April 13, 2024

Odia Express

News For Public

୧୭ ଜୁଲାଇ ୨୦୨୨ ରବିବାର ଆଜିର RASIPHALA : ଆଜି ଏହି ୨ ଟି ରାଶିର ଚାକିରିରେ ପ୍ରମୋଶନ୍ ହେବାର ଅଛି ଯୋଗ, ସେମିତି ଏମାନଙ୍କୁ ମିଲିବ ଭାରି ଧନଲାଭ

1 min read

୧)ମେଷ ରାଶି-ଆଜି ଆପଣଙ୍କ ଦିନ ଖୁସିରେ ବ୍ୟତିତ ହେବ । ଗୋଟେ ପରେ ଗୋଟେ ଧନ ପ୍ରାପ୍ତିର ସ୍ରୋତ ମିଳିବାର ପ୍ରବଳ ଯୋଗ ହେଉଛି, ବନ୍ଧୁଙ୍କ ସହ ଭଲ ସମୟ ବ୍ୟତିତ କରିବେ । କେଉଁ ଅଧୁରା କାମ ବନ୍ଧୁଙ୍କ ସହାୟତାରେ ପୁରା ହେବ, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କପଡା ବେପାର କରୁଥିବା ବେପାରୀଙ୍କ କାରୋବାର ଭଲ ଚାଲିବ ଯାହାଦ୍ୱାରା ଆର୍ଥିକ ସ୍ଥିତି ମଜବୁତ୍ ହେବ , ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିର ଦିନ ବଢିଆ ରହିବ । ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ, ବିଦ୍ୟାର୍ଥିଙ୍କୁ ନିଜ କ୍ୟାରିୟର୍ ବାଛିବାରେ ସଠିକ୍ ମଉକା ଅଛି, ପ୍ରେମଜୀବନରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଠିକ୍ ନଜର ଆସୁଛି , ଆପଣଙ୍କୁ ନିଜ ଜୀବନସାଥୀଙ୍କ ଠାରୁ କିଛି ଭଲ ଗିଫ୍ଟ୍ ମିଳିପାରେ, ଆପଣଙ୍କୁ ନିଜ ଭାବନାକୁ ସକରାତ୍ମକ୍ ବନାଇବାର ଅଛି, ଏହାଦ୍ୱାରା ଆପଣଙ୍କ କାମକୁ ପୁରା କରିପାରିବେ ।

୨)ବୃଷ ରାଶି- ଆଜି ଆପଣ ନିଜ କାମକାର୍ଯ୍ୟରେ ବ୍ୟସ୍ତ ରହିବେ । ଯାହାକୁ ନେଇ ପରିବାର ପାଇଁ ସମୟ ବାହାର କରିପାରିବା ମୁସକିଲ୍ ହୋଇପାରେ । ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ, କେଉଁ ବି ପ୍ରତିଯୋଗିତା ପରୀକ୍ଷା ପାଈଁ କଡା ପରିଶ୍ରମ କରିବାକୁ ପଡିପାରେ, ତେବେ ଯାଇ ଆପଣ ସଫଳତା ହାସିଲ୍ କରିପାରିବେ । ଯେତେ ପରିଶ୍ରମ କରିବେ ସେହି ଅନୁସାରେ ଫଳର ପ୍ରାପ୍ତି ହେବ, ଟ୍ରାନ୍ସଫୋର୍ଟ କାରୋବାର କରୁଥିବା ବ୍ୟକ୍ତିଙ୍କୁ ଭଲ କାମ ମିଳିବ, ଏଥିରେ ଭଲ ଲାଭ ହେବାର ଆଶା ଅଛି, ଆପଣଙ୍କ ସାକ୍ଷାତ ଅଫିସ୍ ରେ କେଉଁ ନୁଆ ଲୋକଙ୍କ ସହ ହୋଇପାରେ , ଆପଣ ନିଜ ପାର୍ଟନରଙ୍କ ସହ କେଉଁଆଡେ ବୁଲିଯିବାର ପ୍ଲାନ୍ କରିପାରନ୍ତି, ଘରର ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଆପଣ ଘରର ଛୋଟ ଛୁଆଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ  ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଭଲ ପରିଣାମ ନେଇକରି ଆସିଛି, ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବାର ପ୍ରବଳ ଯୋଗ ଅଛି, ବଡ ମାତ୍ରାରେ ଧନଲାଭ ହୋଇପାରେ, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ, ନୁଆ ନୁଆ ଲୋକଙ୍କ ସହ ବନ୍ଧୁତା ହୋଇପାରେ, ଯାହା ଆଗକୁ ଯାଇକରି ଭଲ ଫାଇଦା ହେବ , ମା ବାପାଙ୍କ ଆଶିର୍ବାଦ ସାଥିରେ ରହିବ । ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, ଆପଣଙ୍କ ନୁଆ ଭାବନା ଓ ବଢିଥିବା ଉର୍ଜାର ସହ ବେପାରକୁ ଆଗକୁ ବଢାଇବାରେ ଉତ୍ସୁକ ରହିବେ । ପ୍ରେମ ଜୀବନରେ ଚଳୁଥିବା ଲୋକଙ୍କ ପାଇଁ ଦିନ ବଢିଆ ଅଛି, ପ୍ରେମୀ ପ୍ରେମିକା ଜଣେ ଅନ୍ୟଙ୍କ ସହ ସାକ୍ଷାତ କରିପାରିବେ, ଆପଣ ନିଜ ସାଥିଙ୍କ ସହ କେଉଁ ଭଲ ଜାଗା ବୁଲିଯିବାକୁ ପ୍ଲାନ୍ କରିବେ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଲ ରହିବ ।

