କୋଲଗେଟ୍ ରେ ଏହି ଗୋଟେ ଜିନିଷ ମିଶାଇ ଲଗେଇଦେଲେ ରାତାରାତି ଫଟା ପାଦରୁ ମୁକ୍ତି ମିଳିବ..

ଚେହେରାର ଧ୍ୟାନ ସମସ୍ତେ ରଖନ୍ତି କିନ୍ତୁ ପାଦର ଯତ୍ନ ପାଇଁ ସମସ୍ତେ ଭୁଲିଯାଆନ୍ତି  , ଯାହାର କାରଣରୁ ପାଦ ତଳ ଫାଟିଯାଏ , ଏମିତିରେ ଆପଣ ନିଜ ପସନ୍ଦର ସାଣ୍ତାଲ୍ ପିନ୍ଧିପାରିବେ ନାହିଁ , କିନ୍ତୁ କଣ ଆପଣ ଏହା ଚାହନ୍ତି ନାହିଁ କି ଆପଣଙ୍କ ପାଦ ତଳ କୋମଳ , ନରମ ଓ ସୁନ୍ଦର ଦେଖାଯାଉ ବୋଲି , ତେବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ , କିପରି ଆପଣଙ୍କ ପାଦକୁ ଧ୍ୟାନ ଦେବେ ।

 

କିଛି ଲୋକଙ୍କୁ ଥଣ୍ତା ଜନିତ ନାନା ସମସ୍ୟା ହୋଇଥାଏ , ଯାହା ଦ୍ୱାରା କିଛି ଲୋକଙ୍କର ପାଦ ଫାଟିବା ଆରମ୍ଭ ହୋଇଯାଏ , ଆରମ୍ଭରୁ ଫଟା ପାଦ ହୋଇପାରେ , ଆପଣଙ୍କୁ କିଛି ଅସୁବିଧା ନହେଉ କିନ୍ତୁ ସମୟ କଟିବା ସହ ଏହା ପାଦରେ ପୀଡା ଆରମ୍ଭ କରିଦିଏ , କିନ୍ତୁ ଟିକିଏ ସାବଧାନୀରୁ ଆପଣ ରକ୍ଷା ପାଇପାରିବେ । ପାଦ ତଳ ଫାଟିବାର ମୁଖ୍ୟ କାରଣ ହେଲା ଆପଣଙ୍କ ମଧ୍ୟରେ ଭିଟାମିନ୍ ର ଅଭାବ , ଯାହା କ୍ୟାଲସିୟମ୍ ଓ ଆଇରନ୍ ଅଭାବ ପାଇଁ ହୋଇଥାଏ , ବଜାରରେ ଏମିତି ବହୁତ କ୍ରିମ୍ ଅଛି ଯାହା ଆପଣଙ୍କୁ ପାଦ ଫାଟିବା ଦୁର୍ କରିବାରେ ଦାବି କରିବେ , କିନ୍ତୁ ଏହାର ଯଦି ଘରୋଇ ଉପଚାର କରାଯାଏ ତେବେ ଏହା ବଢିଆ ହୋଇଥାଏ । ଯଦି ପାଦକୁ ଦାୟିତ୍ୱ ନ ନେବା ତେବେ ଏହା ଫାଟିବାକୁ ଆରମ୍ଭ କରେ ।

 

ଖାଲି ପାଦରେ ଚାଲିବା କାରଣରୁ ଏହା ରକ୍ତ ହୀନତାପାଇଁ ଫାଟିପାରେ , ଆପଣ ନିଜ ପାଦକୁ ସଫା ରଖନ୍ତି ନାହିଂମ୍ , ଯାହା ଦ୍ୱାରା ପାଦ ଫାଟିବାକୁ ଲାଗେ , ଓ ଏହା ଫାଟି ଆଁ କରେ , ଯଦି କାହାର ପାଦ ଫାଟିଛି ତେବେ ଏହା ବହୁତ ଦେଖିବାକୁ ଅସୁନ୍ଦର ଲାଗେ , ଯଦି ଆପଣ ପାଦକୁ ଦାୟିତ୍ୱ ନ ନେଲେ ତେବେ ଏହା ଶରୀର ଖୁସକି ବଢାଇଥାଏ, ଖାଲି ପାଦରେ ଚାଲିଆ , ରକ୍ତ ହୀନତା , ଥଣ୍ତା ଯୋଗୁଁ ଏହା ଧୂଲି ମାଟି ଲାଗି ଏହା ଫାଟିବାକୁ ଲାଗେ , ଓ ଏହା ବହୁତ୍ ପୀଡା ଦେଇଥାଏ ।

 

ଯେମିତି ସୁନ୍ଦର ଦେଖାଯିବାକୁ ବହୁତ ସାରା ଉପାୟ କରିଥାନ୍ତି , ସେପରି ଫଟା ପାଦକୁ କିଛି ଘରୋଇ ଉପଚାର କରି ଉପଶମ କରିପାରିବା , ଯଦି ଅଧିକା ପାଦ ଫାଟିଛି ତେବେ ଆପଣ ଚାଳିବରେ ଅସମର୍ଥ ହୋଇଥାନ୍ତି , ଏଥିପଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ପ୍ରକିୟା ନେଇକରି ଆସିଛୁ , ଓ ଏହାକୁ ଲଗାଇଲେ ଆପଣଙ୍କ ପାଦ ନରମ ହୋଇଯିବ , ଏଥିପାଈଁ ସବୁଦିନ ମୋଷ୍ଚରାଇଜର୍ କ୍ରିମ୍ ଲଗାଇବା ଉଚିତ୍ ।

 

ସବୁଠାରୁ ପ୍ରଥମେ ଗୋଟେ ଗିନା ନିଅନ୍ତୁ , ଏଥିରେ ଅଧା ଚାମଚ କୋଲଗେଟ୍ ଦିଅନ୍ତୁ , ଏହାପରେ ୧ ଇବିଏମ୍ କ୍ୟାପସୁଲ୍ ପକାନ୍ତୁ , ଓ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ , ଏହାର ଏକ ପେଷ୍ଟ ତିଆରି ହୋଇଯିବ , ଏବେ ଆପଣଙ୍କୁ ଏହି ପେଷ୍ଟକୁ ରାତିରେ ଶୋଇବା ପୁର୍ବରୁ ଓ ପାଦ ଫାଟିଥିବା ସ୍ଥାନରେ ଲଗାଇବାର ଅଛି , ଓ ତାପର ଦିନ ସକାଳୁ ଏହାକୁ ଧୋଇ ଦିଅନ୍ତୁ , ଏମିତି ନିୟମିତ କଲେ , ଆପଣଙ୍କ ପାଦ ଫାଟିବା କମ୍ ହୋଇପାରିବ ।

Leave a Reply

Your email address will not be published.