ଦାରିଦ୍ରତାର ଦିନ କାଟୁଛନ୍ତି ସଲମାନଙ୍କ ଚାଚା, ଛୁଆବେଳରୁ ସଲମାନଙ୍କୁ ଖୁଆଉଥିଲେ ଆଳୁର ପରଟା..

ଜନ୍ମ ହେବା ଦିନରୁ ଲୋକପ୍ରିୟତା ହାସିଲ୍ କରୁଥିବା ଲୋକଙ୍କୁ ଷ୍ଟାର୍ କିଡ୍ କହନ୍ତି , ସେ କେଉଁ ବଡ ବିଜନେସ୍ ମ୍ୟାନ୍ ଙ୍କ ଛୁଆ ହେଉ କିମ୍ବା ଯାହାକୁ ଘରେ ବସି ବାପା କିମ୍ବା ଦାଦାଙ୍କ ସମ୍ପତ୍ତି , କିନ୍ତୁ କିଛି କଳାକାର ଅଛନ୍ତି ଯାହାଙ୍କ ମଧ୍ୟରୁ ଜଣେ ଅଟନ୍ତି ସଲମାନ ଖାଁ , ଯାହାଙ୍କୁ ବଲିଉଡ୍ ର ଆକ୍ଟର ହିସାବରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ , କିନ୍ତୁ ତାପରେ ଲେଖାକାର ହୋଇଗଲେ , ମୂଲ ରୁପରୁ ସେ ମଧ୍ୟପ୍ରଦେଶର ଅଟନ୍ତି , ଓ ଇନ୍ଦୋର ଗ୍ୱାଲିୟରରେ ତାଙ୍କ ଛୁଆ ହୋଇଥିଲା ଓ ପରିବାର ବଢିଲା , ସେହି ସମୟରେ ତାଙ୍କର ଭିଣେଇ ତାଙ୍କୁ ଜଣେ ବିଶ୍ୱସ୍ତ ଲୋକ ଦେଇଥିଲେ , ଯାହାଙ୍କୁ ସଲିମ୍ ଖାଁ ଙ୍କ ଛୁଆଙ୍କର ଖାସକରି ଦେଖାଶୂଣା କଲେ , ସଲମାନ ଓ ତାଙ୍କର ଭାଇ ଭଉଣୀ ତାଙ୍କୁ ଚାଚା କହି ଡାକୁଥିଲେ , କିନ୍ତୁ ଆଜି ସେ ଦାରିଦ୍ର ସୀମାରେଖାରେ କାଳତିପାତ କରୁଛନ୍ତି , ସଲମାନଙ୍କ ଚାଚା ଆଜି ଗୁଡ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

 

ବଲିଉଡ୍ ଷ୍ଟାର୍ ସଲମାନ ଖାଁଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋରରେ ହୋଇଥିଲା , ଏଠାରେ ତାଙ୍କର ପୂରା ଛୁଆବେଳର ସମୟ କଟିଛି , ଛୁଆବେଳରେ ଯେଉଁ ଅଖତର ମିଆଁଙ୍କ ହାତରୁ ସେ ଆଳୁର ପରଠା ଖାଇବାକୁ ଜିଦ୍ କରିଥିଲେ ଆଜି ତାଙ୍କର ଅବସ୍ଥା ବହୁତ ଅସୁବିଧାରେ ଗତି କରୁଛି , ଅଖତର ମିଆଁ ସଲମାନଙ୍କ ସହ ୧୯୮୯ ରେ ଆସିଥିବା ଫିଲ୍ମ ମୈନେ ପ୍ୟାର୍ କିୟା ପର୍ଯ୍ୟନ୍ତ ସାଙ୍ଗରେ ଥିଲେ । ଭୋପାଳରେ ଚର୍ଚ୍ଚିତ ଏକ ଖବରକାଗଜ , ପିପୁଲ୍ସ ସମାଚାରର ରିପୋର୍ଟ ମୁତାବିକ , ଅଖତର ମିଆଁ ଏହି ଦିନ ଭୋପାଳରେ ଏକ ଛୋଟ ସହରରେ ନିଜ ଜୀବନ କାଟୁଛନ୍ତି , ଗୁଡ ବିକ୍ରି କରି ତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି , ଅଖତର ମିଆଁଙ୍କ ଇଚ୍ଛା ଅଛି କି ସେ ଆଉଥରେ ସଲମାନ ଖାଁଙ୍କୁ ଦେଖାକରିନିଅନ୍ତୁ , ଅଖତରଙ୍କ ରିପୋର୍ଟ ମୁତାବିକ , ସଲମାନଙ୍କୁ ନିଜ ହାତରେ ସେ ଆଳୁର ପରଟା ଖୁଆଉଥିଲେ ଯାହାକି ସଲମାନଙ୍କୁ ବହୁତ ପସନ୍ଦ ଥିଲା , ରିପୋର୍ଟର ମୁତାବିକ ସଲମାନ ଖାନ୍ ଙ୍କ ଜନ୍ମ ପୂର୍ବରୁ ତାଙ୍କ ମା ସୁଶୀଳା ଚରକ ମାନେ ସଲମାନ ଖାଁଙ୍କୁ ମୁମ୍ବାଇରୁ ଇନ୍ଦୋଇ ଆଣିଥିଲେ । ଏବେ ସଲମାନଙ୍କୁ ଜଣାନାହିଁ କି ଅଖତର ମିଆଁ ଭୋପାଳରେ ରହୁଛନ୍ତି ।