୪) କର୍କଟ ରାଶି-ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, ଆପଣଙ୍କ ଭାବନା ସକରାତ୍ମକ ରହିବ, ଆପଣଙ୍କର ଆତ୍ମବିଶ୍ୱାସ ଭରପୁର୍ ନଜର ଆସୁଛି, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, କାରୋବାର ଭଲ ଚାଲିବ, ଛୋଟ ମୋଟ ବେପାରୀଙ୍କୁ ଭଲ ଲାଭ ମିଳିବ, ଆପଣଙ୍କ ଗ୍ରାହକରେ ବୃଦ୍ଧି ହେବ, ଦାମ୍ପତ୍ୟ ଜୀବନରେ ଚାଳୁଥିବା ଅସୁବିଧା ଦୁର ହେବ, ବନ୍ଧୁଙ୍କ ସହ ବୁଲିଯିବାକୁ ପ୍ଲାନ୍ କରିପାରନ୍ତି, ଖାଦ୍ୟପେୟରେ ରୁଚି ବଢିବ, ପରିବାର ଲୋକଙ୍କ ସହ ମନପସନ୍ଦର ଭୋଜନ ନେଇପାରନ୍ତି, ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କର ମାନ ସମ୍ମାନ ବୃଦ୍ଧି ହେବ । ଏହି ରାଶିର୍ ଶିକ୍ଷକଙ୍କ ମନପସନ୍ଦର ଜାଗାକୁ ଟ୍ରାନ୍ସଫର୍ ହୋଇପାରେ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ନଜର ଆସୁଛି, ଜରୁରୀ କାମରେ ସଫଳତା ହାସିଲ୍ ହେବ, ଆପଣଙ୍କର କେଉଁ ଅଧୁରା ଇଚ୍ଛା ପୁରା ହୋଇପାରେ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି, ବହୁତଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ, ଧନ ସହ ଯୋଡି ହୋଇଥିବା ଅସୁବିଧାର ସମାଧାନ ବାହାରିପାରେ, କାରିୟର୍ ରେ ଆଗକୁ ବଢିବାକୁ ମଉକା ମିଳିବ,  କୋର୍ଟ କଚେରି ମାମଲାରେ ସଫଳତା ହାସିଲ୍ ହେବ, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଠିକ୍ ଠାକ୍ ନଜର ଆସୁଛି, ବାପାନ ସାହାଯ୍ୟରେ ଆପଣଙ୍କ ଅଧୁରା କାମ ପୁରା ହୋଇପାରିବ, କେଉଁ ଲମ୍ବା ଯାତ୍ରା କରିବାରେ ଟିକିଏ ଦୁରେଇ ରୁହନ୍ତୁ, ନହେଲେ ଭାରି ‍କ୍ଷତି ହୋଇପାରେ, ପ୍ରାଇଭେଟ୍ ଚାକିରି କରୁଥିବା  ଲୋକଙ୍କୁ ଏହା ଉପଦେଶ ଦିଆଯାଉଛି କି ନିଜ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରଖନ୍ତୁ, କେଉଁ ପ୍ରକାରର ବିବାଦରେ ପଡନ୍ତୁ ନାହିଁ, ମହତ୍ତ୍ୱପୁର୍ଣ୍ଣ ମାମଲାରେ ବ୍ୟସ୍ତତା ପୁର୍ଣ୍ଣ ଫଇସଲା କରନ୍ତୁ ନାହିଁ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଭାଗ୍ୟଶାଳୀ ପ୍ରମାଣିତ ହେବ, ବେପାର ଦିଗରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ଲାଭଦାୟକ ହେବ, ଅଟକିଥିବା କାମ ପୁରା ହୋଇପାରେ, ପରିବାର ଲୋକଙ୍କୁ ସହଯୋଗ ମିଳିବ ଆପଣ ନିଜ ମନପସନ୍ଦର ଭୋଜନର ଆନନ୍ଦ ନେଇପାରିବେ, ଘର ପରିବାରର ମାହୋଲ୍ ଶାନ୍ତିପୁର୍ଣ୍ଣ ରହିବାର ଅଛି, ପୁଜା ପାଠରେ ଆପଣଙ୍କ ମନ ଅଧିକା ଲାଗିବ, ଚାକିରି କ୍ଷେତ୍ରରେ ବଡ ଅଧିକାରି ଖୁସି ହେବେ, ଅଚାନକ ଅତିଥିଙ୍କ ଆଗମନ ହୋଇପାରେ, ବିଦ୍ୟାର୍ଥୀଙ୍କୁ ଆଜି କ୍ୟାରିୟରରେ ସଫଳତା ମିଳିବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ପୁରୁଣା ସାଙ୍ଗଙ୍କ ସହ ସାକ୍ଷାତରେ ମନ ହର୍ଷୀତ ହେବ, ଆପଣ ନିଜ ସ୍ୱାସ୍ଥ୍ୟରେ ଟିକିଏ ଧ୍ୟାନ ଦିଅନ୍ତୁ, ରିତୁ ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ଉତଥାନ ପତନ ଦେଖାଦେଇପାରେ, ଯାହାଦ୍ୱାରା କାମରେ ମନ କମ୍ ଲାଗିବ, ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକା ବିଶ୍ୱାସ କରନ୍ତୁ ନାହିଁ, ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଆଗଭର ରହିବେ, ଯଦି କେଉଁଠି ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଅନୁଭବି ଲୋକଙ୍କୁ ଉପଦେଶ ନେବା ଉଚିତ୍ ହେବ, ଛାତ୍ରଙ୍କୁ ଟିକିଏ ଅଧିକା ପରିଶ୍ରମ କରିବାକୁ ପଡିବ ।

