ବ୍ୟାଙ୍କ୍ ନିଲାମ କରୁଛି ଶସ୍ତା କାର୍ , ୧ ଲକ୍ଷରେ ମିଳୁଛି ନୂଆ ନୂଆ କାର୍ – ମାତ୍ର ୧୩ ହଜାର ଡାଉନ ପେମେଣ୍ଟ ରେ…

ୟାଙ୍କ୍ ଲୋନ୍ ନ ସୁଝିପାରିବା କାରଣରୁ ଏବେ ସେ ଲୋକଙ୍କ ଗାଡିଗୁଡିକୁ ନିଜ ଜବ୍ଜାରେ କରୁଛି , ଓ ଗାଡି ଗୁଡିକ ନିଲାମୀ କରୁଛି , ଏହି ନିଲାମୀରେ ସାମିଲ୍ ବହୁତ କାର୍ ଏବଂ ଅନ୍ୟ କମର୍ସିଆଲ୍ ବାହାନ ଯାହାକି ବହୁତ କମ୍ ମୁଲ୍ୟରେ ମିଳିପାରୁଛି , ଆପଣ ଏହି କାର୍ ଗୁଡିକର ନିଲାମୀରେ ଭାଗୀଦାରୀ ନେଇପାରିବେ , ଆସନ୍ତୁ ଜାଣିବା ସେହି ବିଷୟରେ । ଆପଣ ଏହି ନିଲାମୀରେ ସାମିଲ୍ ହେବା ପାଇଁ ଆପଣଙ୍କୁ bankauction.in ରେ ଯାଇକରି ଭେଇକିଲ୍ କ୍ୟାଟେଗୋରୀ ପାଇଁ ନିଲାମୀ ପାଇଁ ଆପ୍ଲାଇ କରିବାକୁ ହେବ

 

େବଳ ୧,୩୫ ଲକ୍ଷରେ ଆପଣଙ୍କୁ ମାରୁତି ରିଟଜ୍ , ଆପଣଙ୍କୁ ବିଶ୍ୱାସ ହେବ ନାହିଁ କି କେବଳ ୧,୩୫ ରେ ଆପଣଙ୍କୁ ମାରୁତି ରିଟଜ୍ ଗାଡି ଦିଲ୍ଲୀର କର୍ପୋରେଶନ୍ ବ୍ୟାଙ୍କ୍ ମହିପାଲପୁର ବିକ୍ରି କରୁଛି ମାରୁତି ରିଟଜ୍ ଗାଡି ଯାହାର ରିଜର୍ଭ ପ୍ରାଇସ୍ ୧,୩୦ ଲକ୍ଷ ଅଟେ , ଯଦି ଆପଣ ଏହି ନିଲାମୀ ରେ ସାମିଲ୍ ହେବାକୁ ଚାହୁଁଛନ୍ତି , ତେବେ ଆପଣଙ୍କୁ ୫୦୦୦ ଟଙ୍କା ମାନେ ୧,୩୫ ଲକ୍ଷ ଦେବାକୁ ପଡିବ , ଆପଣ ଏହାର ଲୋନ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୧୩ ହଜାର ଟଙ୍କା ଡାଉନପେମେଣ୍ଟ କରିବାକୁ ହେବ , ୨୨ ଜାନୁୟାରୀ ୨୦୧୯ କୁ ୧୧,୪୫ ଦ୍ୱିପହରରୁ ୧,୧୫ ପର୍ଯ୍ୟନ୍ତ ନିଲାମୀ ଡକା ହେବ , ଏଥିପାଇଁ ଆପଣଙ୍କୁ ୨୧ ଜାନୁୟାରୀ ସଂନ୍ଧ୍ୟା ୫ ଟା ବେଳେ ଆପ୍ଲାଇ କରିବାକୁ ହେବ

 

ଏହି ବ୍ୟାଙ୍କ୍ ଆଉ ଏକ ମାରୁତି ରିଟଜ୍ ନିଲାମି କରୁଛି , ଯାହାର ରିଜର୍ଭ୍ ପ୍ରାଇସ୍ ୨,୧୦ ଲକ୍ଷ ଅଟେ , ଓ ବିଡ୍ ଇକ୍ରିମେଣ୍ଟ ୫ ହଜାର ଟଙ୍କା ଅଟେ , କମର୍ଶିଆଲ୍ ବାହାନ ନେବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଏହା ଏକ ଭଲ ମଉକା ଅଛି , ଦିଲ୍ଲିର କର୍ପୋରେଶନ୍ ବ୍ୟାଙ୍କ୍ SML isuxu ର sartaj CNGE Truck ବି ନିଲାମୀ କରୁଛି , ଏହାର ରିଜର୍ଭ ପ୍ରାଇସ୍ ୨,୬୦ ଲକ୍ଷ ଅଟେ ,ଯଦି ଆପଣ ନିଲାମୀରେ ଭାଗନେବାକୁ ଚାହୁଁଛନ୍ତି , ତେବେ ଆପଣଙ୍କୁ ୫୦୦୦ ଟଙ୍କା ଦେଇକରି ନିଲାମୀ ଡାକି ବାକୁ ପଡିବ , ଏହାର ନିଲାମୀ ତାରିଖ ୨୨ ଜାନୁୟାରି ୨୦୧୯ କୁ ୧୧,୪୫ ମି ସମୟରୁ ୧,୧୫ ମି ଯାଏଁ ଚାଲିବ , ଓ ଏହାପାଇଁ ଆପଣଙ୍କୁ ୨୧ ଜାନୁୟାରୀ ସଂନ୍ଧ୍ୟା ପାଞ୍ଚଟା ମଧ୍ୟରେ ଆପ୍ଲାଇ କରିବାକୁ ହେବ ।