 

ଏହି ସବୁ କଥାର ଖୁଲାସା ଅଖତର ମିଆଁ ଏକ ଖବରକାଗଜ ମାଧ୍ୟମରେ କରିଥିଲେ , ସେ ଏହା ବି କହିଥିଲେ କି ଯେବେ ଛୁଆବେଳରେ ସଲମାନ ଏଠାରେ ରହୁଥିଲେ ତେବେ ସେ ଅଖତାର ଚାଚାଙ୍କ ହାତକୁ ଖାଇବା ଖାଉଥିଲେ , ତାଙ୍କ ସହ ଖେଳିବା , କଥାବାର୍ତ୍ତା ହେବା , ଓ ତାଙ୍କ ହାତରୁ ଖାଦ୍ୟ ଖାଇବା ବହୁତ ଅଧିକା ପସନ୍ଦ ଆସୁଥିଲା । ଅଖତର ମିଆଁ କହିଲେ କି ଯେବେ ସଲମାନଙ୍କ ବ୍ଲକବଷ୍ଟର୍ ଫିଲ୍ମ ମୈନେ ପ୍ୟାର୍ କିୟା ରିଲିଜ୍ ହେଲା , ତେବେ ସେ ସେଠାରେ ଥିଲେ , ଏହା ପରେ ସେ ରୋଗାଗ୍ରସ୍ତ ହେବାକୁ ଲାଗିଲେ ,  ଓ ସେ ମୁମ୍ବାଇରୁ ଭୋପାଳ ଫେରିଆସିଲେ ,

 

ଅଖତର ମିଆଁ ଭୋପାଳ ଫେରିଆସିବା ପରେ କେବେ ମୁମ୍ବାଇ ଯାଇନଥିଲେ , ଅଖତର ସହ କଥାବାର୍ତ୍ତାରେ ଅଖତର ମିଆଁ କହିଲେ କି ଆଜି ସେ ଛୋଟ ମୋଟ କାମ କରି ନିଜ ବ୍ୟବସାୟ ଜାରି ରଖିଛନ୍ତି , ସଲିମ୍ ଖାଁ ଙ୍କ ଘରେ ଚାକିରି ମିଳିବାପରେ ଅଖତର ମିଆଁ କିଛି କଥା କହିଥିଲେ , ସେ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ କହିଲେ କି ମଧ୍ୟପ୍ରଦେଶର ରାୟସେନ ପାଖରେ ହମିଦ୍ ଖାଁ ଖଡେରେ ପାଖରେ ସେ କାମ କରୁଥିଲେ , ହମିଦ୍ ଖାଁ ସଲିମ୍ ଖାନ୍ ଙ୍କ ଭିଣେଇଥିଲେ , ଓ ଯେବେ ସେ ଇନ୍ଦୋର୍ ସିଫ୍ଟ୍ ହେଲେ ତେବେ ଅଖତର ମିଆଁ ସଲିମ୍ ଖାଁଙ୍କ ଘର ଇନ୍ଦୋରରେ ପହଞ୍ଚିଥିଲେ , ସଲମାନଙ୍କ ଘର ଅଖତର ମିଆଁ କାମ କରିଥିଲେ କିନ୍ତୁ ତାଙ୍କ ପରିବାର ପରି ରହୁଥିଲେ , ସଲମାନଙ୍କ ଦେଖାଶୁଣା କରିବାର ଦାୟିତ୍ୱ ତାଙ୍କ ଉପରେ ଥିଲା ।

Leave a Reply

Your email address will not be published.