୯)ଧନୁ ରାଶି-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିରୁ ଭଲ ଦିନ ନଜର ଆସୁଛି, ଘରର ଦରକାରିତା ପୁର୍ତ୍ତି ହେବ, ବିଦ୍ୟାର୍ଥୀଙ୍କୁ କ୍ୟାରିୟରରେ ସଫଳତା ମିଳିବାର ଆଶା ଅଛି, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ଦୁର ହୋଇଯିବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିପାରନ୍ତି, ଯାହା ଭବିଷ୍ୟ ପାଇଁ ଭଲ ଲାଭ ଦେବ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ, ଛୁଆଙ୍କ ତରଫରୁ ଖୁସି ଖବର ମିଳିପାରେ, ପଇସା ଉଧାର ଦିଅନ୍ତୁ ନାହିଁ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ନଜର ଆସୁହ୍ଚି, ଚାକିରି କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବ, ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ, ଆପଣ କାର୍ଯ୍ୟ୍ କ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି, ଆପଣ ସାମାଜିକ ସ୍ତରରେ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିବେ, ଟେକନିକ୍ କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କ ଫାଇଦା ମିଳିବ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିପାରେ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷୀତ ରହିବ, ଘର ପରିବାରରେ ଖୁସିମୟ ବାତାବରଣ ରହିବ, ଦାମ୍ପତ୍ୟ୍ ଜୀବନରେ ସୁଖ ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ, ଖାଦ୍ୟପେୟରେ ରୁଚି ବଢିବ, ବିଦ୍ୟାର୍ଥୀ ନିଜ ଲକ୍ଷ୍ୟ ପ୍ରାପ୍ତି ପାଇଁ ଶିକ୍ଷକଙ୍କ ପୁରା ସହଯୋଗ ପାଇବେ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ଭଲ ଲାଭ ମିଳିବ,

୧୨) ମୀନ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ଅଧୁରା କାମକୁ ସହକର୍ମୀଙ୍କ ସହାୟତାରେ ପୁରା କରିବେ , ଆଜି କାହାକୁ ବି ପଇସା ଉଧାର ଦିଅନ୍ତୁ ନାହିଁ ନହେଲେ ଫେରିବାର ଆଶା କମ୍ ନଜର ଆସୁଛି, ଘରୋଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ, ଆପଣଙ୍କୁ ବାହାର ଖାଦ୍ୟପାନୀୟରୁ ନିବୃତ ରହିବାକୁ ହେବ, ପୈତୃକ ସଂମ୍ପତ୍ତିରୁ ଲାଭ ମିଳିବାର ଆଶା ଅଛି, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ମନମୁତାବିକ ଜାଗାକୁ ଟ୍ରାନ୍ସଫର୍ ହେବାର ଆଶା ଅଛି, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

Leave a Reply

Your email address will not be published. Required fields are marked *