March 24, 2024

Odia Express

News For Public

ବିବାହିତ ମହିଳାମାନେ ଗୁରୁବାର ଦିନ କରନ୍ତୁ ଏହି ୩ ଟି କାମ , ସ୍ୱାମୀଙ୍କ ସହ କେବେ ଝଗଡା ହେବ ନାହିଁ..

ଆଜିର ଜମାନାରେ କିଛି ବାହାଘର ଭାଙ୍ଗିଯାଉଛି, ଗୋଟେ ସମୟ ଥିଲା ଯେଉଁଠି ବିନା କିଛି ଅସୁବିଧାରେ ଜୀବନସାଥୀଙ୍କ ସହ ପୁରା ଜୀବନ ଅତିବାହିତ କରିନେଉଥିଲେ , କିନ୍ତୁ ଆଜିର ଜମାନାରେ ବାହାଘର ଦୁଇ ତିନି ବର୍ଷ ପରେ ବି ଜଣେ ଅନ୍ୟ ଜଣଙ୍କୁ ଦେଖିକରି ମଧ୍ୟ କୌଣସି କାରଣ ସକାଶେ ବାହାଘରରେ ଦୁଃଖି ହୋଇଯାଉଛନ୍ତି , ଯଦି ଆପଣ ବିବାହିତ ଜୀବନ ପୂର୍ବରୁ କିଛି ଖାସ୍ ନାହିଁ , ତେବେ ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଗୁରୁବାର ଦିନ କରିଲେ ଆପଣଙ୍କ ବିବାହିତ ଜୀବନ ଭଲରେ କଟିବ ।

 

ପ୍ରଥମ କାମ : ଗୁରୁବାର ଦିନ ସକାଳୁ ଜଲଦି ଉଠି ଗୋଧୋଇ ପଡନ୍ତୁ , ଓ କୁମ୍ କୁମ୍ ଡବା ନେଇ ମା ଦୁର୍ଗାଙ୍କ ପ୍ରତିମା ଆଗରେ ରଖିଦିଅନ୍ତୁ , ଏହା ପରେ ମା ଦୁର୍ଗାଙ୍କ ପାଖରେ ଦୀପ ପ୍ରଜ୍ଜଳନ କରନ୍ତୁ , ପ୍ରଥମ ଦୀପ କୁମ୍ କୁମ୍ ଡବା ପାଖରେ ରଖିନିଅନ୍ତୁ , ଯେବେ କି ଦ୍ୱିତୀୟ ଦୀପ ମା ଦୁର୍ଗାଙ୍କ ସମ୍ମୁଖରେ ରଖିଦିଅନ୍ତୁ , ଆରତୀ ସରିବାପରେ ପ୍ରଥମ ମା ଦୂର୍ଗାଙ୍କୁ ଦ୍ୱୀତୀୟ ଡବା କୁମ୍ କୁମ୍ କୁ ଓ ତୃତୀୟ ଡବା ନିଜ ପାଖରେ ରଖିଦିଅନ୍ତୁ , ଯଦି ଆପଣଙ୍କ ସ୍ୱାମୀ ସେଠାରେ ଅଛନ୍ତି , ତେବେ ତାଙ୍କୁ ଆରତୀ କରନ୍ତୁ , ଏହାପରେ ଗୁରୁବାର ଦିନ ଆପଣ ଯେବେ ବି ମଥାରେ ସିନ୍ଦୁର ଲଗାଇବେ ତେବେ ଏହି କୁମ୍ କୁମ୍ ଡବାରୁ ଲଗାନ୍ତୁ , କିନ୍ତୁ ଏହି କଥାକୁ ଧ୍ୟାନ ରଖିବେ କି କୁମ୍ କୁମ୍ ଆପଣଙ୍କ ହାତରେ ଲାଗିବା ଅନୁଚିତ୍ , ବରଂ ନିଜ ସ୍ୱାମୀ ତାଙ୍କ ହାତରେ ଲଗାଇବେ , ଏହି ଉପାୟ ସବୁ ଗୁରୁବାରକୁ କମ୍ ସେ କମ୍ ଗୋଟେ ମାସ ପର୍ଯ୍ୟନ୍ତ ଗୁରୁବାରକୁ ଲଗାଇବେ , ଏହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଠାରୁ ବହୁତ ସାରା ଭଲ ପାଇବା ମିଳିବ ।

