March 24, 2024

Odia Express

News For Public

ଏହି କ୍ରିକେଟିୟର ଝିଅର କ୍ୟାନ୍ସର ରୋଗରେ ପଡି ଅଚାନକ ହେଲା ମୃତ୍ୟୁ , ସବୁକଥା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ..

1 min read

ପାକିସ୍ଥାନ କ୍ରିକେଟ୍ ଟିମ୍ ର ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲ୍ଲୀଙ୍କ ଦୁଇ ବର୍ଷର ଝିଅ ନୁର୍ ଫାତିମାଙ୍କୁ କ୍ୟାନ୍ସର କାରଣରୁ ନିଧନ ହୋଇଯାଇଛି, ପାକିସ୍ଥାନ ସୁପର ଲିଗ୍ କ୍ଲବ୍ ଇସଲାମବାଦ ୟୁନାଇଟେଡ୍ ଦ୍ୱାରା ଜାରି ବୟାନରେ କୁହାଯାଇଛି କି ନୁର୍ ଚିକିତ୍ସା ଆମେରିକାରେ ଚାଲୁଛି , ଓ ତାଙ୍କୁ ଚତୁର୍ଥ ଷ୍ଟେଜ୍ ର କ୍ୟାନ୍ସର ହୋଇଛି । ପାକିସ୍ଥାନ ସୁପର ଲିଗ୍ ରେ ଆସିଫ୍ ଟିମ୍ ଇସଲାମବାଦ ୟୁନାଇଟେଡ୍ ବୟାନ ଅନୁସାରେ ଆଇ ଏସ୍ ଏଲ୍ ୟୁ ପରିବାରର ସଂବେଦନା ଆସିଫ୍ ସାଙ୍ଗରେ ଅଛି , ଯିଏକି ନିଜର ଝିଅ ହରାଇଛନ୍ତି , ଆସିଫ୍ ବହୁତ ମଜବୁତ ଅଛନ୍ତି , ଓ ସବୁ ପ୍ରେରଣା ଅଛି , ଆସିଫ୍ ଅଲ୍ଲି ଏହି ସମୟରେ ନିଜ ଟିମ୍ ସହ ଇଂଲଣ୍ତ୍ ଗ୍ରସ୍ତରେ ଅଛନ୍ତି ,

 

ଏବେ ଏହି ଗ୍ରସ୍ତ ମଝିରେ ଛାଡି ପାକିସ୍ଥାନକୁ ଫେରିବେ , ଆସିଫ୍ ଇଂଲଣ୍ତ ଯିବା ପୂର୍ବରୁ ଝିଅର ଚିକିତ୍ସା ପାଇଁ ଟ୍ୱୀଟ୍ କରିଥିଲେ କି ତାଙ୍କ ଝିଅଙ୍କୁ ଚତୁର୍ଥ ଷ୍ଟେଜ୍ ର କ୍ୟାନ୍ସର ଅଛି । ଓ ସେ ଚିକିତ୍ସା ପାଇଁ ଆମେରିକା ନେଇଯାଉଛନ୍ତି ।

 

ଆସିଫ୍ ଙ୍କୁ ବିଶ୍ୱକପ୍ ପାଇଁ ପାକିସ୍ଥାନ ଟିମ୍ ରେ ସାମିଲ୍ କରାଯାଇନାହିଁ କିନ୍ତୁ ୩୦ ମେ ଇଂଲଣ୍ତ ଓ ୱେଲ୍ସ ମେଜବାନୀରେ ବିଶ୍ୱକପ୍ ପାଇଁ ଆସିଫ୍ ଙ୍କୁ ଟିମ୍ ରେ ଜାଗା ମିଳିଯାଇଛି, ଏହା ପୁର୍ବରୁ ପାକିସ୍ଥାନର ଇଂଲଣ୍ତ ବିପକ୍ଷରେ ପାଞ୍ଚଟି ମ୍ୟାଚରୁ ସିରିଜ୍ ୪-୦ ହାର୍ ସାମନା କରିବାକୁ ପଡିଥିଲା , ରବିବାରକୁ ଖେଳାଯାଇଥିବା ଶେଷ ମ୍ୟାଚ୍ ରେ ୫୪ ରନ୍ ରେ ଇଂଲଣ୍ତ ଜିତିଥିଲା ।

 

 

Leave a Reply

Your email address will not be published. Required fields are marked *