March 25, 2024

Odia Express

News For Public

ଏହି ୨ ଟି ଖରାପ ଅଭ୍ୟାସ କାରଣରୁ ପୁରୁଷ ମାନଙ୍କର ବଡି ହୋଇପାରେ ନାହିଁ , କାରଣ ଜାଣିଲେ ଆପଣ ଚକିତ ହୋଇପାରନ୍ତି – ଏବେ ଦେଖି ନିୟନ୍ତୁ…

ଆଜିକାଲିର ପୁରୁଷ ନିଜ ଫିଟନେସ୍ କୁ ନେଇକରି ବହୁତ ସଜାଗ ରୁହନ୍ତି , ସେମାନେ ଜିମ୍ ଯାଆନ୍ତି , ଡାଇଟିଙ୍ଗ୍ କରନ୍ତି , ଓ ଦିନ ରାତି ଝାଳ ବୁହାନ୍ତି , ଯାହା ଦ୍ୱାରା ସେ ତାଙ୍କର ବଡିକୁ ଫିଟ୍ ରଖିପାରିବେ , ଏବେ ସିକ୍ସ ପ୍ୟାକ୍ ବଡି ବନାଇବାରେ ସମସ୍ତେ ପାଗଳ ହୋଇସାରିଲେଣି । କିନ୍ତୁ ଆପଣ ପୁରୁଷଙ୍କୁ ଦେଖିବେ ବହୁତ କମ୍ ଅଛନ୍ତି ଯିଏ କି ବଡି ବିଲଡର୍ ଙ୍କ ପରି ବଡି ବନାଇପାରନ୍ତି , ସବୁ ପୁରୁଷ ନିଜ ପର୍ସନାଲିଟି ଦ୍ୱାରା ଇମ୍ପ୍ରେସ୍ କରିବାକୁ ଚାହିଁଥାନ୍ତି , କିନ୍ତୁ ଏହି ଦୁଇଟି ଅଭ୍ୟାସ ସକାଶେ ସେମାନେ ବଡି ବନାଇପାରନ୍ତି ନାହିଁ , ଏବେ ଏହି ଦୁଇଟି ଅଭ୍ୟାସ କଣ ଅଛି , ତାହା ବିଷୟରେ ଆସନ୍ତୁ ଜାଣିବା । ଅଧିକାଂଶ ପୁରୁଷଙ୍କ ଅଭ୍ୟାସ ଏକା ଭଳି ହୋଇଥାଏ , ଯାହା ଦ୍ୱାରା ସେମାନେ ଏହି ଅଭ୍ୟାସକୁ ଛାଡି ପାରନ୍ତି ନାହିଁ ,

 

୧) ଅଧିକା ସମୟ ଯାଏଁ ଶୋଇବା : ଆଜି କାଲି ସବୁ ପୁଅମାନଙ୍କ ପାଖରେ ମୋବାଇଲ୍ ହୋଇଥାଏ , ସେମାନେ ଡେରି ରାତି ଯାଏଁ ସୋସିଆଲ୍ ନେଟୱର୍କରେ ବ୍ୟସ୍ତ ରୁହନ୍ତି , ଓ ବିଳମ୍ବିତ ରାତିରେ ଶୁଅନ୍ତି , ଡେରିରେ ଉଠନ୍ତି , ଏହା ଦ୍ୱାରା ତାଙ୍କ ଶରୀର ବର୍ବାଦ କରିଥାଏ , କାରଣ ମର୍ଣ୍ଣିଙ୍ଗ୍ ୱାର୍କ ପରି ଜିନିଷ ରୁ ସେମାନେ ଦୁରେଇ ରୁହନ୍ତି , ଯାହାର କାରଣରୁ ସେମାନେ ବିଳମ୍ବିତ ରାତି ଯାଏଁ ଶୋଇଥାନ୍ତି , ଓ ସକାଳୁ ଡେରିରେ ଉଠିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ , ଯାହାର କାରଣରୁ ସେମାନେ ନା ଶୋଇପାରନ୍ତି , ନା ଖାଈବା ପିଇବା ବି କରିପାରନ୍ତି , ଯାହା ଦ୍ୱାରା ତାଙ୍କର ବଡି ଉପରେ ଧ୍ୟାନ ରହିନଥାଏ , ଏହା ଦ୍ୱାରା ପୁରା ଶରିର ଏକାମୀ ହୋଇଯାଏ ।

 

୨) ଧୁମ୍ରପାନ , ତମାଖୁର ସେବନ କରିବା : ଆପଣ ତ ଶୁଣିଥିବେ ଧୁମ୍ରପାନ , ତମାଖୁ ଓ ମଦ୍ୟପାନ କରିବା ଶରୀର ପାଇଁ ହାନିକାରକ ହୋଇଥାଏ , ଯାହାର କାରଣରୁ ମଣିଷର ଶରୀର ଧିରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ , ତାହା ସହ ବଡି ବି ଖରାପ ହୋଇଯାଏ , କିନ୍ତୁ ଅଧିକାଂଶ ପୁଅମାନଙ୍କର ଏହି ତିନୋଟି ଅଭ୍ୟାସରୁ ଗୋଟିଏ ଅଭ୍ୟାସ ନିଶ୍ଚିତ ଥାଏ , ଆଜିର ସମୟରେ ପୁଅମାନଙ୍କୁ ଏହା ସେବନ କରିବା ଭଲ ଲାଗିଥାଏ , ଯାହାକୁ ସେମାନେ ଷ୍ଟାଇଲ୍ ବୋଲି ମାନିଥାନ୍ତି , ଏଥିପାଇଁ ପୁରୁଷମାନଙ୍କୁ ଧୁମ୍ରପାନ କରିବା , କିମ୍ବା ନିଶା କରିବା ଅଭ୍ୟାସଗୁଡିକ ଛାଡି ଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *