April 14, 2024

Odia Express

News For Public

୨୫ ଜୁଲାଇ ୨୦୨୨ ଆଜିର ର ରାଶିଫଳ,ଆଜି ପବିତ୍ର ଷୋମବାର ରେ ଏହି ଦୁଇଟି ରାଶିବାଲାଙ୍କ ପାଇଁ ରହିବ ଦିନ ଶୁଭ,mahadev ହେବେ ଏମାନଙ୍କ ଉପରେ ଖୁସି

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବାର ଅଛି, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ, ଚାକିରି କ୍ଷେତ୍ରରେ ବଡ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ, ସେମିତି କାର୍ଯ୍ୟକ୍ଷେତ୍ରରେ ବି ମନ ମୁତାବିକ କାମ ମିଳିବା କାରଣରୁ ଆପଣ ବହୁତ ଖୁସି ହେବେ । ଜୀବନସାଥିଙ୍କ ସହ କିଛି ଯଦି ମତାନ୍ତର ହେଇଛି ତେବେ ଆଜି ଶେଷ ହୋଇଯିବ, ବିଦ୍ୟାର୍ଥୀଙ୍କୁ କଠିନ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ହେବ, ଆପଣ ନିଜ ପରିଶ୍ରମ ଉପରେ ଧ୍ୟାନ ଦେବାକୁ ହେବ, ମୌସୁମର ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଈବ, ବାହାର ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ, ଛୋଟ ମୋଟ ବେପାରୀଙ୍କ ଗ୍ରାହକରେ ବୃଦ୍ଧି ଘଟିବ ।

୨)ବୃଷ ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ଭାବେ ଫଳଦାୟକ ହେବ । ଚାକିରି କ୍ଷେତ୍ରରେ କେଉଁ ଜୁନିୟର୍ ଙ୍କ ସାହାଯ୍ୟରେ ଅଧୁରା କାମ ପୁରା କରିବେ । ବଡ ଅଧିକାରିଙ୍କ୍ ସହ ଭଲ ତାଳମେଳ ବନାଇରଖନ୍ତୁ, ଘର ପରିବାରର ପଛରେ ଅଧିକା ପଇସା ଖର୍ଚ୍ଚ କରିବାର ସଂମ୍ଭାବନା ଅଛି, ଆପଣଙ୍କୁ ଆମଦାନୀ ଅନୁସାରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ବନ୍ଧୁଙ୍କ ସହ ଭଲ ସମୟ ଅତିବାହିତ କରିବେ, ଆଜି କାହାଠାରୁ ପଇସା ଉଧାର ଦିଅନ୍ତୁ ନାହିଁ ନହେଲେ ଉଧାର ଦେଇଥିବା ପଇସା ଫେରିପାରିବେ ନାହିଁ  , ବେପାର ସାମାନ୍ୟ ରହିବ ।

୩)ମିଥୁନ ରାଶି-ଆଜି ଆପଣଙ୍କ ଦିନ ଭାଗ୍ୟଶାଳୀ ରହିବ, ଯେଉଁ କ୍ଷେତ୍ରରେ ପ୍ରୟାସ କରିବେ, ସେଥିରେ ସଫଳତା ମିଳିବାର ପୁରା ଆଶା ଅଛି, ସାମାଜିକ କ୍ଷେତ୍ରରେ ନିଜର ଅଲଗା ପରିଚୟ ବନାଇବାରେ ସଫଳ ହେବେ, ଘରେ ସୁଖ ଶାନ୍ତି ରହିବ, ଆପଣଙ୍କ ଜୀବନରେ ବହୁତ ସମସ୍ୟାର୍ ସମାଧାନ ହୋଇପାରେ, ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ, ବନ୍ଧୁଙ୍କ ସହ ମିଶିକରି ଆପଣ ନୁଆ କାମ ଆରମ୍ଭ କରିପାରନ୍ତି । ଯାହା ଭବିଷ୍ୟତରେ ଫାଇଦାଦାୟକ ରହିବ । ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିପାରିବ , ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

