April 13, 2024

Odia Express

News For Public

23 ଜୁଲାଇର ରାଶିଫଳ : ଆଜି ଏହି ତିନୋଟି ରାଶିବାଲାଙ୍କ ଚମକିବ ଭାଗ୍ୟ, ଚାକିରିରେ ପ୍ରମୋଶନ୍ ହେବାର ରହୁଛି ଯୋଗ

1 min read

୧)ମେଷ ରାଶି- ଆଜି ଆପଣଙ୍କ ଜୀବନରେ ବହୁତ ସାରା ଅସୁବିଧାର ସମାଧାନ ହୋଇପାରେ, ପରିବାର ବାଲାଙ୍କ ସହ ହସଖୁସିରେ ସମୟ ବ୍ୟତିତ କରିବେ । ଆପଣଙ୍କ ଆତ୍ମବିଶ୍ୱାସ ବଢିବ , ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ବହୁ ପରିମାଣରେ ଆଶ୍ୱସ୍ତି ମିଳିବ, ଯେଉଁ ଲୋକ କପଡା ବ୍ୟବସାୟ କରୁଛନ୍ତି ତାଙ୍କୁ ଲାଭ ମିଳିବାର ଯୋଗ ଅଛି, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ , ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ଲାଭ ଦାୟକ ହେବାର ଅଛି, ଯେଉଁ ବ୍ୟକ୍ତି ଚାକିରି ଖୋଜୁଛନ୍ତି ତାଙ୍କୁ ପ୍ରମୋଶନ୍ ମିଳିବାର ଯୋଗ ହେଉଛି, ବଡ ଅଧିକାରୀଙ୍କ କୃପା ଦୃଷ୍ଟି ମିଲିବ, ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଢିବ , ଯେଉଁ ବ୍ୟକ୍ତି ବହୁତ ଦିନରୁ ଚାକିରି ଅନ୍ୱେଷଣରେ ଅଛନ୍ତି ତାଙ୍କୁ ଭଲ ଅବସର ମିଳିବ, ସ୍ୱାସ୍ଥ୍ୟ ପୁର୍ବ ଅପେକ୍ଷା ଠିକ୍ ରହିବ, ଆପଣ ନିଜକୁ ଫ୍ରେସ୍ ଅନୁଭବ କରିବେ, ଆପଣ ସବୁ କାମକୁ ମନମୁତାବିକ ପୁରା କରିବେ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିପାରନ୍ତି, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ । କେଉଁ ସରକାରୀଯୋଜନାରୁ ଭଲ ଲାଭ ମିଳିବ ।

୩)ମିଥୁନ ରାଶି- ଆଜି ଆପଣଙ୍କ ଦିନ ସବୁଦିନ ଅପେକ୍ଷା ଭଲ ରହିବ। ଘରର କେଉଁ ସଦସ୍ୟଙ୍କ ଠାରୁ ଖୁସିଖବର ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ନୁଆ ନୁଆ ବ୍ୟକ୍ତିଙ୍କ ସହ ଆପଣଙ୍କ ବନ୍ଧୁତା ହୋଇପାରେ କିନ୍ତୁ ଆପଣ କେଉଁ ଅଜଣା ଲୋକ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଆପଣଙ୍କୁ ନିଜ କ୍ଷେତ୍ରରେ ମନ ମୁତାବିକ ସଫଳତା ମିଲିବାର ଯୋଗ ହେଉଛି, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ । ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ । ଘରର ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ କାମକୁ ଆସିପାରେ ।

୪)କର୍କଟ ରାଶି-ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ, ଯେଉଁ ବିଦ୍ୟାର୍ଥୀ ପ୍ରତିଯୋଗି ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତାଙ୍କୁ କଡା ପରିଶ୍ରମ କରିବାର ଦରକାର ଅଛି, ତେବେ ଯାଇ ସଫଳତା ହାସିଲ୍ କରିପାରିବେ , ବେପାରରେ କେଉଁ ପ୍ରକାରର ପରିବର୍ତ୍ତନ କରନ୍ତୁ ନାହିଁ । ନହେଲେ କ୍ଷତି ହୋଇପାରେ, ଜୀବନସାଥୀଙ୍କ ସହ କେଉଁ କଥାକୁ ନେଇ ଯୁକ୍ତିତର୍କ ହୋଇପାରେ, ନିଜ କ୍ରୋଧ ଓ ବାଣୀ ଉପରେ କଣ୍ଟ୍ରୋଲ୍ କରିବାକୁ ହେବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିପାରିବ, ମା ବାପାଙ୍କ ସହ ମନ୍ଦିର୍ ଦର୍ଶନ କରିବାକୁ ଯାଇପାରନ୍ତି, ଆଜି ଲମ୍ବା ଯାତ୍ରା କରିବାରୁ ନିବୃତ ରହିବାକୁ ହେବ ।

