March 29, 2024

Odia Express

News For Public

ଆପଣଙ୍କ ଘରେ ଗୋଟିଏ ଲେମ୍ବୁ ଉପରେ ଲେଖିଦିୟନ୍ତୁ ଏହି ଜିନିଷ , ୨୪ ଘଣ୍ଟାରେ ମଧ୍ୟରେ ଦୂର ହେଇଯିବ ସବୁ ସଙ୍କଟ – ମିଳିବ ଖୁସି ଖବର..

ଏହି ସଂସାରରେ ସବୁ ବ୍ୟକ୍ତିକୁ ନିଜ ଜୀବନରେ କେବେ ନା କେବେ କେଉଁ ସଙ୍କଟ ସହ ସାମନା କରିବାକୁ ପଡିଥାଏ । ଓ ତାର ଜୀବନ ନାନାଦି ଅସୁବିଧା ଆସିଥାଏ । ସେ ବିଚଳିତ ହୋଇଯାଇଥାଏ । ଓ ସବୁ ଅସୁବିଧାରୁ ମୁକ୍ତି ମିଳିପାରିବ , ଓ ସେ ନାନାଦି ଉପାୟ କରିବାକୁ ଚେଷ୍ଟା କରିଥଏ , ତାନ୍ତ୍ରିକ ଗ୍ରନ୍ଥରୁ ଏମିତି ବହୁତ ଉପାୟ କୁହାଯାଇଛି , ଯାହାର ସାହାଯ୍ୟରୁ ଅସମ୍ଭବ କାମକୁ ସମ୍ଭବ କରାଯାଇପାରିବ । ଯଦି ଏହି ଗ୍ରନ୍ଥରେ ବତାଯାଇଥିବା ଉପାୟ ଗୁଡିକ କରାଗଲେ ଏଥିରୁ ମୁକ୍ତି ମିଳିପାରିବ । ଏହି ଉପାୟରେ ଅଧିକାଂଶ ଗଛର ପୂଜା ସାମଗ୍ରୀ ଫଳ ତଥା ଅନ୍ୟ ଜିନିଷର ବ୍ୟବହାର କରାଯାଇଥାଏ । ତନ୍ତ୍ର ବିଦ୍ୟାରେ ଲେମ୍ବୁ ର ତନ୍ତ୍ର ଯାଦୁ ଦ୍ୱାରା ବ୍ୟକ୍ତି ନିଜ ସମସ୍ୟାଗୁଡିକ ତୁରନ୍ତ ମୁକ୍ତି ପ୍ରାପ୍ତ କରାପାରିବ । କିନ୍ତୁ ଲେମ୍ବୁ ଦୁଆରା ଏହି ଉପାୟ କରିବା ସମୟରେ କିଛି ଖାସ୍ କଥାକୁ ଧ୍ୟାନ ଦେବାକୁ ପଡିଥାଏ , ଏହି କଥାକୁ ଧ୍ୟାନ ଦେଲେ ବ୍ୟକ୍ତି ତାର ଜୀବନରେ ହେଉଥିବା ସବୁ ସମସ୍ୟାକୁ ଦୁର କରିପାରିବ ।

 

