April 25, 2024

Odia Express

News For Public

ମହିଳା ମାନକ ପାଇଁ ୩୦ ବର୍ଷ ବୟସ ବହୁତ ହି ଖାସ୍ ହେଇଥାଏ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

କୁହାଯାଏ କି ବ୍ୟକ୍ତିର ବୟସ ସାଥେ ତାର ଭାବନା ଓ ବ୍ୟବହାରରେ ପରିବର୍ତ୍ତନ ଦେଖାଦେଇଥାଏ , ଜୀବନରେ ବୟସ ବଢୁଥିବା ସହ ଆମେ କିଛି ଅଲଗା ଅଲଗା ଭାବିଥାଉ । ସେମିତି ମହିଳାଙ୍କ ବୟସର ଏହି ପରିବର୍ତ୍ତନ ସହ ବହୁତ କିଛି ବଦଳିଯାଇଥାଏ , ବୟସ ବଢିବା ସହ ଲୋକଙ୍କ ବ୍ୟବହାରରେ ପରିପକ୍ୱତା ବି ଆସିଯାଏ , ଓ ଜୀବନ ଭଲରେ ଚଳିବା କଳା ବି ଶିକ୍ଷା ମିଳିଯାଏ । ଯେମିତି କି ଆମେ ସମସ୍ତେ ଜାଣିଛେ ୩୦ ବର୍ଷ ବୟସ ସମସ୍ତଙ୍କ ଜୀବନରେ କିଛି ଟା ପରିବର୍ତ୍ତନ ଆଣିଥାଏ , ସେମିତି ଏମିତି ଭାବିଥାନ୍ତି କି ଏହି ବୟସରେ ମହିଳାଙ୍କ ଜୀବନରେ ଏକ ସୁନ୍ଦର ବର୍ଷ ହୋଇଥାଏ , ମାନେ କହିବାକୁ ଗଲେ ୨୦ ବର୍ଷ ବୟସରୁ ମହିଳା ମାନେ ଅଧିକା ସୁନ୍ଦର ହୋଇଯାନ୍ତି ,

 

ଏହା ସହ ଅଧିକା ବୁଦ୍ଧିମତା , ଧୈର୍ଯ୍ୟ, ଓ ସହନଶୀଳତା ମାତ୍ରା ବଢିଯାଇଥାଏ , ଏହି ବୟସରେ ଆପଣଙ୍କ ସବୁ ଦୂର୍ବଳତା ବିଷୟରେ ଭାବି କରି ଦୁଃଖି ହେବା ପରିବର୍ତ୍ତେ ହସିକରି ଜୀବନ ବଞ୍ଚିବା ଶିକ୍ଷା କରିବା ଉଚିତ୍ , ସେଥିପାଇଁ ମହିଳା ମାନଙ୍କୁ ୨୦ ରୁ ୩୦ ବର୍ଷ ବୟସ ବହୁତ ମାଇନା ରଖିଥାଏ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ୩୦ ବର୍ଷ ବୟସକୁ ନେଇ ବହୁତ କିଛି ତଥ୍ୟ ଅଛି , ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ ।

 

ଏହି ବୟସକୁ ଆସିଲା ପରେ ଛୁଆବେଳର ସବୁ ହରକତ୍ ଶେଷ ହୋଇଯାଏ , ଓ ଭୁଲ୍ ଠିକ୍ ର ଗଣନା ସଠିକ୍ ହୋଇଯାଏ , ଏହି ବୟସରେ ଛୋଟ ଛୋଟ କଥାକୁ କାନ୍ଦିବା ଅପେକ୍ଷା ତାହାର ସମାଧାନ ବାହାର କରିବା ଶିକ୍ଷା ମିଳିଯାଏ , ଓ ପରିସ୍ଥିତିରେ ଲଢିବା ଶିକ୍ଷା ମିଳିଯାଏ , ସବୁ ସମସ୍ୟାର କିଛି ଉପାୟ ନିଶ୍ଚିତ ଥାଏ ,

 

ଏହି ବୟସରେ ମହିଳା ମାନେ ବୁଦ୍ଧିମତା ହେବା ସହ ଭଲ ଓ ଖରାପ ପରିସ୍ଥିତିରେ ଲଢିବା ଶିଖିଯାଇଥାନ୍ତି , ତାହା ସହ ଅନ୍ୟ ମାନଙ୍କ ଆଗରେ ସେମାନେ ଅଧିକା ସମ୍ମାନିତ ବି ହୁଅନ୍ତି , ଓ ନିଜର ଜୀବନ ଶୈଳୀରେ ଚଳିବା ଶିଖିଯାଇଥାନ୍ତି , ଯେମିତ୍ କି ଆପଣଙ୍କୁ କେତେ ସମୟ ଶୋଇବାର ଅଛି , ଓ କେତେ ପରିମାଣର ଖାଇବାର ଅଛି, ଆଦି ସଂବନ୍ଧିତ ସୁଚନା ଆଗରୁ ଭଲ ଭାବେ ଜଣାପଡିଯାଏ । ସେଥିପାଇଁ ଏହି ବୟସରେ ମହିଳାମାନେ ଅଧିକା ସୁନ୍ଦର ଓ ଆର୍କଷିତ ଦେଖାଯାଆନ୍ତି  ।

 

ଆମ ଦେଶରେ କିଛି ଝିଅ ଓ ମହିଳା ଏପରି ଅଛନ୍ତି , ଯେଉଁମାନେ ଏହି ବୟସରେ ଏକୁଟିଆ ଥାଆନ୍ତି , କିନ୍ତୁ ଏମିତି ଦେଖାଯାଇଛି ଯେବେ କେଉଁ ସିଙ୍ଗଲ୍ ମହିଳା ୩୦ ବର୍ଷ ବୟସ ପାର୍ କରିନିଅନ୍ତି ତେବେ ସେ ନିଜ ଲାଇଫ୍ କୁ ସେଟ୍ କରିବାକୁ ଭାବନ୍ତି , ଓ ଅଲଗା କଥା କିଛି ଭାବନ୍ତି ନାହିଁ , ଏହି ବୟସରେ ତାଙ୍କ ପାଇଁ ପ୍ରେମ ପରିବର୍ତ୍ତେ ନିଜ କ୍ୟାରିୟର ଅଧିକା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ , ଓ ତାହାକୁ ଅଧିକା ଧ୍ୟାନ ଦିଅନ୍ତି ।

Leave a Reply

Your email address will not be published. Required fields are marked *