March 25, 2024

Odia Express

News For Public

୭୨ ଘଣ୍ଟାରେ ପୁରୁଣାରୁ ପୁରୁଣା ପାଇଲ୍ସ କୁ ଠିକ୍ କରିଦେଇଥାଏ ଅଦା , ଖାଇବାର ସଠିକ୍ ତରିକା ଜାଣିଥିବା ଦରକାର..

ଅଦା ଏକ ଭାରତୀୟ ମସଲା ଅଟେ , ଯାହା ପ୍ରତ୍ୟେକ ଘରେ ସବୁଦିନ ବ୍ୟବହାର ହୋଇଥାଏ , ଏହାର ଭିତର ପ୍ରଭାବ ଗରମ ହେଉଥିବା କାରଣରୁ ଏହାର ଅଧିକାଂଶ ସେବନ ଥଣ୍ତା ଦିନରେ କରାଯାଇଥାଏ , ଏହି ମୌସୁମରେ ଅଦା ଖାଇଲେ କାଶ ଥଣ୍ତ, କଫ ଆଦି ଅସୁବିଧା ଦୁର ହୋଇଯାଏ , ଅଦାରେ ପ୍ରୋଟିନ୍ , କାର୍ବୋହାଇଡ୍ରେଡ୍ , ଆଇରନ୍ , କ୍ୟାଲସିୟମ୍ , ପରି ପୋଷକ ତତ୍ତ୍ୱ ରହିଥାଏ , ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଅଦା ଖାଇବାରେ ବହୁତ ଫାଇଦା ଅଛି , ଚାଲନ୍ତୁ ଗୋଟେ ଭାଗ ଅଦା ଖାଇଲେ ଶରୀରକୁ କଣ ଲାଭ ମିଳିଥାଏ ଆସନ୍ତୁ ଜଣେଇବୁ ,

 

ଯଦି ବାନ୍ତି ହେଉଥାଏ ତେବେ ଏହାକୁ ରୋକିବାରେ ଅଦା ଏକ ଔଷଧୀ ହିସାବରେ କାର୍ଯ୍ୟ କରିଥଏ , ଗୋଟେ ଚାମଚ ଅଦାର ଜୁସ୍ ଗୋଟେ ଚାମଚ ଲେମ୍ବୁର ରସ ମିଶାନ୍ତୁ , ଏହାକୁ ଦୁଇ ଘଣ୍ଟା ଅନ୍ତରରେ ପିଅନ୍ତୁ , ବହୁତ ଜଲଦି ଏହି ଅସୁବିଧାରୁ ଆଶ୍ୱସ୍ତି ମିଳିବ , ଆଣ୍ଠୁ ଗଣ୍ଠିରେ କଷ୍ଟ ହେଲେ ଅଦାରେ ଆଣ୍ଟି ଇନଫ୍ଲେମେଣ୍ଟାରି ପ୍ରୋପଟିଜ୍ ଥାଏ , ଯାହା ଆଣ୍ଠୁ ଗଣ୍ଠିର କଷ୍ଟକୁ ନିବାରଣ କରିଥାଏ , ଅଦାକୁ ଖାଇଲେ କିମ୍ବା ଏହାର ଲେପ ଲଗାଇଲେ କଷ୍ଟ କମିଯାଇଥାଏ , ଏହାର ଲେପ ଲଗାଇଲେ କିମ୍ବା ଏହାକୁ ପେଷିକରି ସେଥିରେ କିଛି ପରିମାଣରେ ହଳଦୀ ମିଶାନ୍ତୁ , ଏହି ପେଷ୍ଟକୁ ଦିନରେ ଦୁଇ ଥର ଲଗାନ୍ତୁ , କିଛି ଦିନ ମଧ୍ୟରେ ଫରକ ଦେଖିବାକୁ ମିଳିବ ।

 

ମାସିକ ଧର୍ମରେ ଫାଇଦା : କିଛି ମହିଳାମାନଙ୍କର ମାସିକ ଧର୍ମ ସମୟରେ ବହୁତ କଷ୍ଟ ଅନୁଭବ ହୋଇଥାଏ , ଏମିତିରେ ଅଦାର ଚାହା ପିଇଲେ ଫାଇଦା ଯୋଗାଇଥାଏ , ଏଥିପାଇଁ ଦିନକୁ ୨ ଥର ଅଦାର ଚାହା ପିଅନ୍ତୁ , ଏହା ଦ୍ୱାରା କଷ୍ଟ ଦୂର ହେବ , ଥଣ୍ତା ଜ୍ୱର ଓ ଫ୍ଲୁ ଥଣ୍ତା ଦିନରେ ଥଣ୍ତା କାଶ , କିମ୍ବା ଜ୍ୱର ହେବା ଏକ ସାଧାରଣ କଥା ଅଟେ , ଏହିଥିରୁ ବଞ୍ଚିବାକୁ ହେଲେ ଅଦାର ସେବନ କରନ୍ତୁ , ଏହା ଦ୍ୱାରା ଶରୀର ଗରମ ରହିଥାଏ , ଓ ଝାଳ ଆକାରରେ ବୋହିବାକୁ ଲାଗିଥାଏ ।