 

୧,୬୦ ଲକ୍ଷରେ ଟାଟା ସୁମୋ , କମର୍ଶିଆଲ୍ ବ୍ୟାଙ୍କ୍ ଦ୍ୱାରା ଟାଟା ସୁମୋ ନିଲାମୀ କରାଯାଉଛି , ଯାହାର ମଡେଲ୍ ୨୦୧୩ ମସିହାର ଅଟେ , ଏହାର ରିଜର୍ଭ ପ୍ରାଇସ୍ ୧,୬୦ ଲକ୍ଷ ଅଟେ ,ଯଦି ଆପଣ ନିଲାମୀର ଭାଗିଦାରି ହେବାକୁ ଚାହୁଁଛନ୍ତି , ତେବେ ଆପଣଙ୍କୁ ୫୦୦୦ ଟଙ୍କା ଦେଇକରି ନିଲାମୀ ଡାକି ବାକୁ ପଡିବ , ଏହାର ନିଲାମୀ ତାରିଖ ୨୨ ଜାନୁୟାରି ୨୦୧୯ କୁ ୧୧,୪୫ ମି ସମୟରୁ ୧,୧୫ ମି ଯାଏଁ ଚାଲିବ , ଓ ଏହାପାଇଁ ଆପଣଙ୍କୁ ୨୧ ଜାନୁୟାରୀ ସଂନ୍ଧ୍ୟା ପାଞ୍ଚଟା ମଧ୍ୟରେ ଆପ୍ଲାଇ କରିବାକୁ ହେବ ,

 

ବସର ନିଲାମୀ ; କର୍ପୋରେଶନ୍ ବ୍ୟାଙ୍କ୍ , କୋଡୁନଗଲୁର ବ୍ରାଞ୍ଚ ଦ୍ୱାରା ଏକ ଅଶୋକ ଲିଲିଆଣ୍ଟ୍ ପିସିବି ବସ୍ ନିଲାମୀ କରାଯାଉଛି , କେରଳ ନମ୍ବର ଏହ୍ ବସ୍ ର ରିଜର୍ଭ ପ୍ରାଇସ୍ ୨ ଲକ୍ଷ ଅଟେ , ଓ ଆପଣଙ୍କୁ ଆଗୁଆ ୫୦ ହଜାର ଟଙ୍କା ଜମା କରିବାକୁ ହେବ , ଆପଣଙ୍କୁ ୧୦ ହଜାର ମାନେ ୨ ଲକ୍ଷ ୧୦ ହଜାର ଟଙ୍କା ନିଲାମୀର ଆରମ୍ଭ କରିବାକୁ ହେବ , ବସ୍ ର ମଡେଲ୍ ୨୦୧୩ ର ଅଟେ , ଏହି ନିଲାମୀରେ ଭାଗ ନେବା ପାଇଁ ଆପଣଙ୍କୁ ୨୭ ଡିସେମ୍ବର ଭିତରେ ଆପ୍ଲାଇ କରିବାକୁ ହେବ , ଏହା ୨୮ ଡିସେମ୍ବର ସକାଳ ୧୧,୪୫ ରୁ ଆରମ୍ଭ ହୋଇ ୧,୧୫ ମି ଯାଏଁ ଚାଲିବ , ଓ ଏଥିରେ ଆପଣ ଅଂଶଗ୍ରହଣ କରି ପାରିବେ

ଟାଟା ନାନୋର ନିଲାମୀ : ଚେନ୍ନାଇର ଅକ୍ଷୟ ଇମୋଜିଙ୍ଗ୍ ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଟାଟା ନାନୋ ନିଲାମୀ କରାଯାଉଛି , ୨୦୧୪ ର ଏହି କାର୍ ରିଜର୍ଭ ପ୍ରାଇସ୍ ୧ ଲକ୍ଷ ଅଟେ , ଆପଣଙ୍କୁ ୫ ହଜାର ଟଙ୍କାରୁ ଅଧିକ ନିଲାମୀ ଦେବାକୁ ହେବ , ଏହା ପାଇଁ ଆପଣଙ୍କୁ ୨୭ ଡିସେମ୍ବର ସଂନ୍ଧ୍ୟା ୪ ଟା ବେଳେ ଆବେଦନ କରିବାକୁ ହେବ , ଯାହା ପରେ ୨୮ ଡିସେମ୍ବରକୁ ପ୍ରାୟ ୩ ଟାରୁ ୪ ଟା ମଧ୍ୟରେ ଏହାର ନିଲାମୀ ପ୍ରକିୟା ଚାଲିବ ।

Leave a Reply

Your email address will not be published.