୪)କର୍କଟ ରାଶି- ଆଜି ପୁରା ଦିନ ଆପଣ ଖୁସିରେ ରହିବେ । ଆପଣ କେଉଁ ଆଲୋଚକଙ୍କ ଆଲୋଚନାରେ ଧ୍ୟାନ ଦେବେ ନାହିଁ, ଯାହାର କାରଣରୁ ସବୁ କାମ ସହଜରେ ହୋଇଯିବ । ଆପଣ ନିଜ ଲକ୍ଷ୍ୟ ପ୍ରାପ୍ତି ଜଲଦି ପାଇବେ , ସଫଳତା ଆପଣଙ୍କ ହାତ୍ ପାହନ୍ତାରେ ରହିବ, କେଉଁ ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କ ଜଲଦି ହିଁ ସାକ୍ଷାତ ହୋଇପାରେ, ଯାହାଦ୍ୱାରା ମନ ହର୍ଷିତ ରହିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, କେଉଁ ପୁରୁଣା ନିବେଶରୁ ଫାଇଦା ପାଇବେ, ବେପାରରେ ଚାଲୁଥିବା ସମସ୍ୟା ସମାଧାନ ହେବ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ, ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହ ଆପଣ ଭଲ ସମୟ ବ୍ୟତିତ କରିବେ ।

୫)ସିଂହ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, କାର୍ଯ୍ୟକ୍ଷେତ୍ରରେ ଅଧିକା କାର୍ଯ୍ୟଭାର ହେବା କାରଣରୁ ଶାରରୀକ ଥକାପଣ ଅନୁଭବ ହୋଇପାରେ । ଆପଣଙ୍କୁ କେଉଁ ମହିଳା ମିତ୍ରଙ୍କ ସାହାଯ୍ୟରେ ଧନ ଲାଭ ମିଳିବାର ନଜର ଆସୁଛି, ଅଫିସ୍ କାମରେ ଯାତ୍ରା କରିବାକୁ ପଡିବ । ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ । ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ମୌସୁମର ପରିବର୍ତ୍ତନ ହେବା କାରଣରୁ ଆପଣ ଅସୁସ୍ଥ୍ୟ ହୋଇପାରନ୍ତି । ପ୍ରେମ ଜୀବନ ଭଲ ରହିବ , ଆପଣ ନିଜ ସାଥୀଙ୍କ ସହ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ସୁଖଦ ପରିଣାମ ନେଇକରି ଆସୁଛି କାମକାର୍ଯ୍ୟରେ ଅସୁବିଧା ଦୁର ହୋଇଯିବ, ଆଜି ଆପଣଙ୍କୁ କେଉଁ ବଡ ସଫଳତା ହାତକୁ ଲାଗିପାରେ, ପ୍ରୋପର୍ଟି ମାମଲାରେ ନିବେଶ କରିବେ ତେବେ ଲାଭଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ଲାଭର ଅବସର ପ୍ରାପ୍ତ ହେବ, ଯାହାକୁ ପାଇକରି ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ସଫଳ ରହିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ, ଦାନପୁଣ୍ୟରେ ଅଧିକା ମନ ଲାଗିବ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି, ପାରିବାରିକ ଜୀବନରେ ଖୁସି ରହିବ, ପରିବାରର କେଉଁ ସଦସ୍ୟଙ୍କ ବିବାହ ସଂବନ୍ଧିତ ଫଇସଲା ନେଇପାରନ୍ତି, ଯାହାଦ୍ୱାରା ଆପଣଙ୍କୁ ବରିଷ୍ଠ ସଦସ୍ୟଙ୍କ ସହ ପରାମର୍ଶ କରିବା ଉଚିତ୍, ଛୁଆଙ୍କ ତରଫରୁ ଉନ୍ନତିର ଖୁସିଖବର ମିଳିପାରେ, ଆପଣ ନିଜ ଭାବନାକୁ ସକରାତ୍ମକ ବନାଇବାକୁ ହେବ, ପୁଜା ପାଠରେ ଆପଣଙ୍କୁ ଅଧିକା ମନ ଲାଗିବ ।

୮) ବିଛା ରାଶି- ଆଜି ଆପଣଙ୍କ ମନ କିଛି ଚିନ୍ତିତ ନଜର ଆସୁଛି, ଯାହାକୁ ନେଇ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ମୁସକିଲ୍ ହେଉଛି ଆପଣଙ୍କୁ ଉପଦେଶ ଦିଆଯାଉଛି କି ଆପଣ ବେକାର କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ନିଜ ଭାବନାକୁ ସକରାତ୍ମକ ବନାଇ ରଖିବାର ଅଛି, ଜୀବନ ସାଥିଙ୍କ ସହ ଆପଣ ନିଜ ହୃଦୟର କଥା ସେୟାର୍ କରିବେ, ଶଶୁରଘର ପକ୍ଷରୁ ସହଯୋଗ ମିଳିବ, ଚାକିରି କ୍ଷେତ୍ରରେ କିଛି ଲୋକ ଆପଣଙ୍କ କାର୍ଯ୍ୟ ଉପରେ ନଜର ରଖିବେ ।ଏଥିପାଇଁ ସତର୍କ ରହିବାକୁ ହେବ, ଆଜି କାହାକୁ ପଇସା ଦିଅନ୍ତୁ ନାହିଁ,

