March 26, 2024

Odia Express

News For Public

ରୁଦ୍ରାକ୍ଷ ମାଳା ପିନ୍ଧିଲେ ଜୀବନରେ କେବେ ବି ହୋଇନଥାଏ ଏହି ବଡ ରୋଗ ସବୁ – ଫାଇଦା ଜାଣିଲେ ଆଜିଠୁ ପିନ୍ଧିବା ପାଇଁ କହିବେ..

ରୁଦ୍ରାକ୍ଷ ପିନ୍ଧିବାର ଫାଇଦା : ରୁଦ୍ରାକ୍ଷ ପିନ୍ଧିବାର ଧାର୍ମିକ ଦୃଷ୍ଟିକୋଣରୁ ଆପଣ ସମସ୍ତେ ଜାଣିଥିବେ । ଏହାର ସ୍ୱାସ୍ଥ୍ୟ ସଂବନ୍ଧି ବହୁତ ଫାଇଦା ହୋଇଥାଏ , ଏହା ଦ୍ୱାରା ବହୁତ ସାଂଘାତିକ ରୋଗ ଦୂରରେ ରୁହନ୍ତି । ସେଥିପାଇଁ ବିନା କିଛି ଡେରି କରି ଏହାକୁ ଧାରଣ କରିନେବା ଉଚିତ୍ । ଭାରତୀୟ ସମାଜରେ ଏହାକୁ ବହୁତ ଶୁଭ ବୋଲି ମାନିଥାନ୍ତି । ହଁ ଆଜ୍ଞା , ଏହାକୁ ପିନ୍ଧିଲେ ବହୁତ ଅସାଧ୍ୟ ରୋଗ ଦୂର ହୋଇପାରିବ , ଏହା ଆଧ୍ୟାତ୍ମିକ ଫାଈଦା ସହ ଶାରରୀକ ଫାଇଦା ବି ଦେଇଥାଏ ।

 

ରୁଦ୍ରାକ୍ଷ ପିନ୍ଧିବାର ଫାଇଦା : ଆପଣଙ୍କୁ କହିଦେବୁ କି ରୁଦ୍ରାକ୍ଷ ପିନ୍ଧିଲେ ବଡ ରୋଗରୁ ମୁକ୍ତି ମିଳିପାରିବ , ଏହି କଥାରୁ କେହି ବି ମନା କରିପାରିବେ ନାହିଁ , ରୋଗ ଗୁଡିକର ଜୋର୍ ଚାଲେ ନାହିଁ , ଓ ରୋଗ ଗୁଡିକ ଦୁରେଇ ଯାଏ , କିନ୍ତୁ ସାବଧାନତା ରଖିବା ଜରୁରୀ ଅଟେ ।

ଚିନ୍ତା ଓ ମାନସିକ ପୀଡାରୁ ଦେଇଥାଏ ମୁକ୍ତି : ଯଦି ଆପଣ ଦୁଇ ମୁହଁ ବାଲା ରୁଦ୍ରାକ୍ଷ ପିନ୍ଧିବେ ତେବେ ଚିନ୍ତାରୁ ଦୁରେଇ ରହିବେ। ଏତିକି ନୁହେଁ ଅବସାଦରୁ ଦୂରେଇ ରହିପାରିବେ । ଏହା ସମସ୍ତଙ୍କୁ ପିନ୍ଧିବା ଜରୁରୀ

 

ହୃଦ ରୋଗୀଙ୍କ ପାଇଁ : ଏହାର ଧାରଣ କରିଲେ , ଆପଣଙ୍କୁ ହୃଦ ରୋଗ ସଂବନ୍ଧିତ ସବୁ ବିପଦ ଟଳିଯାଇଥାଏ , କାରଣ ଏଥିରେ କେମୋ ଫର୍ମୋକୋଲାଇଜିକଲ୍ ନାମର ଗୁଣ ମିଳିଥାଏ ,ଯାହା ବ୍ଲଡ୍ ପ୍ରେସର୍ ଓ କୋଲେଷ୍ଟୋଲ୍ ଉପରେ କାବୁ କରିଥାଏ ।

 

ସୁଗର୍ କିମ୍ବା ଡାଇବେଟିଜ୍ : ରୁଦ୍ରାକ୍ଷ ଧାରଣ କରିଲେ ଆପଣଙ୍କ କିଡନି ଡାଇବେଟୀଜ୍ ସମସ୍ୟା ଦୂରେଇଯାଏ, ଏମିତି ଆପଣଙ୍କୁ ଦୁଇ ମୁହାଁ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ । ଯାହା ଦ୍ୱାରା ଆପଣ ଏହି ରୋଗରୁ ଦୁରେଇ ଯିବେ ।

 

୪) ନର୍ଭସ୍ ସିଷ୍ଟମ୍ : କହିଦେବୁ କି ରୁଦ୍ରାକ୍ଷରେ ଆଇରନ୍ , ଫସଫରସ୍, ଆଲୁମିନିୟମ୍ ,କ୍ୟାଲସିୟମ୍ , ସୋଡିୟମ୍ ପରି ଗୁଣ ମିଳିଥାଏ , ଯାହା ଗୁଣ ଗୁଡିକ ସହ୍ ନର୍ଭସ୍ ସିଷ୍ଟମକୁ ସୁଚାର ରୁପେ ରଖିଥାଏ ।

Leave a Reply

Your email address will not be published. Required fields are marked *