March 24, 2024

Odia Express

News For Public

ମାଧୁରୀ ଦୀକ୍ଷିତ ସେୟାର୍ କଲେ ନିଜ ୧୬ ବର୍ଷର ପୁଅର ଲାଟେଷ୍ଟ ଫଟୋ – ଦେଖିବାକୁ ବଡ ବଡ ହିରୋ ଙ୍କ ଠାରୁ ମଧ୍ୟ ସୁନ୍ଦର ଅଟନ୍ତି ସେ..

ମାଧୁରୀ ଦୀକ୍ଷିତ ବଲିଉଡ୍ ର ଏମିତି ଅଭିନେତ୍ରୀ ଅଟନ୍ତି । ଯିଏକି ନିଜ ହସରେ ଲକ୍ଷାଧିକ ପ୍ରଶଂସକଙ୍କ ହୃଦୟ ମଧ୍ୟରେ ସ୍ଥାନ ପାଇଛନ୍ତି, ଦୁନିଆଁରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ଅଛତି , ଦେଶରେ ଲୋକେ ବହୁତ ନାଁରେ ଜାଣିଛନ୍ତି , କିଏ ତାଙ୍କୁ ଧକ୍ ଧକ୍ ଗାର୍ଲ ନାଁରେ ଜାଣନ୍ତି ଓ ତାଙ୍କୁ କିଏ ମୋହିନୀ ନାଁରେ ଜାଣିଥାନ୍ତି , ମାଧୁରୀ ଦୀକ୍ଷିତ ଏବେ ବହୁ ଦିନ ପରେ ଏବେ କଳଙ୍କ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି , ମାଧୁରୀ ୧୯୯୯ ରେ ଆମେରିକାର ସର୍ଜନ ଡାକ୍ତର ଶ୍ରୀରାମ ନେନେ ଙ୍କୁ ବାହା ହୋଇଥିଲେ , ବାହାଘର ପରେ ମାଧୁରୀଙ୍କ ଦୁଇଟି ପୁଅ ହୋଇଥିଲେ , ଜଣଙ୍କ ନାଁ ଆରିନ୍ ଓ ଆଉଜଣଙ୍କ ନାଁ ରେୟାନ୍ ଅଟେ , ମାଧୁରୀ ଏବେ ସୋସିଆଲ୍ ମିଡିଆରେ ନିଜ ବଡ ପୁଅ ଆରିନ୍ ଫଟୋ ପୋଷ୍ଟ କରିଛନ୍ତି , ମାଧୁରୀ ଏହି ପୋଷ୍ଟ କଲାପରେ ଲେଖିଛନ୍ତି କି ସମୟ ଏମିତି ଜଲଦି ସରିଯାଉଛି ଜଣା ବି ପଡୁନି ।

 

କହିଦେବୁ କି ମାଧୁରୀଙ୍କ ବଡ ପୁଅର ନାଁ ଆରିନ୍ ଅଟେ ,ଆରିନ୍ ଏବେ ୧୬ ବର୍ଷର ହୋଇସାରିଛନ୍ତି , ଏବେ ଆରିନ୍ ବିଲ୍ କୁଲ୍ ତାଙ୍କ ବାପାଙ୍କ ପରି ଦେଖାଯାଉଛନ୍ତି , ସେ ଦିନ ଆଉ ବେଶୀ ଦିନ ନୁହେଁ ଯେବେ ଆରିନ୍ ବଲିଊଡ୍ ରେ ଏଣ୍ଟ୍ରି କରିବେ , ସେ ଏବେ ତାଙ୍କର ଲୁକସ୍ ପାଇଁ ବେଶ୍ ଚର୍ଚ୍ଚିତ ହୋଇଛନ୍ତି , ମିଡିଆରେ ଆସିବା ଦିନରୁ ସେ ନିଜ ପରିବାରର ଫଟୋ ଶେୟାର୍ କରୁଛନ୍ତି ।

 