 

ଦ୍ୱିତୀୟ କାମ : ଗୁରୁବାର ଦିନ କେଉଁ ବିବାହିତ ଜୋଡାଙ୍କୁ ଭରପୁର ଭୋଜନ କରାନ୍ତୁ , ଏହା କରିବା ଲାଭକାରୀ ହେବ , ଏହାପାଇଁ ଆପଣ କେଉଁ ବ୍ରାହ୍ମଣ ସଂମ୍ପ୍ରଦାୟର ଦମ୍ପତିଙ୍କୁ ବାଛିପାରିବେ , କିମ୍ବା କେଉଁ ଗରୀବ ଭିକାରୀଙ୍କ ଦମ୍ପତିଙ୍କୁ ବାଛି ପାରିବେ , ଖାଇବା ଦେଇସାରିବାପରେ ଦକ୍ଷୀଣା ସ୍ୱରୁପ ପଇସା କିଛି ଜିନିଷ ଦାନ କରିଦେବେ , ଯଦି ସମ୍ଭବ ହେଉଛି ତେବେ ଦାନରେ କିଛି ନିଜ ସ୍ୱାମୀଙ୍କ ସହ କରନ୍ତୁ ।

 

ତୃତୀୟ କାମ : ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଯୋଡି ବହୁତ ଲୋକ ପ୍ରିୟ ଅଟେ , ଗୁରୁବାରକୁ ବିଷ୍ଣୁଙ୍କ ଜନ୍ମ ଦିନ ହୋଇଥାଏ , ବିଷ୍ଣୁଙ୍କ ସତ୍ୟନାରାୟଣ ଓ ଲକ୍ଷ୍ମୀ ନାରାୟଣଙ୍କ ନାମ ବି ଜଣାଯାଇଥାଏ , ଏମିତିରେ ଆପଣ ଗୁରୁବାର ଦିନ ଘରେ ସତ୍ୟନାରାୟଣ କଥା ରଖିଥାନ୍ତି , ନା କେବଳ ବିବାହିତ ଦମ୍ପତିଙ୍କ ପାଇଁ ଏହା ଲାଭକାରୀ ହେବ , ବରଂ ପୁରା ପରିବାରରେ ଶାନ୍ତିର ବାତାବରଣ ରହିବ ,

ସତ୍ୟନାରାୟଣ କଥା ଘରୁ ସବୁ ନକରାତ୍ମକ ଉର୍ଜାକୁ ଫେରାଇଆଣିବ , ତାହା ସହ ଘର ଥିବା ସକରାତ୍ମକ ଉର୍ଜା ଫେରାଇଆଣିବ , ଏଥିରେ ମନ ସଫା ରହିଥାଏ , ଓ ଭଲ ବିଚାର ଆସିଥାଏ , ଏହା ଦ୍ୱାରା ଘରେ କେବେ ଲଢାଇ ଝଗଡା ହୁଏ ନାହିଁ , ଓ ସମସ୍ତେ ଶାନ୍ତିରେ ଜୀବନ ଯାପନ କରନ୍ତି , ଆପଣଙ୍କୁ ଏହି କଥାକୁ ବିଶେଷ ଧ୍ୟାନ ଦେବାକୁ ହେବ କି ଆପଣ ଘରେ ସତ୍ୟନାରାୟଣ କଥା କରିବେ ସେଠାରେ ଆପଣଙ୍କ ସ୍ୱାମୀ ରହିଥିବା ଦରଆର , ତେବେ ପୂର୍ଣ୍ଣ ଭାବେ ଆପଣ ବିବାହିତ ଜୀବନ ଅତିବାହିତ କରିବେ , ଆପଣ ଏହି କଥାକୁ ତିନି ମାସରେ ଥରେ ନିଶ୍ଚିତ କରନ୍ତୁ ।

Leave a Reply

Your email address will not be published. Required fields are marked *