March 24, 2024

Odia Express

News For Public

ପାଣିରେ ରାତି ସାରା କଞ୍ଚା ଲଙ୍କା ବତୁରାଇ ରଖିଲେ ଓ ସକାଳୁ ପାଣିକୁ ପିଇଲେ ହେବ ଏହି ଚମତ୍କାରିକ ଫାଇଦା – ଜାଣିଲେ ଆପଣ ବି ହୋଇଯିବେ ଚକିତ ..

1 min read

କଞ୍ଚା ଲଙ୍କା ଏପରି ଏକ ଜିନିଷ ଅଟେ ଯାହାର ବ୍ୟବହାର ଭାରତର ସବୁ ଖାଦ୍ୟ ନିଶ୍ଚିତ ବ୍ୟବହାର କରାଯାଏ । ବୋଧେ ଏମିତି କେଉଁ ଭାରତୀୟ ଥିବ ଯିଏ ଖାଈବାରେ କେବେ କଞ୍ଚା ଲଙ୍କା ଖାଉନଥିବ , ଖାଈବା ସହ କଞ୍ଚା ଲଙ୍କା ଖାଇଲେ ଖାଦ୍ୟ ଆହୁରି ସ୍ୱାଦକର ହୋଈଯାଏ , ଆଜି ଆମେ କଞ୍ଚା ଲଙ୍କାର ଖାଇବାର ଫାଇଦା ବିଷୟରେ ଜଣେଇବାକୁ ଚାହୁଁଛୁ , ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ , ତେବେ ଆସନ୍ତୁ ଜାଣିବା କଣ ଫାଇଦା ଅଛି , କଞ୍ଚା ଲଙ୍କା ଖାଈବାରେ । ରାତିରେ ଗୋଟେ ଗ୍ଲାସ୍ ପାଣିରେ ୩-୪ ଟି କଞ୍ଚା ଲଙ୍କା ରଖିଦିଅନ୍ତୁ । କଞ୍ଚା ଲଙ୍କାରେ ଏମିତି ଫାଇଦା ଥାଏ , ଯାହା ପୂର୍ବରୁ କେବେ ଶୁଣିନଥିବେ , ଏହାକୁ ସବୁଦିନ ରାତିରେ ତିନି ଚାରୋଟି ଲଙ୍କାକୁ ନେଇ ଭଲ ପାଣିରେ ଧୋଇ ଦିଅନ୍ତୁ ।

 

ଏବେ ସେହି ଲଙ୍କାକୁ ମଝିରୁ ଛିଡାଇଦିଅନ୍ତୁ । ଓ ସେହି ଲଙ୍କାକୁ ଗୋଟେ ଗ୍ଲାସ୍ ରେ ରାତି ସାରା ରଖିଦିଅନ୍ତୁ , ସକାଳୁ ଯେବେ ଉଠିବେ ତେବେ ସେହି ପାଣିକୁ ପିଇଦିଅନ୍ତୁ , ଧ୍ୟାନ ରଖନ୍ତୁ ଏହି ଲଙ୍କାର ପାଣିକୁ ପିଇ ସାରିବା ପରେ ଆପଣ ଯେମିତି ରୁଟିନ୍ କରୁଛନ୍ତି ସେମିତି ଫଲୋ କରନ୍ତୁ । ଏହି ପାଣିକୁ ପିଇଲେ , ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ , କଞ୍ଚା ଲଙ୍କାର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ଦାୟକ ହୋଇଥାଏ , ଓ ଏଥିରେ ଦିନ ଚର୍ଚ୍ଚା ହୋଇଥାଏ । କଞ୍ଚା ଲଙ୍କା ଭୋଜନର ସ୍ୱାଦ ବଢାଇବା ପାଇଁ ହୋଇଥାଏ ,

 

ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି କଞ୍ଚା ଲଙ୍କାରେ ବହୁ ପ୍ରକାରର ଭିଟାମିନ୍ ଓ ମିନେରାଲ୍ସ ରହିଥାଏ । ଆପଣଙ୍କୁ କହିଦେବୁ କି କଞ୍ଚା ଲଙ୍କାରେ ପ୍ରୋଟିନ୍, କପର୍ , ଆଦି ପୋଟାସିୟମ୍ ଆଦି ତତ୍ତ୍ୱ ସହ ଭିଟାମିନ୍ ଏ ଓ ବି ୬ ଓ ସି ଆସି ତତ୍ତ୍ୱ ମିଲିଥାଏ , ଏହା ସାରା ମିନେରାଲ୍ସ ଓ ଭିଟାମିନ୍ ଆପଣଙ୍କ ବଡି ପୁରା ଆକ୍ଟିଭ୍ ରହିବା ସହ ଲାଭ ମିଳିଥାଏ , ଏହା ଦ୍ୱାରା ଆପଣଙ୍କ ଇମ୍ୟୁନୋ ସିଷ୍ଟମ ବି ଷ୍ଟ୍ରଙ୍ଗ୍ ରହିଥାଏ , ଏହି କଞ୍ଚା ଲଙ୍କାର ସେବନ ଏବେ ନୁହେଁ ପ୍ରାଚୀନ କାଳରୁ ରହି ଆସିଛି, ଏହା ପୂର୍ବରୁ ସେମାନେ କଞ୍ଚା ଲଙ୍କାର ଖାଇବା ବିଷୟରେ ଜାଣିଥିଲେ ସେଥିପାଇଁ ସେମାନେ ଭୋଜନରେ କଞ୍ଚା ଲଙ୍କା ଖାଉଥିଲେ ।

 

କିନ୍ତୁ ଯଦି ଆପଣ କେବଳ କଞ୍ଚା ଲଙ୍କାର ପାଣି ସେବନ କରିନେଲେ ତେବେ ଆପଣଙ୍କୁ ବହୁତ ଫାଇଦା ପହଞ୍ଚାଇଥାଏ , ସେଥିପାଇଁ ଆପଣ ସବୁଦିନ କଞ୍ଚା ଲଙ୍କାର ପାଣିକୁ ସେବନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଦେଖିବାକୁ ମିଳିବ , କିନ୍ତୁ ଗୋଟେ କଥାର ଧ୍ୟାନ ନିଶ୍ଚିତ ରଖିବେ , କି କଞ୍ଚା ଲଙ୍କା ପାଣିର ସେବନ ଅଧିକା ମାତ୍ରାରେ କରନ୍ତୁ ନାହିଁ , ଦିନରେ ଗୋଟେ ଗ୍ଲାସ୍ ପାଣି ବହୁତ ଅଧିକା ଅଟେ ।

Leave a Reply

Your email address will not be published. Required fields are marked *