ଗୋଟେ ସମୟ ଥିଲା ଯେବେ ବଲିଊଡ୍ ରେ ମାଧୁରୀ ଦୀକ୍ଷିତ ରାଜ୍ କରୁଥିଲେ , ଏହି କଥାରେ କୌଣସି ରାୟ ନାହିଁ କି ଆଜି ବି ତାଙ୍କ ଲକ୍ଷାଧିକ ଫ୍ୟାନ୍ସ ତାଙ୍କର ଫିଲ୍ମ ଦେଖିବା ପାଈଁ ସିନେମାଘରରେ ଭିଡ ଲଗାଉଛନ୍ତି , ଏବେ କିଛି ଦିନ ହେବ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ କଳଙ୍କର ଟ୍ରେଲର୍ ରିଲିଜ୍ ହୋଇଛି , ଏଥିରେ ମାଧୁରୀଙ୍କ ସୁନ୍ଦରତାକୁ ଲୋକେବହୁତ ତାରିଫ୍ କରୁଛନ୍ତି ।

 

ମାଧୁରୀ ଦୀକ୍ଷିତ ବାହା ହେବାପରେ ଆମେରିକାରେ ସେଟେଲ୍ ହୋଇଗଲେ । ଏବେ ମୁମ୍ବାଇରେ ସେ ଏକ ବିଶାଳ ବଙ୍ଗଳା ନିର୍ମାଣ କରିଛନ୍ତି , ଏବେ ମାଧୁରୀ ତାଙ୍କ ଦୁଇଟି ଛୁଆ ଓ  ସ୍ୱାମୀଙ୍କ ସହ ଏକ ପେଣ୍ଟ ହାଉସ୍ ରେ ରହୁଛନ୍ତି , ମାଧୁରୀ ଜଣେ ଶାନ୍ତ ଓ ସିମ୍ପଲ୍ ମହିଳା ଅଟନ୍ତି , ସେ ନିଜ ପିଲାଙ୍କୁ ଭଲ ସଂସ୍କାର ଦେଇଛନ୍ତି , ମାଧୁରୀ ଙ୍କ ସ୍ୱାମୀ ଶ୍ରୀରାମ ନେନେ ଆମେରିକାର ଜଣେ ବଡ ସର୍ଜନ ଅଟନ୍ତି , କିନ୍ତୁ ଶ୍ରୀରାମ ନିଜ ସ୍ତ୍ରୀ ଓ ପିଲାଙ୍କ ପାଇଁ ମୁମ୍ବାଇରେ ଆସି ରହିବାକୁ ଲାଗିଲେ , ଇଣ୍ତିଆକୁ ଆସିବା ପରେ ମାଧୁରୀ ନିଜ ଛୁଆଙ୍କୁ ମୁମ୍ବାଇ ସ୍କୁଲ୍ ରେ କରାଇଲେ , ମାଧୁରୀଙ୍କ ପରିବାର ଓ କ୍ୟାରିୟର ମଧ୍ୟରେ ବ୍ୟାଲାନ୍ସ ବହୁତ ଭଲ ଭାବେ ମେନଟେଣ୍ଟ କରିଛନ୍ତି ।

 

କିଛି ସମୟ ପୂର୍ବରୁ ଖବର ଆସୁଥିଲା କି ଫିଲ୍ମ ଅବୋଧ ଆସିବା ପରେ ମାଧୁରୀ ଦୀକ୍ଷିତ ଙ୍କ ବାପା ମା ତାଙ୍କ ବାହାଘର ସୁରେଶ୍ ୱାଡେକରଙ୍କ ସହ କରାଇବାକୁ ଚାହୁଁଥିଲେ , କିନ୍ତୁ ସୁରେଶ୍ ମାଧୁରୀଙ୍କ ଠାରୁ ୧୨ ବର୍ଷ ବଡ ଥିଲେ । କିନ୍ତୁ ସୁରେଶ୍ ୱାଡେକର୍ ଏହା କହିକରି ବାହା ହେବା ପାଇଁ ମନା କରିଦେଲେ କି ସେ ବହୁତ ପତଳା ଅଟନ୍ତି ବୋଲି, ସେ ଏତେ ପତଳା ଝିଅଙ୍କୁ ବାହା ହେବାକୁ ରାଜି ହୋଇନଥିଲେ , ନିଜେ ମାଧୁରୀ ମାନିଥିଲେ କି ଆରମ୍ଭରୁ ସେ ବହୁତ ପତଳା ଥିଲେ , ଏହି କାରଣରୁ ସେ ବହୁତ ଅସୁବିଧାର ସାମନା କରିଥିଲେ ।

Leave a Reply

Your email address will not be published. Required fields are marked *