March 24, 2024

Odia Express

News For Public

୧୪ ଜୁଲାଇ SRABANA ମାସ ଆରମ୍ଭ ଆଜିର ରାଶିଫଳ : ଆଜି ଏହି ୭ ଟି ରାଶିବାଲାଙ୍କ ଖୋଲିପାରେ ଉନ୍ନତିର ରାସ୍ତା, ଭାଗ୍ୟ ରହିବ ମେହେରବାନ୍

1 min read

୧)ମେଷ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ନଜର ଆସୁଛି । ଆପଣଙ୍କୁ ଭଲ ଲାଭ ହେବା ସହ ବହୁତ ଭଲ ଅବସର ମିଳିପାରିବ । ହାତଛଡା କରନ୍ତୁ ନାହିଁ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଜୀବନସାଥୀଙ୍କ ସହ କେଉଁ ଭଲ ଜାଗାକୁ ବୁଲିଯାଈପାରନ୍ତି । ବିଦ୍ୟାର୍ଥୀଙ୍କ ପାଈଁ ଆଜିର ଦିନ ମିଳାମିଶା ରହିବ । କଠିନ ବିଷୟ ପ୍ରତି ଅଧିକା ଧ୍ୟାନ ଦେବାକୁ ହେବ, ନୁଆ ନୁଆ ଲୋକଙ୍କ ସହ ଚିହ୍ନା ପରିଚୟ ବଢିବ । କିନ୍ତୁ ଆପଣ କେଉଁ ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାଃଇଁ । ସୋସିଆଲ୍ ମିଡିଆରେ ଅଧିକା ରୁଚି ବଢିବ, ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ

୨)ବୃଷ ରାଶି-ଆଜି ଘର ପରିବାର ମଧ୍ୟରେ ଖୁସିର ବାତାବରଣ ଦେଖାଦେବ । ନବବିବାହିତ ଦମ୍ପତ୍ତିଙ୍କ ପାଇଁ ଆଯି କେଉଁ ଖାସ୍ ସଂମ୍ପର୍କୀୟଙ୍କ ଠାରୁ ଆଶିର୍ବାଦ ମିଳିବ , ଯଦି ଆପଣ କିଛି ନୁଆ ବେପାର ଆରମ୍ଭ କରିବାକୁ ଯାଊଛନ୍ତି ତେବେ ଆଜିର ଦିନ ଭଲ ରହିଛି । ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନମୁତାବିକ ଟ୍ରାନ୍ସଫର୍ ହୋଇପାରେ, ଯାହାଦ୍ୱାରା ଚିନ୍ତା ଦୁର ହେବ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ । ମା ବାପାଙ୍କ ସହ ଅଧିକା ସମୟ ଅତିବାହିତ କରିବେ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ, କେଉଁ ଜରୁରୀ କାମରେ କମ୍ ପରିଶ୍ରମରେ ଅଧିକା ସଫଳତା ମିଳିପାରିବ । ପ୍ରେମ ଜୀବନରେ ସୁଧାର ଆସିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ଅଫିସ୍ ରେ ଆଜି ବହୁତ୍ ଦିନର ଅଧୁରା କାମ ପୁରା କରିବେ, ଖାଦ୍ୟପେୟରେ ରୁଚି ବଢିବ କିନ୍ତୁ ଅଧିକା ତେଲ ମସଲା ଜୀନିଷ ଖାଆନ୍ତୁ ନାହିଁ ଦାମ୍ପତ୍ୟ ଜୀବନରେ ଚାଲିଆସୁଥିବା ଅସୁବିଧା ଦୁର ହେବ, ଆପଣଙ୍କ ରିଲେସନରେ ମଜବୁତି ଆସିବ ।ନୁଆ ବନ୍ଧୁଙ୍କ ସହ ବୁଲିବାର ମଉକା ମିଲିପାରିବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ଆପଣଙ୍କୁ ଖାଦ୍ୟପେୟରେ ଧ୍ୟାନ ଦେବାର ଅଛି, ନହେଲେ ସ୍ୱାସ୍ଥ୍ୟ ବିଗିଡିପାରେ, ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ, ସୋସିଆଲ୍ ମିଡିଆରେ ରୁଚି ରଖୁଥିବା ବ୍ୟକ୍ତିଙ୍କୁ ଅଧିକା ଫଲୋଅର୍ସ ମିଳିବାର ଅଛି, ବେପାର୍ କ୍ଷେତ୍ରରେ ଅଧିକା ପରିଶ୍ରମ ମୁକାବଲାରେ ଅଧିକା ଲାଭ ମିଳିବ, ଅଫିସ୍ ରେ ନିଜ ସ୍ୱଭାବକୁ ବାଲାନ୍ସ ରଖନ୍ତୁ, ଆପଣ କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ ।