୫) ସିଂହ ରାଶି- ଆଜି ଆପଣଙ୍କୁ ନିଜ ମନ ଉପରେ କାବୁ କରିବାକୁ ହେବ, ମନରେ ନାନାପ୍ରକାରର ବିଚାର ଉତ୍ପନ୍ନ ହୋଇପାରେ, ଯାହାର କାରଣରୁ ଆପଣଙ୍କୁ ଚିନ୍ତା ଲାଗିପାରେ, କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାକୁ କଠିନତା ଆସିପାରେ, କେଉଁ ଜରୁରୀ କାମରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ, ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ, ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିବ, ଯାହାଙ୍କ ସାହାଯ୍ୟରେ କିଛି ସମସ୍ୟା ଦୁର ହୋଇପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ  ଆପଣ ନିଜ ବାଣୀରେ ମଧୁରତା ରଖନ୍ତୁ, କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ ।

୬) କନ୍ୟା ରାଶି- ଆଜି ଆପଣଙ୍କୁ ନିଜ ବାଜେଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଆପଣଙ୍କୁ ନିଜ ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚର ବଜେଟ୍ ବନାଇକରି ଚଳନ୍ତୁ ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ,  ଜୀବନସାଥୀଙ୍କ ଠାରୁ ଆଜି କେଉଁ ବଢିଆ ଗିଫ୍ଟ ମିଳିବାର ଆଶା ନଜର ଆସୁଛି, ଯାହା ଆପଣଙ୍କ ସଂବନ୍ଧ ମଜବୁତ୍ ହେବ । ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଶେଷ ହେବ, ଯଦି ଆପଣ କେଉଁ ଲମ୍ବା ଦୁର ଯାତ୍ରାରେ ଯାଉଛନ୍ତି ତେବେ ବାହାନ ପ୍ରୟୋଗରେ ସାବଧାନ ରୁହନ୍ତୁ, ମା ବାପାଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ରହିବ ।

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବାର୍ ଅଛି, ଆପଣ ନିଜ ଜରୁରୀ କାମକୁ ପୁରା କରିବାପାଇଁ ଯଥା ସଂମ୍ଭବ ଚେଷ୍ଟା କରିବେ, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ, ବିଦ୍ୟାର୍ଥିଙ୍କ ପାଠପଢାରେ ମନ ଲାଗିବ, ତେବେ ଯାଇ ସେ ସଫଳତା ହାସିଲ୍ କରିପାରିବେ, ଆପଣଙ୍କୁ ଯଦି କେଉଁ ଅସହାୟ ଲୋକକୁ ସାହାଯ୍ୟ କରିବାର ମଉକା ମିଳେ ତେବେ ନିଶ୍ଚିତ ଭାବେ କରନ୍ତୁ, ସନ୍ତାନଙ୍କ ପାଠପଢାକୁ ନେଇକରି ଆପଣ ଟିକିଏ ଚିନ୍ତିତ ରହିବେ, ସଂନ୍ଧ୍ୟା ସମୟରେ ଆପଣ କେଉଁ ଧାର୍ମିକ ଆୟୋଜନରେ ସମ୍ମିଳିତ ହୋଇପାରନ୍ତି ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ବହୁତ ସକରାତ୍ମକ ନଜର ଆସୁଛି, ଆପଣ ନିଜ ଚତୁରାଇରେ ଅଟକିଥିବା କାମ ପୁରା କରିବେ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଚାକିରି ସହ ଯୋଡି ହୋଇଥିବା ଲୋକଙ୍କୁ କିଛି ନୁଆ ଦାୟିତ୍ୱ ମିଳିପାରେ, ଯାହା ଉପରେ ଧ୍ୟାନ ଦେବାକୁ ହେବ, ପରିବାରର ମାହୋଲ୍ ଠିକ୍ ବନାଇବାର ଚେଷ୍ଟା କରନ୍ତୁ, ଶଶୁରଘର ପକ୍ଷରୁ ଧନଲାଭ ହେବ, ଆପଣ ନିଜ ବ୍ୟବହାର ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ, କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ପାଇପାରିବେ ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ କଠିନ ଆସୁଛି, ବିନା କାରଣରେ ଚିନ୍ତା ଅଧିକା ବଢିବ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ବହୁତ ପ୍ରକାରର ସମସ୍ୟା ସାମ୍ନା କରିବାକୁ ପଡିପାରେ, ବିଷମ ପରିସ୍ଥିତିରେ ଆପଣଙ୍କୁ ଧୈର୍ଯ୍ୟ ରଖିବାର ଅଛି, ଆପଣ ବୁଦ୍ଧିମାନୀରେ କାମ କରନ୍ତୁ, ପରିବାର ଦାୟିତ୍ୱ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, କିଛି ଲୋକ ଆପଣଙ୍କ ଭଲ ସ୍ୱଭାବର ଫାଇଦା ଉଠାଇବାକୁ ଚେଷ୍ଟା କରିବେ । ଏଥିପାଇଁ ପୁରା ସତର୍କ ରୁହନ୍ତୁ, କେଉଁ ବି ଲମ୍ବା ଯାତ୍ରା ଯିବାରୁ ବଞ୍ଚିବାକୁ ହେବ, ଜୀବନସାଥିଙ୍କ ପୁରା ସହଯୋଗ ମିଳିବ ।

