April 12, 2024

Odia Express

News For Public

୧୦ September ୨୦୨୨ ଶନିବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ୫ଟି ରାଶି ଙ୍କୁ ମିଳିପାରେ ବଡ ଖୁସି ଖବର

1 min read

ମେଷ ରାଶି:- ଆଜି ଆପଣ ନିଜର ପାରିବାରିକ ସ୍ଥିତି ସୂଧାରିବେ।ଏହା ବ୍ୟତୀତ ଆପଣଙ୍କ ଆନୁଷ୍ଠାନିକ ସ୍ଥିତି ଆପଣଙ୍କ ପାଇଁ ଅନେକ ଭାବରେ ଭଲ ରହିବ।ବୃଷ ରାଶି:- ଆପଣଙ୍କ ଧାର୍ମିକ କାର୍ଯ୍ୟରେ ଆଜି ରୁଚି ବଢିବ।ଏହା ବ୍ୟତୀତ ଆଜି ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଆପଣ ଅନେକ ଲାଭ କରିବେ।ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଦିନ ଅନେକ ଭାବରେ ଶୁଭମୟ ହେବାକୁ ଯାଉ ଅଛି।

ମିଥୁନ ରାଶି:- ନେତୃତ୍ୱ ନେଇ ଆପଣ ପ୍ରଶଂସିତ ହେବେ।ଏହା ବ୍ୟତୀତ ସରକାରୀ ଚାକିରି ପାଇବାର ମଧ୍ୟ ପାଇ ପାରନ୍ତି।ତେବେ ପାରିବାରିକ କଳହ କାରଣରୁ ଆପଣ ଅନେକ ଭାବରେ ଚିନ୍ତିତ ରହିବେ ଏହା ବ୍ୟତୀତ ଆପଣ ଆଜି ଅନେକ ଶୁଭ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

କର୍କଟ ରାଶି:- ଆପଣଙ୍କ କର୍ମ ଅନୁସାରେ ଆପଣଙ୍କୁ ଫଳ ମିଳିବ।ଆପଣଙ୍କ ବନ୍ଧୁଙ୍କ ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି।ସିଂହ ରାଶି:- କିଛି ଧନ ସଂପତ୍ତି ପାଇବାର ସମ୍ଭାବନା ରହିଅଛି। ଏହା ବ୍ୟତୀତ ଯଦି କୌଣସି ନୂତନ କାର୍ଯ୍ୟର ଆରମ୍ଭ କରିବେ ତେବେ ଏହା ଆପଣଙ୍କ ପାଇଁ ଅନେକ ଭାବରେ ଶୁଭମୟ ହେବ।

କନ୍ୟା ରାଶି:- ଆଜି ଆପଣ ବ୍ୟକ୍ତିଗତ ସମ୍ପର୍କରେ ସମ୍ବେଦନଶୀଳ ରହିବେ।ଏହା ବ୍ୟତୀତ ଆଜି ଆପଣଙ୍କର ନିଜର କୌଣସି ପୁରୁଣା ବନ୍ଧୁ ସହିତ ମଧ୍ୟ ଦେଖା ହୋଇ ପାରେ ଯାହା ଫଳରେ ଆପଣ ଅନେକ ଖୁସି ଅନୁଭବ କରିବେ।ତୁଳା ରାଶି:- ଆପଣଙ୍କ ଜୀବନରେ ବର୍ତ୍ତମାନ ଦୁଃଖ ଦିନ ଶେଷ ହେବାକୁ ଯାଉଚି।ତେଣୁ ଆପଣ ନିଜର ଜୀବନକୁ ଏକ ନୂଆ ଦିଗ ଦେବା ପାଇଁ ପ୍ରୟାସ କରିବା ଆବଶ୍ୟକ।

