March 28, 2024

Odia Express

News For Public

ମହିଳାଙ୍କ ଶରୀର ର ଏହି ଅଙ୍ଗ ହୋଇଥାଏ ସବୁଠାରୁ ଅଧିକା ପବିତ୍ର ହେଇଥାଏ, ଜାଣିଲେ ଆପଣ ଚକିତ ହୋଇଯାଇପାରନ୍ତି…

ହିନ୍ଦୁ ଧର୍ମରେ ଯେବେ କେଉଁ ବ୍ୟକ୍ତିର ଘରେ ଝିଅ ଜନ୍ମ ନେଇଥାଏ ତେବେ ସେହି ବ୍ୟକ୍ତିର ଘରେ ତାଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୁପ ବୋଲି ମାନିଥାନ୍ତି , ଏହି ସଂସାରରେ ଯଦି ସ୍ତ୍ରୀ ନଥାନ୍ତେ ତେବେ ଦୁନିଆଁରେ ମନୁଷ୍ୟ ଜାତିର ଅସ୍ତିତ୍ୱ ବୁଡିଯାଇଥାନ୍ତା । କିନ୍ତୁ ଆଜିର ସମୟରେ ସ୍ତ୍ରୀମାନଙ୍କର ସ୍ଥିତି ବହୁତ ଗମ୍ଭୀର ହୋଇଛି, ଆଜି କାଲି ବହୁତ ଲୋକେ ଝିଅମାନଙ୍କୁ ଅଭିଷାପ ବୋଲି ମାନିଥାନ୍ତି , ବହୁତ ଲୋକେ ସ୍ତ୍ରୀଲୋକଙ୍କୁ ଇଜ୍ଜତ ବି କରିନଥାନ୍ତି । କିନ୍ତୁ ଆଜି କାଲି ବହୁତ ବ୍ୟକ୍ତିଙ୍କ ଭାବନା ବଦଳିସାରିଛି, କିନ୍ତୁ ଏବେ ବି କିଛି ପଛୁଆ ଗାଁ ଅଛି ,

 

ଯିଏକି ଝିଅ ଜନ୍ମ ହେଲେ ଖୁସି ହେବାପରିବର୍ତ୍ତେ ଶୋକ ମନାଉଛନ୍ତି , ସେମାନଙ୍କୁ ଏହି କଥାର ଜଣା ନଥାଏ କି ଆଜି କାଲି ପୁରୁଷଙ୍କ ଠାରୁ ସ୍ତ୍ରୀମାନେ କୌଣସି କାର୍ଯ୍ୟରେ ପଛରେ ନାହାନ୍ତି  ଆଜିକାଲି ସ୍ତ୍ରୀ ଲୋକମାନେ ପୁରୁଷ ଲୋକଙ୍କ ସହ ଏକା ସାଙ୍ଗରେ ଏକାଠି କାମ କରି ଆଗକୁ ଯାଉଛନ୍ତି , ପୁଅ ହେଲେ ଦରକାର ପଡିଲେ କେବେ ନା କେବେ ଛାଡି ଚାଲିଯାଇପାରେ କିନ୍ତୁ ଝିଅ ସବୁବେଳେ ପାଖରେ ରହିଥାଏ , ଝିଅ ବାହା ହୋଇଗଲେ ଝିଅ ହୋଇରହିଯାଏ କିନ୍ତୁ ପୁଅ ବାହାହେଲେ ସିଏ ସ୍ୱାମୀ ରୁପରେ ଆଉ ଜଣଙ୍କ ପାଖରେ ରହିଯାଏ , ଯେବେ କେଉଁ ଝିଅର ଜନ୍ମ କେଉଁ ଘରେ ହୋଇଥାଏ  , ତେବେ ସମସ୍ତେ କହିଥାନ୍ତି କି ଶୁଭ ଅଭିନନ୍ଦନ ତୁମ ଘରେ ସାକ୍ଷାତ ଲକ୍ଷ୍ମୀଙ୍କର ଜନ୍ମ ହୋଇଛି ।

