April 12, 2024

Odia Express

News For Public

ନିଜ ରିଲ ଲାଇଫ୍ ସ୍ତ୍ରୀକୁ ମନେ ପକାଇ ଦୁଃଖି ହେଇଗଲେ ଅନୁପମ୍ ଖେର୍ , କହିଲେ ତୁମର ବହୁତ ମନେ ପଡୁଛି କାରଣ..

1 min read

ବଲିଉଡ୍ ରେ ଗତ ୨-୩ ବର୍ଷ ମଧ୍ୟରେ ଗୋଟେ ରୁ ବଡି ଗୋଟେ କଳାକାର ହରାଇଛନ୍ତି । ତାଙ୍କର ନିଧନ ଏମିତି ନୁହେଁ କି ତାଙ୍କୁ କେଉଁ ବଡ ରୋଗ ହୋଇଥିବ , ବରଂ ଅଚାନକ ନିଧନ ହେବାର ଖବର ଆସିବା ଦ୍ୱାରା ପୁରା ବଲିଉଡ୍ ରେ ଶୋକର ଛାୟା ଖେଳିଯାଇଛି , ସେହି କଳାକାରଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ଥିଲେ ରୀମା ଲାଗୁ , ଯିଏକି ନିଜ ଅଭିନୟ ଦ୍ୱାରା ବହୁତ ସାରା ଫିଲ୍ମରେ କାମ କରିଥିଲେ , କିନ୍ତୁ ଗତ ବର୍ଷ ଅଚାନକ ନିଧନ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା , ରୀମା ଲାଗୁ ଅଧିକାଂଶ ଫିଲ୍ମରେ ମା କିମ୍ବା ଭାଉଜର ଅଭିନୟ କରିଥିଲେ । ଓ ଏହି ଅଭିନୟ ବହୁତ ଦର୍ଶକଙ୍କୁ ପସନ୍ଦ ଆସିଥିଲା । ତାଙ୍କ ଡେଥ୍ ଆନିଭର୍ସରୀରେ ନିଜ ରିୟଲ୍ ଲାଇଫ୍ ସ୍ତ୍ରୀଙ୍କୁ ମନେ ପକାଇ ଦୁଃଖି ହୋଇଥିଲେ । କହିଦେଇଥିଲେ କିଛି ଏପରି ମନକୁ ଛୁଇଁନେଲା ଭଳି କଥା ।

 

ଅନୁପମ ଖେର୍ ଏକ ଟ୍ୱିଟର୍ ରେ ରୀମା ଲାଗୁ ତାଙ୍କର ଦ୍ୱିତୀୟ ଡେଥ୍ ଆନିଭରସରି ମନେ ପକାଇଥିଲେ , ସେ ମନେ ପକାଇ କରିଥିଲେ ଅନୁପମ୍ ଖେର୍ ଟ୍ୱିଟ୍ କରିଥିଲେ , ଓ ସେ ଲେଖିଥିଲେ ମୁଁ ରୀମା ଲାଗୁ ଙ୍କୁ ମୁଁ ମିସ୍ କରୁଛି , ଅନୁପମ ଖେର୍ ରୀମାଙ୍କୁ ପ୍ରଥମ ଫିଲ୍ମ ମରାଠୀ ଫିଲ୍ମ ସିଂହାସନର ଏକ ଫଟୋ ସେୟାର୍ କରିଥିଲେ ।

 

ଅନୁପମ ଖେର୍ ରୀମା ଲାଗୁଙ୍କ ସହ କୁଛ୍ କୁଛ୍ ହୋତା ହେ, ଜୁଡୱା, ଗୁମରାହ, ଦିୱାନା ମସ୍ତାନା, ବଂଶ, ପାପା କେହତେ ହେଁ , ଶୋଲା ଓ ସବନମ୍ , ଝୁଟ୍ ବୋଲେ କୌୱା କାଟେ, ହମ୍ ଆପକେ କୌନ, ଶ୍ରୀମାନ ଆଶିକ୍ ଓ ପ୍ରେମ ଗ୍ରନ୍ଥ ପରି ଫିଲ୍ମରେ କାମ କରିଥିଲେ । ଏହି ଯୋଡି ପର୍ଦାରେ ଲୋକଙ୍କ ଦ୍ୱାରା ବହୁତ ପ୍ରଶଂସିତ ହୋଇଥିଲେ,  ଅନୁପମ ଖେର୍ ଙ୍କ ମୁତାବିକ ରୀମା ଲାଗୁ ବହୁତ ସଫା ହୃଦୟ ମହିଳା ଥିଲେ , ଓ ଜଣେ ବଢିଆ ଅଭିନେତ୍ରୀ ବି ଥିଲେ ।

 

୫୯ ବର୍ଷ ବୟସରେ ରୀମା ଲାଗୁ ନିଧନ କାର୍ଡିଆଲ୍ ଆରେଷ୍ଟ ମାନେ ହାର୍ଟ ଆଟାକ୍ ଦ୍ୱାରା ହୋଇଥିଲା । ୧୭ ମେ ୨୦୧୭ ରେ ରାତି ପ୍ରାୟ ୧ ଟା ବେଳେ ମୁମ୍ବାଇର କୋକିଳାବେନ୍ ମେଡିକାଲ୍ ରେ ଆଡମିଶନ୍ କରାଯାଇଥିଲା , ଚିକିତ୍ସା ହେବାପରେ ସେ ଶୋଇଯାଇଥିଲେ , କିନ୍ତୁ ନିଦରେ ଅଚାନକ ହାର୍ଟ ଆଟାକ୍ ଆସିଥିଲା । ଓ ତାଙ୍କର ମୃତ୍ୟୁ ହୋଈଯାଇଥିଲା । ଶେଷ ସମୟରେ ଷ୍ଟାର୍ ପ୍ଲସ୍ ରେ ସିରିଆଲ୍ ନାମକରଣ ଦମୟନ୍ତି ମେହେଟ୍ଟାଙ୍କ ଅଭିନୟ କରିଥିଲେ , ରୀମା ଲାଗୁ ବଲିଉଡ୍ ରେ ସବୁଠାରୁ ଅଧିକା ପପୁଲାର୍ ମା ଭୁମିକା ନିଭାଇ ଥିଲେ ।

ଏମିତି କୁହାଯାଏ କି ନିରୁପା ରାୟ ଓ ରାକ୍ଷୀ ଗୁଲଜାର୍ ଙ୍କ ପରେ ରୀମା ଲାଗୁ ବିବେକ ଲାଗୁଙ୍କୁ ବାହା ହୋଇଥିଲେ , କିନ୍ତୁ ପରେ ସେ ଅଲଗା ରହିବାକୁ ଲାଗିଲେ , ରୀମା ଫେମସ୍ ଅଭିନେତା ବିବେକ ଲାଗୁଙ୍କୁ ବାହା ହୋଇଥିଲେ , କିନ୍ତୁ ପରେ ସେ ଝିଅ ମୃଣ୍ୟୟୀ ମରାଠି ଫିଲ୍ମରେ ଛଡା ହିନ୍ଦୀ ଫିଲ୍ମରେ ଅଭିନୟ କରିବାକୁ ଲାଗିଲେ , ଆପଣଙ୍କୁ କହିଦେବୁ କି ସଲମାନ ଖାନ୍ ଙ୍କ ସେ ମା ଅଭିନୟ କରିଥିଲେ , କିନ୍ତୁ ଶାହାରୁଖ୍ ଖାନ୍ , ଅମୀର ଖାନ୍ , ସଞ୍ଜୟ ଦତ୍ତଙ୍କ ମା ବି ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *