ଗାଧୋଇବା ପରେ ପଢି ଦିୟନ୍ତୁ ରାମାୟଣର ଏହି ଗୋଟିଏ ଚୌପାଇ, ସଫଳତା ଆପଣଙ୍କ ପାଦ ଛୁଇଁବ କିଛି ଦିନରେ ସବୁଖୁସି ପାଇବେ ଆପଣ..

ଆଜିର ସମୟରେ ସଫଳ ହେବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି । ଏହା ପରେ କେବେ କେବେ ଲାଗିଥାଏ କି ସଫଳତା ଆମର ପାଖରେ ଥିବା ସତ୍ତ୍ୱେ ଆମ ପାଖରେ ନଥାଏ । କିନ୍ତୁ ଏହା ସତ୍ତ୍ୱେ ବି ଆମେ ଧନୀ ହେବାପାଇଁ କିଛି କରିନଥାଉ । ବହୁତ ଲୋକ ଅଛନ୍ତି ଯେଉଁମାନେ ବିନା କିଛି ନ କରି ସଫଳତା ପାଇଥାନ୍ତି , କିନ୍ତୁ ଆଉ କିଛି ପାଇପାରିନଥାନ୍ତି , ଜୀବନରେ ପରିଶ୍ରମ ସହ ଭାଗ୍ୟ ଉପରେ ନିର୍ଭର କରିଥାଏ । ଆଜି ଆମେ ଆପଣଙ୍କୁ କିଛି ଏପରି କହିବୁ ଯାହା ସହ ଆପଣଙ୍କ ପରିଶ୍ରମ ସହ ନିଜ ଭାଗ୍ୟ ଚମକି ଉଠିବ ।

 

କହିଦେବୁ କି ରାମାୟଣରେ କିଛି ଏପରି ଚୌପାଇ ଅଛି ଯାହା ଏମିତି ଅଛି କି ଏହାକୁ ପ୍ରତିଦିନ ଗାଧୋଇବା ସହ ଆମ ଜୀବନରେ ସବୁ ସ୍ୱପ୍ନ ପୁରା ହୋଇପାରିବ , ଆମର ସବୁ କାର୍ଯ୍ୟ ସଫଳ ହୋଇପାରିବ , ଯେମିତି କି ଆପଣ ସମସ୍ତେ ଜାଣିଥିବେ କି ରାମାୟଣ ହିନ୍ଦୁମାନଙ୍କର ଏକ ପବିତ୍ର ଗ୍ରନ୍ଥ ଅଟେ । ଏହାର ରଚନା ବାଲ୍ମିକି କରିଥିଲେ ।

ରାମାୟଣରେ ବହୁତ ଏପରି କଥା ଲେଖାହୋଇଛି, ଯାହା ଆମ ଜୀବନରେ ସତ୍ୟର ଉଜାଗର ହୋଇଥାଏ , ସେହିପରି ରାମାୟଣରେ କିଛି ଏପରି ଚୌପାଇ ଅଛି , ଯାହା ଆପଣଙ୍କ ଭାଗ୍ୟ ବଦଳାଇଦେବ , ଓ ସବୁ ସମସ୍ୟାର ସମାଧାନ କରିପାରିବ ।

 

ଚୌପାଇ : ଜୋ ପ୍ରଭୁ ଦିନଦୟାଲା କହାବା । ଆରତୀ ହରଣ ବେଦ ଜଶ ଗାବା ॥

ଜପହି ନାମୁ ଜନ ଆରତ ଭାରି । ମିଟାହି କୁସଂକଟ ହୋହିଂ ସୁଖାରି ॥

ଦିନଦୟାଲ୍ ବିରଦ ସଂଭାରୀ ॥ ହରହୁ ନାଥ ମମ ସଂଙ୍କଟ ଭାରି ॥

କହିଦେବୁ କି ସକାଳ ଉଠିବା ଓ ସ୍ନାନ କରିବାପରେ ଭଗବାନଙ୍କ ସାମ୍ନାରେ ଯାଇକରି ପ୍ରତ୍ୟେକ ଚୌପାଇ କମ୍ ସେ କମ୍ ପାଞ୍ଚଥର ପଢନ୍ତୁ , ଓ ଭଗବାନଙ୍କ ନିକଟରେ ସଂକଳ୍ପ କରନ୍ତୁ କି ଆପଣ କାହା ବିଷୟରେ ଖରାପ ଚିନ୍ତାଧାରା ରଖିବେ ନାହିଁ , ଏମିତି କଲେ ଜୀବନରେ ସଫଳତା ପ୍ରାପ୍ତି କରିବେ ।

Leave a Reply

Your email address will not be published. Required fields are marked *