 

ବାହାଘର ହୋଇଯିବା ପରେ ଯେବେ ଝିଅଟି ଶାଶୁଘର ଚାଲିଯାଏ ତେବେ ସବୁ ଲୋକ କହନ୍ତି କି ଆପଣଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି , ଏଥିପାଇଁ ବିବାହ ପରେ ଶାଶୁଘରେ ବୋହୁ ଆସିବାପରେ ଖୁସିରେ ରୀତିନୀତି ଅନୁସାରେ ତାକୁ ସ୍ୱାଗତ କରିଥାନ୍ତି ଓ ଅନ୍ୟ ଲୋକଙ୍କ ଏହା ଭାବନା ଥାଏ କି ସ୍ତ୍ରୀମାନେ ପ୍ରେମ ତ୍ୟାଗ ଓ ମମତାର ଭଣ୍ତାର ହୋଇଥାନ୍ତି , ,ସେମାନେ ନିଜ ଖୁସି ଅପେକ୍ଷା ଅନ୍ୟ ମାନଙ୍କ ଖୁସି ବିଷୟରେ ଅଧିକା ଭାବିଥାନ୍ତି , ଯଦି ଆପଣ କେଉଁ ସ୍ତ୍ରୀକୁ ଅଧିକା ଭଲ ପାଇବା ଦେବେ ତେବେ ତାର ଦୁଇ ଗୁଣା ଭଲ ପାଇବା ଓ ସମ୍ମାନ ପାଇବେ , ଯେଉଁ ଘରେ ସ୍ତ୍ରୀଲୋକଙ୍କର ଇଜ୍ଜତ ମିଳିଥାଏ , ସେହି ଘରେ ସବୁବେଳେ ସମ୍ମାନ ଓ ଖୁସି ମିଳିଥାଏ , ଓ ଯେଉଁ ଘରେ ସ୍ତ୍ରୀମାନଙ୍କର ଇଜ୍ଜତ ଓ ସମ୍ମାନ କରାଯାଇନଥାଏ , ସେମାନଙ୍କ ଘରେ କେବେ ବି ଖୁସି ଆସିନଥାଏ , ଏମିତି ଘରେ ମା ଲକ୍ଷ୍ମୀ କେବେ ବି ପ୍ରବେଶ କରନ୍ତି ନାହିଁ ।

 

ଏହି ସବୁ କାରଣରୁ ଏହା ମାନିଥାନ୍ତି କି ଯେବେ କେଉଁ କାରଣରୁ ସ୍ତ୍ରୀ ପୁରୁଷ ଜୀବନରେ ଆସିଲେ ତା ଭାଗ୍ୟ ବଦଳିଯାଇଥାଏ , ସ୍ତ୍ରୀ ଲୋକମାନେ ପରିବାରକୁ ଏକାଠି କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି , ସେଥିପାଇଁ ସ୍ତ୍ରୀଲୋକଙ୍କୁ ଘରର ଇଜ୍ଜତ ବୋଲି କୁହାଯାଏ , ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଏକ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଏହି ଭିଡିଓରେ ସେହି ସ୍ତ୍ରୀଲୋକଙ୍କର ଗୁଣ ସହ ଶରୀରର ସେହି ଅଙ୍ଗଗୁଡିକ ବିଷୟରେ ମହତ୍ତ୍ୱପୂର୍ଣ୍ଣ ସୁଚନା ଦିଆଯାଇଛି , ଯାହା ବହୁତ ପବିତ୍ର ହୋଇଥାଏ , ଏଥିପାଇଁ ସ୍ତ୍ରୀଲୋକଙ୍କୁ ସମ୍ମାନର ନଜରରେ ଦେଖିବା ଉଚିତ୍ ,ନାରୀ ର ସମ୍ପୂର୍ଣ ଶରୀର ପବିତ୍ର ଅଟେ

Leave a Reply

Your email address will not be published. Required fields are marked *