୧୦) ମକର ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଭାରି ଧନ ଲାଭମିଳିବାର ଆଶା ଅଛି, ଆପଣଙ୍କ କିଛି ଅଧୁରା ଇଛା ପୁରା ହୋଇପାରେ । ଘରେ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହୋଇପାରେ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରର ଅନୁଭବି ଲୋକଙ୍କ ପରାମର୍ଶ ନିଅନ୍ତୁ, ସ୍ୱାସ୍ଥ୍ୟ ଟିକିଏ ଗଡବଡ ରହିପାରେ, ସନ୍ତାନଙ୍କ ଭବିଷ୍ୟତକୁ ନେଇକରି ଆପଣ ଟିକିଏ ଚିନ୍ତିତ ନଜର ଆସିପାରନ୍ତି, ଯାହାଦ୍ୱାରା ଆପଣଙ୍କ ଜୀବନସାଥୀଙ୍କ ସହ କଥାବାର୍ତ୍ତା ବା ଆଲୋଚନା କରିବେ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହେବ, କିଛି ପୁରୁଣା ବିବାଦ ଶେଷ ହୋଇଯିବ, ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ମିଳିବାର ପ୍ରବଳ ଯୋଗ ରହୁଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବାରେ ସକ୍ଷମ ରହିବେ, ବାହାନ ସୁଖ ପ୍ରାପ୍ତି ହୋଇପାରେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଠିକ୍ ଠାକ୍ ନଜର ଆସୁଛି, ଆପଣ କେଉଁ ନୁଆ ବେପାର ଆରମ୍ଭ କରିବାର ଯୋଜନା କରିପାରନ୍ତି, ପରିବାର ଲୋକଙ୍କ ପୁରା ସାଥ୍ ମିଳିବ, ଯଦି ଆପଣ କେଉଁ ରୋଗ ଯୋଗୁଁ ଚିନ୍ତିତ ରହୁଛନ୍ତି ତେବେ କେଉଁ ଭଲ ଡାକ୍ତରଙ୍କୁ ଦେଖାଇବାକୁ ପଡିବ, ଜୀବନସାଥିଙ୍କ ସହ କିଛି ଭୁଲ୍ ବୁଝାମଣା ହୋଇପାରେ, ଏଥିପାଇଁ ଟୀକିଏ ସଂମ୍ଭାଳିକରି ରୁହନ୍ତୁ, କେଉଁ ବି ପ୍ରକାର ମାମଲାରେ ଆପଣ ନିଜ ଚତୁରତା ସହ ସମାଧାନ କରିବାକୁ ଚେଷ୍ଟା କରନ୍ତୁ, ଆଜି କାହାକୁ ବି ପଇସା ଉଧାର ଦେବାରୁ ନିବୃତ ରହିବାକୁ ହେବ, କାରଣ ଉଧାର ଦେଇଥିବା ପଇସା ଫେରିବାରେ କଠିନତା ହେବ ।

Leave a Reply

Your email address will not be published. Required fields are marked *