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ବହୁତ ସକରାତ୍ମକ ନଜର ଆସୁଛି, ଆପଣ ନିଜ ଚତୁରାଇରେ ଅଟକିଥିବା କାମ ପୁରା କରିବେ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଚାକିରି ସହ ଯୋଡି ହୋଇଥିବା ଲୋକଙ୍କୁ କିଛି ନୁଆ ଦାୟିତ୍ୱ ମିଳିପାରେ, ଯାହା ଉପରେ ଧ୍ୟାନ ଦେବାକୁ ହେବ, ପରିବାରର ମାହୋଲ୍ ଠିକ୍ ବନାଇବାର ଚେଷ୍ଟା କରନ୍ତୁ, ଶଶୁରଘର ପକ୍ଷରୁ ଧନଲାଭ ହେବ, ଆପଣ ନିଜ ବ୍ୟବହାର ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ, କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ପାଇପାରିବେ ।

୧୦) ମକର୍ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ ଭଲ ରହିବ, ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ରୋଜଗାର ପାଇଁ ସନ୍ଧାନ କରୁଛନ୍ତି, ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ବେପାର କରୁଥିବା ଲୋକଙ୍କୁ ଭଲ ଯୋଗ ନଜର୍ ଆସୁଛି, ଭାଇ ଭଉଣୀ ଯଦି କେଉଁ କଥାକୁ ନେଇ ମତଭେଦ ଅଛି ତେବେ ତାହା ଶେଷ ହେବ, ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ, ଆପଣ ଭବିଷ୍ୟର ଯୋଜନାକୁ ବୁଝିବିଚାରି କାମରେ ଲଗାଇବେ, ବାପାଙ୍କ ସାହାଯ୍ୟରେ କିଛି ମହତ୍ତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ନଜର ଆସୁଛି, ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହେବ, କିଛି ପୁରୁଣା ବିବାଦ ଶେଷ ହୋଇଯିବ, ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ମିଳିବାର ପ୍ରବଳ ଯୋଗ ରହୁଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବାରେ ସକ୍ଷମ ରହିବେ, ବାହାନ ସୁଖ ପ୍ରାପ୍ତି ହୋଇପାରେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ ।

୧୨) ମୀନ ରାଶି- ଆଜି ଆପଣଙ୍କୁ ବାହାନ ପ୍ରୟୋଗରେ ସାବଧାନ ରହିବାର ଆବଶ୍ୟକତା ରହିଛି, ନହେଲେ ଦୁର୍ଘଟଣା ହେବାର୍ ଭୟ ରହିଛି, ସନ୍ତାନ ସହ ଯୋଡି ହୋଇଥିବା ସମସ୍ୟାରୁ ସମାଧାନ ମିଳିବ, ଯଦି ଆପଣ କାହାକୁ ପଇସା ଦେଇଛନ୍ତି ତେବେ ତାହା ଫେରିପାରିବେ, ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ କିଛି ନୁଆ ଲୋକଙ୍କ ସହ ଦଳରେ ସାମିଲ୍ କରିବେ, ଯାହାଦ୍ୱାରା ଆମଦାନୀ ବଢିବ, କିନ୍ତୁ ଆପଣଙ୍କୁ ନିଜ ପାରିବାରିକ ଚିନ୍ତା ବେଶୀ ଚିନ୍ତିତ କରିବ, ଏଥିପାଇଁ ଘରେ ବରିଷ୍ଠ ସଦସ୍ୟଙ୍କ ସହ କଥାବାର୍ତ୍ତା କରନ୍ତୁ, ବିଦ୍ୟାର୍ଥୀ ବର୍ଗଙ୍କ ପାଇଁ ପାଠପଢାରେ ମନ ଲାଗିବ, ମାନସିକ ଚିନ୍ତାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *