୍ଷା ପ୍ରାପ୍ତି ପାଇଁ ବିଦେଶ ଯିବାର ଯୋଜନା କରିପାରନ୍ତି , କାର୍ଯ୍ୟକ୍ଷେତ୍ରରେ ନିଜ ପରିଶ୍ରମର ଅନୁସାରେ ଭଲ ଫାଇଦା ପାଇପାରିବେ , ଆଜି ପଇସା ଉଧାର ଦେବାରେ ଦୁରେଇ ରହିବାକୁ ହେବ, ନହେଲେ କ୍ଷତିରେ ପଡିପାରନ୍ତି । ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ଯଦି କୋର୍ଟ କଚେରି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ ।

୩)ମିଥୁନ ରାଶି- ଆଜି ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଉତ୍ତମ ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ଓ ପ୍ରତାପରେ ବୃଦ୍ଧି ଘଟିବ । ପାରିବାରିକ ଆବଶ୍ୟକତା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଆପଣ ତାହା ସମୟରେ ପୁରା କରିବେ , ପରିବାରର କେଉଁ ସଦସ୍ୟଙ୍କ ପେଟ ସଂବନ୍ଧୀ ସମସ୍ୟା ଦେଖାଦେଇପାର୍, ଏହାପାଇଁ ତାଙ୍କୁ ଖାଦ୍ୟପେୟ ଉପରେ ସଚେତନ କରେଇବେ, ନହେଲେ ଚିନ୍ତାର କାରଣ ହୋଇପାରେ, ଆପଣ ସବୁ କାର୍ଯ୍ୟ ସହଜରେ ପୁରା କରିପାରିବେ, ବିଦ୍ୟାର୍ଥୀଙ୍କୁ କେଉଁ ପରୀକ୍ଷାରେ ସଫଳତା ମିଳିବାର ଯୋଗ ଅଛି, କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ ।

୪) କର୍କଟ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ନଜର ଆସୁଛି । ଆପଣଙ୍କ ୟଶ ଓ କୀର୍ତ୍ତିରେ ବୃଦ୍ଧି ଘଟିବ । ଧନ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଲିବ । ଯଦି ଆପଣ ବୁଝାମଣାରେ କିଛି ନୁଆ ବେପାର କରିବାକୁ ଇଚ୍ଛା କରୁଛନ୍ତି ତେବେ ଏହି ସମୟ ଭଲ ଅଛି, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ , ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ଆପଣ କେଉଁଠି ଧନ ନିବେଶ କରୁଛନ୍ତି ତେବେ ତାହା ଭବିଷ୍ୟତରେ ଫାଇଦା ଦେବ । ନୁଆ ନୁଆ ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇପାରେ ଆପଣ କେଉଁ ଅଜଣା ବ୍ୟକ୍ତିଙ୍କ ଉପରେ ଗଭୀର ବିଶ୍ୱାସ କରନ୍ତୁ ନାହିଁ, ନହେଲେ ସେ ଆପଣଙ୍କୁ ଧୋକା ଦେଇପାରନ୍ତି ।

୫) ସିଂହ ରାଶି- ଆଜି ଆପଣ କେଉଁ ନୁଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ତାହାପାଇଁ ଦିନଟି ଭଲ ନଜର ଆସୁଛି, କୋର୍ଟ କଚେରି ମାମଲାରେ ଆପଣଙ୍କୁ ଗଭୀର ଭାବେ ବୁଝିବିଚାରି କାର୍ଯ୍ୟ କରିବାର ଅଛି, ତେବେ ଯାଇ ଫଇସଲା ଆପଣଙ୍କ ପକ୍ଷରେ ଆସିପାରିବ ।  ଆପଣ ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାକୁ ହେବ । କାହା ସହ କଥାବାର୍ତ୍ତା କରୁଥିବା ସମୟରେ ଅପଶବ୍ଦର ପ୍ରୟୋଗ କରନ୍ତୁ ନାହିଁ,  ପରିବାର ଲୋକଙ୍କ ପୁରା ସହଯୋଗ ମିଳିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଦୁର ହୋଇଯାଇପାରେ, କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ପାଇବେ, ଜରୁରୀ କାମକୁ ପୁରା କରିବାରେ କଠିନ ପରିଶ୍ରମ୍ କରିବାକୁ ହେବ, ସନ୍ତାନଙ୍କ ତରଫରୁ ଉନ୍ନତିର ଖୁସିଖବର ମିଳିବାର ଆଶା ଅଛି ।