୫)ସିଂହ ରାଶି-ଆଜି ଆପଣଙ୍କ ମଧ୍ୟରେ ଉତ୍ସାହର୍ ନଜର ଆସୁଛି, ଘର୍ ପରିବାରର ମାହୋଲ୍ ଖୁସିମୟ ରହିବ, ଆପଣ ସବୁ କାର୍ଯ୍ୟ ନିଜ ପରିଶ୍ରମ୍ ବଳରେ କରିବେ, ଜୀବନସାଥୀଙ୍କ ସହ ଡିନରର ପ୍ଲାନ୍ କରିପାରନ୍ତି, କିଛି ପୁରୁଣା ବନ୍ଧୁଙ୍କ ସହ୍ ସାକ୍ଷାତ ହୋଇପାରେ, ଯାହାଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, ବାହାନ କିଣିବାରେ ମନ ବଳାଇବେ । ଆପଣଙ୍କୁ ଜରୁରୀ କାମରେ ପରିବାରର ପୁରା ସହଯୋଗ ମିଲିପାରିବ ।

୬)କନ୍ୟା ରାଶି- ଆଜି କାରୋବାରରେ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଦିନଟି ଭଲ ଅଛି, ଅଫିସ୍ ରେ ସହକର୍ମୀ ଆପଣଙ୍କୁ ପୁରା ସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ କରିବେ, ଆପଣ ସବୁ ଜରୁରୀ କାମକୁ ପୁରା କରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମକ୍ ରହିବ ।

୭)ତୁଳା ରାଶି- ଆଜି ଆପଣ ନିଜ ପରିଶ୍ରମରୁ ଧନ ଲାଭ କରିପାରିବେ, ସନ୍ତାନଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାରର ଦାୟିତ୍ୱକୁ ଭଲ ଢଙ୍ଗରେ ନିଭାଇବେ, ମାନସିକ ଚିନ୍ତା ଦୁର୍ ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍ କରିବାର ମନ ବଳାଇପାରନ୍ତି, ଅବିବାହିତ ବ୍ୟକ୍ତିଙ୍କୁ ବିବାହର୍ ପ୍ରସ୍ତାବ ମିଳିବ ।

୮)ବିଛା ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନଭରା ରହିବ, କେଉଁ ଖାସ୍ ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର୍ ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ । ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବି ବ୍ୟକ୍ତିଙ୍କ ସହ୍ ସାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ ।

୯)ଧନୁ ରାଶି-ଆଜି ବନ୍ଧୁଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍ କରିପାରନ୍ତି, କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସି ମିଳିବ, ଏହି ରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷା କ୍ଷେତ୍ରରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଆର୍ଥିକ ସ୍ଥିତି ମଜବୁତ୍ ରହିବ, ଆୟରଜରିଆ ବଢିବ, ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ

୧୦)ମକର ରାଶି- ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାରନଜର ଆସୁଛି, କାରୋବାରରେ ଧନଲାଭ ହେବାର ଯୋଗ ଅଛି, ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଅଧ୍ୟାମ ପ୍ରତି ଆପଣଙ୍କ ରୁଚି ବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଚାକିରି କ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅପିସ୍ କାମରେ ଦୁର ସହର ଯାତ୍ରା କରିପାରନ୍ତି, ବାହାନ ପ୍ରୟୋଗରେ ସାବଧାନ ରୁହନ୍ତୁ, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଖୁସିମୟ ରହିବ । କପଡା ବେପାର କରୁଥିବା ବ୍ୟକ୍ତିଙ୍କ ପାଈଁ ଭଲ ଲାଭ ମିଳିପାରେ ପ୍ରେମ ଜୀବନରେ ରହିଥିବା ବ୍ୟକ୍ତିଙ୍କ ପାଇଁ ନିଜ ଜୀବନସାଥୀଙ୍କ୍ ସହ ଲଞ୍ଚ୍ ରେ ଯିବାର ପ୍ଲାନ୍ କରିପାରନ୍ତି , କାନ ସହ ଯୋଡି ହୋଇଥିବା ସମସ୍ୟାରୁ ଆରାମ ମିଳିବ, ବିଦ୍ୟାର୍ଥିଙ୍କୁ କେଉଁ ବିଷୟକୁ ବୁଝିବାରେ ଅସୁବିଧା ହୋଇପାରେ, ଏଥିପାଇଁ ପୁରା ଧ୍ୟାନ ନିଜ ପାଠରେ ଲଗାନ୍ତୁ, ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି, ତାଙ୍କୁ ଭଲ କମ୍ପାନୀରେ ଜବ୍ ମିଳିପାରେ ଆପଣ କେଉଁ ବନ୍ଧୁଙ୍କୁ ନିଜ ମନର୍ କଥା ସେୟାର୍ କରିବେ, ଜୀବନସାଥୀଙ୍କ ସହ ଭଲ ସଂମ୍ପର୍କ ରଖନ୍ତୁ , ଯାହାକି ଭବିଷ୍ୟତ ପାଇଁ ଭଲ ରହିବ ।

Leave a Reply

Your email address will not be published. Required fields are marked *