April 23, 2024

Odia Express

News For Public

ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କୁ ମିଳିଥିଲା ୬୨୫ ରୁ ୬୨୪ ମାର୍କ , ସନ୍ଦେହ ହେବାରୁ ରି ଚେକିଙ୍ଗ୍ ରେ ଆବେଦନ କରିଲେ.. ଫଳାଫଳ ଦେଖି ସମସ୍ତଙ୍କର ଉଡିଗଲା ହୋସ୍

ଆଜି କାଲି ଏମିତି କେଉଁ ଫିଲ୍ଡ୍ ନାହିଁ ଯେଉଁଠି ଦୁର୍ନୀତି ହେଉନାହିଁ , ଦୁର୍ନୀତି ଆଜିକାଲି ଏତେ ବଢିଯାଇଛି କି ଯେଉଁ ଲୋକ ଏହି ବିଷୟରେ ଜାଣିନାହାନ୍ତି , ସେମାନେ ଦୁର୍ନୀତିର ଅନ୍ଧକାରରେ ଫସି ଯାଉଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ , ଯାହା ଶିକ୍ଷା କ୍ଷେତ୍ରରେ ହୋଇଥିବା ଦୁର୍ନୀତି ମାମଲାରେ ଏକ ନିରୀହ ଷ୍ଟୁଡେଣ୍ତର ଯେବେ ରି ଚେକିଙ୍ଗ୍ ହୋଇଥିଲା ତେବେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ହୋଇଥିଲା , ଓ ପୁରା ରାଜ୍ୟକୁ ଏହି ଖବର ଦୋହଲାଇଦେଲା , ଆସନ୍ତୁ ଜାଣିବା ଏମିତି କଣ ହୋଇଥିଲା ଯାହା ରିଚେକିଙ୍ଗ୍ ପରେ ସମସ୍ତଙ୍କୁ ଚକିତ କରିଦେଇଥିଲା ।

 

ଆପଣଙ୍କୁ କହିଦେବୁ କି ଏହି କିଛି ଦିନ ତଳେ କର୍ଣ୍ଣାଟକର ଜାରି ହୋଇଥିବା ଦଶମର ରେଜଲ୍ଟ ରେ କୈଫ୍ ମୁଲ୍ଲା ନାମକ କର୍ଣ୍ଣାଟକ ବୋର୍ଡର ଜଣେ ଛାତ୍ର ୬୨୫ ମାର୍କରୁ ୬୨୪ ମାର୍କ ପାଇଥିଲେ , ଓ ଏହା ସହ କର୍ଣ୍ଣାଟକ ବୋର୍ଡ ସେହି ଛାତ୍ରକୁ ଟପର ଘୋଷିତ ବି କରିଦେଇଥିଲେ , କିନ୍ତୁ ବହୁତ ଲୋକ କୈଫ ମୁଲ୍ଲାକୁ ଏତେ ପରିମାଣର ଦେଖା କରିଥିଲେ କି ସେ ତାଙ୍କର ଅଙ୍କ ଉପରେ ପ୍ରଶ୍ନ ଉଠାଇ ଦେଇଥିଲେ , ଓ ଶେଷରେ ବୋର୍ଡ ପୁଣି ଆଉଥରେ କୈଫ ମୁଲ୍ଲାଙ୍କ ଉତ୍ତର ପତ୍ରିକାକୁ ଆଉଥରେ ଯାଞ୍ଚ କରିବାକୁ ନିର୍ଦ୍ଧେଶ ଦେଲେ , ଏବେ ଏହି ଫଇସଲା ପରେ କୈଫ ଓ ତାଙ୍କର ପରିବାର ଲୋକଙ୍କ ବହୁତ ଭାଙ୍ଗିଯାଇଥିଲା , କିନ୍ତୁ ତାଙ୍କର ଖୁସିର କୌଣସି ବି ଠିକଣା ରହିଲା ନାହିଁ , ଯେବେ ତାଙ୍କୁ ଜଣା ପଡିଲା , କୈଫଙ୍କ ରିଚେକିଙ୍ଗ୍ ପରେ ୬୨୫ ମାର୍କରୁ ପୁରା ୬୨୫ ମାର୍କ ମିଳିଛି ବୋଲି , ମାନେ ଏଥିରୁ ଜଣା ପଡିଲା କି କୈଫଙ୍କ ମାର୍କ କଟାଯାଇଥିଲା , ଓ ଏହା ପରେ ପରିବାର ଲୋକେ ଖୁସିରେ ବିଭୋର ହୋଇଯାଇଥିଲେ ।

