April 19, 2024

Odia Express

News For Public

ଯଦି ଆପଣ ଏହି ଗୋଟେ ଜିନିଷକୁ ମିତ୍ର ୫ ଦିନ ଯାଏଁ ଖାଇଦିଆନ୍ତୁ – ତାହାଲେ ଆପଣଙ୍କୁ କଣ ଆପଣଙ୍କ ଛୁଆଙ୍କୁ ଜୀବନସାରା କେବେ ହୃଦଘାତ ହେବ ନାହିଁ..

1 min read

ବଦଳୁଥିବା ଜୀବନ ଶୈଳୀ ଅନୁସାରେ ମଧୁମେହ , ଓ ରକ୍ତ ଚାପ ପରି ରୋଗ ହେବା ଏକ ସାଧାରଣ କଥା ହୋଇଯାଇଛି , ସେମିତି ହାର୍ଟ ଆଟାର୍କ ମାମଲାରେ ଏହା କମ୍ ନୁହେଁ , କିନ୍ତୁ ଯଦି ହାର୍ଟ ଆଟାକ୍ ହେବାର ଲକ୍ଷଣ ପ୍ରଥମରୁ ଜଣା ପଡିଯାଏ , ତେବେ ବହୁତ ଲୋକଙ୍କର ଜୀବନ ବଞ୍ଚିପାରିବ । କହିଦେବୁ କି ଏବେ ଲୋକଙ୍କର ମଧ୍ୟରେ ହୃଦଘାତ ହେବାର ସମସ୍ୟା ଅଧିକା ବଢିବାରେ ଲାଗିଛି । ପ୍ରଥମେ ଏହା ବୃଦ୍ଧା ଅବସ୍ଥାରେ ଏହି ରୋଗ ହେଉଥିଲା , କିନ୍ତୁ ଏବେ ଏହା କମ୍ ବୟସର ଲୋକଙ୍କୁ ହେଉଛି , ଏମିତିରେ ଆପଣଙ୍କୁ ଦାୟିତ୍ୱ ନେବାକୁ ପଡିଥାଏ କିପରି ନିଜ ହୃଦୟକୁ ଯତ୍ନ ନେବା ।

 

ଆମ ହୃଦୟକୁ ସଠିକ୍ ଭାବେ କାମ କରିବା ପାଇଁ ଏକ୍ସିଜେନ୍ ଦରକାର ହୋଇଥାଏ , ଯାହା ନଳିକାରୁ ଆସୁଥିବା ରକ୍ତରୁ ମିଳିଥାଏ , ଫୁସଫୁସ୍ ମିନିଟ୍ କୁ ପ୍ରାୟ ୭୨ ଥର ଧକ୍ ଧକ୍ ହୋଇଥାଏ । ଏଥିପାଇଁ ପ୍ରାୟ ୨୫୦ ମିଲି ରକ୍ତର ଆବଶ୍ୟକତା ପଡିଥାଏ , ଓ ଯେବେ ଫୁସ୍ ଫୁସ୍ କୁ ରକ୍ତ ପହଞ୍ଚାଉଥିବା ନାଳିକାରେ ଫ୍ୟାଟ୍ ଜମା ହୋଇଯାଏ , ଯାହା ଫୁସ୍ ଫୁସ୍ କୁ ରକ୍ତ ସପ୍ଲାଇ କରିଥାଏ , ଫ୍ୟାଟ୍ ଏହି ପରସ୍ତକୁ ବ୍ଲକେଜ୍ କହନ୍ତି , ସାଧାରଣତଃ ରୋଗୀଙ୍କ ନାଡିରେ ୮୦ ପ୍ରତିଶତ ଅଧିକା ବ୍ଲକେଜ୍ ହେବାରୁ ଜଣା ପଡିଥାଏ । ବସିଥିବା ବ୍ୟକ୍ତିର ଫୁସ୍ ଫୁସ୍ କାମ କରିବାପାଇଁ ୧୦ ପ୍ରତିଶତ , ଚାଲୁଥିବା ଲୋକର ୨୦ ପ୍ରତିଶତ ଓ ଦୌଡୁଥିବା ଲୋକର ୩୦ ପ୍ରତିଶତ ରକ୍ତର ଆବଶ୍ୟକତା ପଡିଥାଏ ,

 