 

ଯେଉଁ ଲୋକଙ୍କୁ ମାଇଗ୍ରେନ୍ ସମସ୍ୟା ଅଛି ସେମାନଙ୍କ ପାଇଁ ଅଦା ଏକ ରାମବାଣ ଚିକିତ୍ସା ଅଟେ , ଯେବେ ବି ମାଇଗ୍ରେନ୍ ଆଟାକ୍ ଆସିଯାଏ , ତେବେ ଅଦାର ଚାହା ବନାଇକରି ପିଅନ୍ତୁ , ଏହାକୁ ପିଇଲେ ମାଇଗ୍ରେନ୍ ରୁ ହେଉଥିବା କଷ୍ଟ ଓ ବାନ୍ତି ସବୁ ଦୂର ହୋଇଯିବ , ଅଦା କୋଲେଷ୍ଟ୍ରୋଲ୍ ଲେବଲ୍ କମ୍ କରିବା , ବ୍ଲଡ୍ ପ୍ରେସର୍ ଠିକ୍ ରଖିବା , ରକ୍ତ ଜମାଟ ମାରିବାରୁ ରୋକିବା ଆଦି କାମ କରିଥାଏ , ଏଥିରୁ ହୃଦ ରୋଗ ସଂବନ୍ଧିତ ସମସ୍ୟା ଦେଖାଦିଏ ନାହିଁ , ଏଥିପାଇଁ ଡାଇଟ୍ ରେ ଅଦାକୁ ସାମିଲ୍ କରନ୍ତୁ ,

 

ଅଦା ପେଟ ଫୁଲିବା , କବ୍ଜ, ଗ୍ୟାସ୍ ଆସିଡିଟି ପରି ସମସ୍ୟାକୁ ଲଢିବାରେ ସାହାଯ୍ୟକରେ । ଯେଉଁ ଲୋକଙ୍କୁ ପେଟ ଜନିତ ରୋଗ ଅଛି , ସେମାନେ ସକାଳ ଖାଲି ପେଟରେ ଅଦାର ସେବନ କରନ୍ତୁ ,

ସକାଳ ସମୟରେ ଦୁର୍ବଳ ଅନୁଭବ କରିବା , ଅଧିକାଂଶ ଗର୍ଭବତୀ ମହିଳାଙ୍କୁ ହୋଇଥାଏ , ସବୁଦିନ ସକାଳୁ ଅଦାର ଏକ ଖଣ୍ତ ନେଇ ଚୋବାନ୍ତୁ , କିଛି ଦିନ ମଧ୍ୟରେ ସକାଳରେ ହେଉଥିବା ଦୂର୍ବଳତା ଦୂର ହୋଇଯିବ , ଶୀତ ଦିନରେ ଅଦା ଖାଇଲେ ଶରୀରକୁ ଗରମ ରଖିଥାଏ , ଯାହା ଦ୍ୱାରା ଶରୀରରେ ଶକ୍ତିର ସଞ୍ଚାର ହୋଇଥାଏ , ଓ ଅଦାର ଚାହା ପିଇଲେ ଶରୀରରେ ସତେଜତା ଅନୁଭବ ହୋଇଥାଏ ,

 

ଅଦା, ପୁଦିନା , ଲେମ୍ବୁ, ଓ ମହୁ ରସରୁ ମିଶ୍ରଣରେ ପାଇଲ୍ସକୁ ଦୂର କରାଯାଇପାରିବ , ଆପଣ ଅଦା, ପୁଦିନା, ଲେମ୍ବୁର ରସକୁ ମିଶାଇ ଏକ ଚାମଚ ସେଥିରେ କିଛି ପରିମାଣର ମହୁ ମିଶାନ୍ତୁ , ଏହି ମିଶ୍ରଣକୁ ଠିକ୍ ହେବା ପର୍ଯ୍ୟନ୍ତ ସବୁଦିନ ସେବନ କରନ୍ତୁ , ୭୨ ଘଣ୍ଟା ମଧ୍ୟରେ ଆରାମ ଲାଗିବ ।

Leave a Reply

Your email address will not be published. Required fields are marked *