 

ଆପଣଙ୍କୁ କହିଦେଉଛୁ କି କର୍ଣ୍ଣାଟକା ବୋର୍ଡ ଛାତ୍ର କୈଫ ମୁଲ୍ଲାଙ୍କୁ ପ୍ରଥମରୁ ୬୨୫ ରୁ ୬୨୪ ମାର୍କ ଏଥିପାଇଁ ମିଳିଥିଲା କି ତାଙ୍କର ଅଙ୍କ ସାଇନ୍ସ ପେପରରୁ କଟିଥିଲା , ଓ ଆଉଥରେ ଯାଞ୍ଚ କରିବା ପରେ କୈଫଙ୍କ ସାଇନ୍ସ ପେପରରୁ ପୁରା ଅଙ୍କ ମିଳିଲା , କହିଦେବୁ କି କର୍ଣ୍ଣାଟକର ସେଣ୍ଟ ଜାଭିଅର ସ୍କୁଲ୍ ରେ ଦଶମ କ୍ଲାସର ଛାତ୍ର କୈଫ ମୁଲ୍ଲା କର୍ଣ୍ଣାଟକ ବୋର୍ଡର ଟପର ଛାତ୍ର ହେବା ପରେ ଆଇଏଏସ୍ ଅଫିସର ହେବାର ଇଚ୍ଛା ରଖିଛନ୍ତି ,ଓ ଏବେ ସେ +୨ ରେ ସାଇନ୍ସକୁ ନିଜର ସବଜେକ୍ଟ ଭାଏ ନେଇଛନ୍ତି ଏହା ଛଡା କୈଫଙ୍କ ପରିବାର କଥା କହିଲେ , କୈଫଙ୍କ ବାପା ଅବଦୁଲ୍ଲା ଏକ ହିନ୍ଦୀ ଟିଚର ଅଟନ୍ତି , ଓ ତାଙ୍କ ମା ପରବିନ ମୁଲ୍ଲା ଜଣେ କନ୍ନଡ ଶିକ୍ଷୟତ୍ରୀ ଅଟନ୍ତି ।

କହିଦେବୁ କି ମୁଲ୍ଲା ମିଡିଆରେ କଥାବାର୍ତ୍ତା କରୁଥିବା ସମୟରେ କହିଥିଲେ କି ସେ ପୁରା ଅଙ୍କ ଆଣିବା ପୂର୍ବରୁ ସେ ଆଶା କରୁଥିଲେ କାରଣ ପରୀକ୍ଷା ଦେବା ପରେ ସବୁ ଉତ୍ତର ନିଜ ମଡେଲ ପ୍ରଶ୍ନରେ ମିଶାଇଥିଲେ , କୈଫଙ୍କ ବାପାଙ୍କ କହିବା କଥା କି ତାଙ୍କ ପୁଅ ବହୁତ ପରିଶ୍ରମ କରି ପୂରା ନମ୍ବର ଆଣିବାରେ ସମର୍ଥ ହୋଇଛନ୍ତି , ସେ ନିଜଠାରୁ ଅଧିକ ସମୟ ସେ ପାଠ ପଢାରେ ବିତାଇଥାନ୍ତି , ଯାହାର ଫଳା ଫଳ ଏହା ହେଲା କି ତାଙ୍କୁ ପୂରା ମାର୍କ ମିଳିପାରିଲା , କୈଫଙ୍କ ମା ବାଆଙ୍କ ଇଚ୍ଛା ଅଛି କି କୈଫ ଜଣେ ଆଇଏଏସ୍ ଅଫିସର ହୋଇ ତାଙ୍କର ସ୍ୱପ୍ନକୁ ପୁରା କରନ୍ତୁ

Leave a Reply

Your email address will not be published. Required fields are marked *