ଚାଲିବା କିମ୍ବା ବସିବାରେ ଅସୁବିଧା ଆଧାରରେ ଏହା ଜଣା ପଡିପାରେ , ହୃଦୟକୁ କେତେ ରକ୍ତ ସପ୍ଲାଇ ହେଉଛି । ବସିରହିଲେ ଅସୁବିଧା ହେଉଛି ଯଦି ବୁଝିଯିବେ କି ହୃଦୟକୁ ୧୦ ପ୍ରତିଶତ ରକ୍ତ ମିଳିପାରିନଥାଏ । ଆମେ ଯେଉଁ ବିଷୟରେ ଆଲୋଚନା କରୁଛୁ ତାହା ହେଲା ଗଜା ଚଣା ଓ ଚଣାରେ କାର୍ବୋହାଇଡ୍ରେଡ୍ , ଆଇରନ୍ ଆଦି ତତ୍ତ୍ୱ ମିଳିଥାଏ , ଯାହା ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ , ଓ ଏହା ସହ ଆଣ୍ଟିଏକ୍ସିଡେଣ୍ଟ ତତ୍ତ୍ୱ ମିଳିଥାଏ , ହାର୍ଟ ଆଟାକ୍ ଏକ ଖତରନାକ ରୋଗ ଅଟେ , ଯାହା କାହାକୁ କେବେ ବି ହୋଇପାରେ ଏହାର ଲକ୍ଷଣ ଏହାର ପ୍ରାରମ୍ଭିକ କ୍ଷଣରୁ ଆରମ୍ଭ ହୋଇଯାଏ ତେଣୁ ବିଲକୁଲ୍ ଅଣଦେଖା କରନ୍ତୁ ନାହିଁ । ଅଧିକା ତେଲରେ ଭଜା ହୋଇଥିବା ଖାଦ୍ୟକୁ ଖାଇଲେ ତେବେ ଶରୀରରେ ଚର୍ବୀ ସୃଷ୍ଟି କରେ ।

 

ଧୀରେ ଧୀରେ ଏହି ଚର୍ବି ନାଡିରେ ରକ୍ତ ପ୍ରବାହିତ ଅଟକାଇ ଦିଏ , ଯେବେ ରକ୍ତ ହୃଦୟକୁ ପହଞ୍ଚିପାରେ ନାହିଁ ତେବେ ହୃଦଘାତ ପରି ସମସ୍ୟା ଦେଖାଦିଏ । ଆମେ ଆପଣଙ୍କୁ ଏମିତି ଜିନିଷ ବିଷୟରେ କହିବୁ ଯାହାର ସେବନ ଆପଣଙ୍କୁ ପାଞ୍ଚ ଦିନ ଯାଏଁ କରିବାର୍ ଅଛି ,ଯାହା ଦ୍ୱାରା କେବେ ହୃଦ ଘାତ ହେବ ନାହିଁ , ଆପଣଙ୍କୁ ଗୋଟେ କାମ କରିବାକୁ ହେବ , ଗୋଟେ ଲିଟର ପାଣିରେ ୨୦୦ ଗ୍ରାମ ଗହମକୁ ଦଶ ମିନିଟ୍ ପର୍ଯ୍ୟନ୍ତ ସିଝାଇଦିଅନ୍ତୁ , ଏହାପରେ କପଡାରେ ଗୁଡାଇ ଗଜା ହେବାପାଇଁ ରଖିଦିଅନ୍ତୁ , ଗହମ ଗଜା ହେବାପାଇଁ ୮-୧୦ ଘଣ୍ଟା କପଡାରେ ବାନ୍ଧିକରି ରଖିବାର ଅଛି, ଯେବେ ଗହମ ଗଜା ହୋଇଯିବ ଓ ଏହା ୧ ଇଞ୍ଚର ହୋଇଯିବ , ତେବେ ଏହାକୁ ସେବନ କଲେ ୫-୬ ଦିନ ମଧ୍ୟରେ ଶରୀରରେ ବହୁତ ପରିବର୍ତ୍ତନ ଦେଖାଦେବ , ଓ ହାର୍ଟ ଆଟାକ୍ ଆସିବ ନାହିଁ ।

 

ଏବେ ଆପଣଙ୍କ ପ୍ରଶ୍ନ ଥିବ କି ଯେବେ ସିଝାଇବେ ତେବେ ଗହମ ଗଜା କିପରି ହେବ , କହିଦେବୁ କି ଏହା ୨୦୦ ଗ୍ରାମ ଗହମରେ ୨୦-୩୦ ପ୍ରତିଶତ ଗହମ ଗଜା ହେବାର କ୍ଷମତା ହୋଇଥାଏ , ଓ ସେହି ଗହମ ଗଜା ହାର୍ଟ ଆଟାକ୍ କୁ ରୋକିବାରେ କ୍ଷମତା ରଖେ ।

Leave a Reply

Your email address will not be published. Required fields are marked *