୬)କନ୍ୟା ରାଶି- ଆଜି ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ଆପଣଙ୍କ ଦିନଟି ଚିନ୍ତାରେ ଭରି ରହିବ, ଯଦି ଆପଣଙ୍କୁ ଆଖି ସଂବନ୍ଧିତ କିଛି ଅସୁବିଧା ଥିଲା ତେବେ ଆପଣଙ୍କୁ ଡାକ୍ତରି ପରାମର୍ଶ ନେବା ଉଚିତ୍ , ଚାକିରି କରୁଥିବା ବ୍ୟକ୍ତି ନିଜ କନିଷ୍ଠ ସହକର୍ମୀଙ୍କୁ କାମରୁ ବାହାର କରିବାରେ ସଫଳ ହେବେ, ଯାହାପରେ ଆପଣ କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେଇପାରିବେ । ମା ବାପାଙ୍କ ଆଶିର୍ବାଦ ନେଇକରି ନୁଆ କାମ ଆରମ୍ଭ କରନ୍ତୁ , ସନ୍ତାନଙ୍କ ତରଫରୁ ଉନ୍ନତିର ଖୁସିଖବର ମିଳିପାରେ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଫାଇଦାଦାୟକ ହେବ , ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ, ଯାହା ଆପଣଙ୍କ ପାଇଁ ସ୍ମରଣୀୟ ହେବ , କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ପ୍ରମୋଶନ ମିଳିବାର ଆଶା ଅଛି, ଏହା ସହ ବେତନ ବୃଦ୍ଦି ହେବାର ଆଶା ଅଛି, ଯଦି ଆପଣ କେଉଁଠି ପଇସା ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରର ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ । ଘରର ଦୁର ଚାକିରିରେ କାର୍ଯ୍ୟରତ ବ୍ୟକ୍ତି ଆପଣଙ୍କୁ ନିଜ ସନ୍ତାନ ମନେ ପକାଇପାରନ୍ତି ।  ଯାହାର କାରଣରୁ ତାଙ୍କୁ ଦେଖା କରିଆସିପାରନ୍ତି । ଜୀବନସାଥୀଙ୍କ ଉନ୍ନତି ଦେଖିକରି ଆପଣଙ୍କ ମନ ବହୁତ ଖୁସି ହେବ, ବନ୍ଧୁଙ୍କ ସହ ବୁଲିଯିବାର ଯୋଜନା କରିପାରନ୍ତି ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଉତ୍ସାହରେ ଭରପୁର୍ ରହିବାର ଅଛି । କାରଣ ପରିବାର ସଦସ୍ୟଙ୍କ ସହ ଶଶୁରଘରଙ୍କ ପକ୍ଷରୁ କେଉଁ ମାଙ୍ଗଳିକ ଉତ୍ସବରେ ସମ୍ମିଳିତ ହୋଇପାରନ୍ତି । ଆପଣ ନିଜ ମଧୁର ବାଣୀରୁ ଅନ୍ୟଙ୍କୁ ପ୍ରଭାବିତ କରିବେ। ଅଧୁରା କାମ ପୁରା ହେବ, କାର୍ଯ୍ୟକ୍ଷେତ୍ରରେ ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ । ଆପଣଙ୍କୁ କେଉଁ ଅଧୁରା ମନୋକାମନା ପୁରା ହୋଇପାରେ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରିର ଅନ୍ୱେଷଣରେ ଅଛନ୍ତି ତାଙ୍କୁ ଭଲ ଅବସର ପ୍ରାପ୍ତି ହେବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିପାରେ । ବିଦେଶରେ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ଫାଇଦା ଦାୟକ ରହିବ ।

୯) ଧନୁ ରାଶି- ଆଜି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ବାହାର ଖାଦ୍ୟପେୟରୁ ନିବୃତ ରହିବାକୁ ହେବ, କିଛି ଲୋକ ଆପଣଙ୍କ ଭଲ ସ୍ୱଭାବର ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି ଏଥିପାଇଁ ଆପଣଙ୍କୁ ସତର୍କ ରହିବାକୁ ହେବ, ଆପଣ ନିଜ କ୍ରୋଧ ଓ ବାଣୀ ଉପରେ ସଂଯମ ରଖିବାକୁ ହେବ, ଜୀବନସାଥୀଙ୍କ ସହ ଭଲ ତାଳମେଳ ରଖିବେ, ଆୟର ଜରିଆ ବୃଦ୍ଧି ହେବ, ଘରୋଇ ଦରକାରିତାର ପୁର୍ତ୍ତି ହେବ । ପ୍ରେମଜୀବନରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରେମରେ ପଡିବାର ନଜର ଆସୁଛି, ମା ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ବହୁତ ଖାସ୍ ରହିବାର ଅଛି, ଭାଗ୍ୟର ପୁରା ସାଥ୍ ମିଳିବ । ଯାହାକୁ ନେଇ କାମକାର୍ଯ୍ୟରେ ଲଗାତାର ସଫଳତା ହାସିଲ୍ କରିପାରିବେ । ଆପଣ ନିଜ ଜୀବନସାଥୀଙ୍କ ଭବିଷ୍ୟତକୁ ନେଇ କିଛି ନୁଆ ଯୋଜନା କରିପାରନ୍ତି, ଆପଣ ନିଜ ପରିଶ୍ରମ ଅନୁସାରେ ଫଳର ପ୍ରାପ୍ତି କରିବେ, ଆପଣ କେଉଁ ସଂମ୍ପତ୍ତିର ଅଭିଳାଷା ପୁର୍ତ୍ତି ହେବାର ହେବାର ନଜର ଆସୁଛି, ଯେଉଁ ବ୍ୟକ୍ତି ନୁଆ ଚାକିରି ଖୋଜୁଛନ୍ତି ତାଙ୍କୁ ଟିକିଏ ଅପେକ୍ଷା କରିବାକୁ ପଡିବ, ଆପଣ କେଉଁ ଅଜଣା ବ୍ୟକ୍ତିକୁ ବିଶ୍ୱାସ କରନ୍ତୁ ନାହିଁ । ଲେଣ ଦେଣ ମାମଲାରେ ଦୁରେଇ ରହିବାକୁ ହେବ ।

Leave a Reply

Your email address will not be published. Required fields are marked *