ବିଛା ରାଶି:- ଆପଣ ଯଦି ଆଜି ଭ୍ରମଣ କରିବା ପାଇଁ ବାହାରକୁ ଯାଉଛନ୍ତି ତେବେ ଆପଣ ନିଜର ମୂଲ୍ୟବାନ ବସ୍ତୁ ମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ।ଏହା ବ୍ୟତୀତ ଏହା ଚୋରି ହେବାର ମଧ୍ୟ ବିଶେଷ ସମ୍ଭାବନା ରହିଛି।ତେବେ ଆପଣଙ୍କୁ ମିଳିଥିବା ଉପହାର ଆଜି ଅନେକ ସାହାଯ୍ୟ କରିପାରେ।ଧନୁ ରାଶି:- ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଅବହେଳା ଆପଣଙ୍କୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ କରାଇ ପାରେ।ଏହା ବ୍ୟତୀତ ଘର ଲୋକଙ୍କୁ ଆପଣ ଲଜ୍ଜିତ କରନ୍ତୁ ନାହିଁ।ଘରର ଅବସ୍ଥା ସମ୍ପର୍କରେ ଚିନ୍ତା କରି କାର୍ଯ୍ୟ କରନ୍ତୁ।

ମକର ରାଶି:- ଆପଣ ଆଜି ଭଲ ଚଳଚ୍ଚିତ୍ର ଦେଖି ପାରନ୍ତି।ଏହା ବ୍ୟତୀତ ନିଜର ବନ୍ଧୁ ସହିତ ଆପଣ ଆଜି ଅନେକ ଭଲ ସମୟ ଅତିବାହିତ କରିବେ।ଆପଣଙ୍କ ପାଇଁ ଦିନ ଆଜି ମଙ୍ଗଳମୟ ରହିବାକୁ ଯାଉ ଅଛି।କୁମ୍ଭ ରାଶି:- ଏହି ରାଶିର ଲୋକଙ୍କ ପାଇଁ ଆଜି ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି।ତେବେ ଆପଣଙ୍କୁ ଆଜି ବ୍ୟକ୍ତିଗତ କଥାରେ ଅନେକ ଭାବରେ ଲାଭ ମିଳିପାରେ।ଏହା ବ୍ୟତୀତ ଆପଣ ବ୍ୟବସାୟରେ ମଧ୍ୟ ଅନେକ ଫାଇଦା କରି ପାରନ୍ତି।

ମୀନ ରାଶି:- ଏହି ରାଶିର ଲୋକମାନେ ଆଜି ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ।ଆପଣ ଆଜି ଅଳ୍ପ ବ୍ୟାୟାମ କରିବା ଆବଶ୍ୟକ ଏହା ବ୍ୟତୀତ ଯିଏ ଆପଣଙ୍କୁ ଋଣ ମାଗୁଛନ୍ତି ଆପଣ ସେମାନଙ୍କୁ ଋଣ ପ୍ରଦାନ କରନ୍ତୁ ନାହିଁ।ନିଜର ପରିବାର ଲୋକଙ୍କ ସହିତ ଆଜି ଆପଣ ସମୟ ଅତିବାହିତ କରିବେ।ତେବେ ଆପଣଙ୍କର ଯେଉଁ ରାଶି ବି ହେଉ ନା କାହିଁକି ଭଗବାନଙ୍କ ନାମ ଜପ କର

ସବୁ ଦୁଃଖ ଦୂର ହେବ।ତେବେ ଭଗବାନ ହିଁ ଏ ଦୁନିଆରେ ଏକା ସତ୍ୟ, ତାଙ୍କ ନାମ ଜପ କର ସବୁ ଦୁଃଖ ଦୂର ହେବ।ଭଗବାନ ହିଁ ସତ୍ୟ ଭଗବାନ ହିଁ ସୁନ୍ଦର, ସବୁ ପ୍ରଭୁଙ୍କ ଇଛା।ପ୍ରଭୁଙ୍କ କୃପା ସବୁ ରାଶି ଉପରେ ଥାଏ, ସେଥିପାଇଁ ତ ଆମେ ମାନେ ବଂଚିଚେ, ସବୁ ପ୍ରଭୁଙ୍କ ଦୟା, ପ୍ରଭୁଙ୍କ ଇଛା।କାଳିଆର କୃପାରୁ ଏ ଦୁନିଆର ଚାଲୁଛି, ସବୁ ପ୍ରଭୁଙ୍କ ଇଛା।

Leave a Reply

Your email address will not be published. Required fields are marked *