ଯଦି କେଉଁ ବ୍ୟକ୍ତିର ବେପାର ଠିକ୍ ଭାବେ ହୋଇପାରୁନାହିଁ ତେବେ ବ୍ୟକ୍ତିକୁ ଶନିବାର ଦିନ ଏହି ଲେମ୍ବୁର ଉପାୟ କରିବାକୁ ହେବ , ଏଥିପାଇଁ ଆପଣ ଲେମ୍ବୁକୁ ଦୋକାନର ଚାରିକୋଣରେ ଛୁଆଁଇ ଲେମ୍ବୁର ଚାରି ଖଣ୍ତ ଭାଗକୁ ଭଲ ଭାବେ କାଟି ନିଅନ୍ତୁ , ଓ ତାକୁ ଦାଣ୍ତର ଚାରି ଦିଗରେ ଲେମ୍ବୁର ଏକ ଭାଗକୁ ଫିଙ୍ଗିଦିଅନ୍ତୁ , ଏହି ଉପାୟକୁ କରିଲେ ବେପାର ସ୍ଥଳର ନକରାତ୍ମକ ଉର୍ଜା ନାଶ ହୋଇଥାଏ । ଯଦି ଆପଣଙ୍କ ଘରେ ନକରାତ୍ମକ ଉର୍ଜା ବାସ କରୁଛି , ତେବେ ଏହାପାଇଁ ଆପଣଙ୍କୁ ଘରେ ଏକ ଲେମ୍ବୁର ଗଛ ଲଗାଇପାରିବେ , ଯେଉଁ ଘରେ ଲେମ୍ବର ଗଛ ହୋଇଥାଏ । ସେହି ଘରରେ  ସକରାତ୍ମକ ଉର୍ଜାର ବାସ ହୋଇଥାଏ । ତାର ଆଖପାଖ ବାତାବରଣ ବି ଶୁଦ୍ଧ ରହିଥାଏ । ଓ ବାସ୍ତୁ ଦୋଷ ବି କଟିଯାଇଥାଏ ।

 

ଯଦି ଆପଣଙ୍କ ଘରେ କିଏ ରୋଗାଗ୍ରସ୍ତ ଅଛନ୍ତି , ଓ ସେ ଲମ୍ବା ଦିନରୁ ଚିକିତ୍ସା ହୋଇଆସୁଛନ୍ତି , କିନ୍ତୁ ଯେତେ ଚେଷ୍ଟା କରିବା ଫଳରେ ବି ଠିକ୍ ହୋଇପାରୁନାହାନ୍ତି , ତେବେ ଆପଣ ଏହି ଲେମ୍ବୁର ଉପାୟ କରିପାରିବେ । ଏହା ପାଇଁ ଆପଣଙ୍କୁ କଳା ସାହିରେ ୩୦୭ ଲେଖିବାର ଅଛି, ଓ ସେହି ବ୍ୟକ୍ତିର ଓଲଟା ପଟେ ୭ ଥର ଓଲଟାନ୍ତୁ, ଓ ଲେମ୍ବୁକୁ ଚାରି ଭାଗରେ କାଟି ଦିଅନ୍ତୁ , ଏପରି କାଟନ୍ତୁ ଯାହା ଦ୍ୱାରା ତଳ ପାର୍ଶ୍ୱ ଯୋଡି ହୋଇଥିବା ଦରକାର । ତାପରେ ସେହି ଲେମ୍ବୁକୁ ଘର ବାହାର କେଉଁ ନିର୍ଜନ ସ୍ଥାନରେ ପକାଇଦିଅନ୍ତୁ , ଦେଖିବେ ରୋଗୀ ୨୪ ଘଣ୍ଟାରେ ଠିକ୍ ହୋଇଯିବ ।

 

ଯଦି ଆପଣଙ୍କ ଘରେ କେଉଁ ବୟସ୍କ ଲୋକ ଙ୍କୁ କୁ ଦୃଷ୍ଟି ପଡିଛି ,ତେବେ ତାର ମୁଣ୍ତରୁ ପାଦ ଯାଏଁ ୭ ଥର ଲେମ୍ବୁ ବୁଲାନ୍ତୁ , ଓ ଲେମ୍ବୁକୁ ଚାରି ଖଣ୍ତ କରି କେଉଁ ନିର୍ଜନ ସ୍ଥାନରେ ପକାଇଦିଅନ୍ତୁ , କିନ୍ତୁ ସେହି ସମୟରେ ଧ୍ୟାନ ରଖିବେ , ଲେମ୍ବୁକୁ ପକାଇ ସାରିବା ପରେ କେବେ ବି ବୁଲିକରି ପଛକୁ ଅନାଇବେ ନାହିଁ । ଏହି ଉପାୟ ଦ୍ୱାରା ଶିଘ୍ର କୁ ଦୃଷ୍ଟି ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *