March 28, 2024

Odia Express

News For Public

ଏହି ୬ ଜଣ ହିରୋଇନଙ୍କର ସର୍ଜରୀ ପୂର୍ବର ଫଟୋ ଦେଖିଲେ ଆପଣ ବି ଚକିତ ହୋଇଯିବେ – ଦେଖନ୍ତୁ ଆଗରୁ କିଭଳି ଦେଖା ଯାଉଥିଲେ..

1 min read

ବନ୍ଧୁଗଣ ବଲିଉଡ୍ ଇଣ୍ତଷ୍ଟ୍ରି ପରି ଏବେ ସାଉଥ୍ ଇଣ୍ତଷ୍ଟ୍ରି ଏବେ ବହୁତ ଲୋକପ୍ରିୟତା ହାସିଲ୍ କରିସାରିଛି । ପୂରା ଦେଶର ସାଙ୍ଗେ ବିଦେଶରେ ବି ଏହି ଫିଲ୍ମଗୁଡିକୁ ପସନ୍ଦ କରାଯାଉଛି , ସାଉଥ୍ ଫିଲ୍ମର ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି , କିନ୍ତୁ ସାଉଥ୍ ଫିଲ୍ମଗୁଡିକରେ କିଛି ଏପରି ଅଭିନେତ୍ରୀମାନେ ଅଛନ୍ତି ଯିଏକି ନିଜ ସୁନ୍ଦରତା ବଢାଇବାପାଇଁ ପ୍ଲାଷ୍ଟିକ୍ ସର୍ଜରୀର ସହାୟତା ନେଇଥିଲେ , ଆସନ୍ତୁ ଜାଣିବା ସେହି ୬ ଜଣ ଅଭିନେତ୍ରୀ ଯିଏକି ପ୍ଲାଷ୍ଟିକ୍ ସର୍ଜରୀ କରାଇଛନ୍ତି ନିଜ ସୁନ୍ଦରତା ବଢାଇବା ପାଇଁ

 

୧) ସମଂଥା ପ୍ରଭୁ : ସାଉଥ୍ ଫିଲ୍ମରେ ଜଣାଶୁଣା ଅଭିନେତ୍ରୀ ନାଁ ହେଲା ସଂମଥା ପ୍ରଭୁ , ଏହି ହିରୋଇନ୍ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି , ସେ ସବୁ ସୁପରଷ୍ଟାର୍ ଙ୍କ ସହ କାମ କରିଛନ୍ତି , ସମଂଥା ପ୍ରଭୁ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି , ଓ ସେହି ସୁନ୍ଦରତା ସକାଶେ ସେ ଆଜି ଦର୍ଶକଙ୍କ ମନରେ ଜାଗା ବନାଇପାରିଛନ୍ତି , ସମଂଥା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ଖବରରୁ ଜଣାଯାଏ କି ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ସେ ନିଜର ସୁନ୍ଦରତାକୁ ପରିବର୍ତ୍ତନ କରାଇଥିଲେ , ଓ ତାଙ୍କ ଚେହେରା ଏବେ ବହୁତ ସୁନ୍ଦର ହୋଇଯାଇଛି ।

 

୨) ତୃଷା କୃଷ୍ଣନ : ତୃଷା କୃଷ୍ଣନ ଜନ୍ମ ୪ ମେ ୧୯୮୩ କୁ ତାମିଲନାଡୁର ଚେନ୍ନାଇରେ ହୋଇଥିଲା । ତୃଷା ସାଉଥ୍ ଫିଲ୍ମରେ ମୁଖ୍ୟ ରୁପରେ ସକ୍ରିୟ ଥିଲେ । ଏହା ଛଡା ସେ ବଲିଉଡ୍ ଫିଲ୍ମରେ କାମ କରିଥିଲେ , ତୃଷା ତାମିଲ୍ ଓ ତେଲେଗୁ ଭାଷା ଫିଲ୍ମରେ ଅଧିକା ନଜର ଆସିଥିଲେ । ତୃଷା କୃଷ୍ଣନ ନାକର ପ୍ଲାଷ୍ଟିକ୍ ସର୍ଜରୀ କରିଥିଲେ ,

 

୩) ଅନୁଷ୍କା ସେଟ୍ଟି : ଫିଲ୍ମ ବାହୁବଳୀ ରେ ଦେବସେନା ଅଭିନୟ କରିଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତେଲେଗୁ ଓ ତାମିଲ୍ ଫିଲ୍ମରେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଅନୁଷ୍କା ସେଟ୍ଟି ଫିଲ୍ମରେ କ୍ୟାରିୟର କରିବା ହିସାବରେ ସେ ତେଲେଗୁ ଫିଲ୍ମରେ ଡେବ୍ୟୁ କରିଥିଲେ , ଏହି ଫିଲ୍ମରେ ସେ ଆର୍ ମାଧବନଙ୍କ ସହ ମୁଖ୍ୟ ଭୁମିକାରେ ନଜର ଆସିଥିଲେ । ଅନୁଷ୍କା ସେଟ୍ଟିଙ୍କ ଫଟୋ ଆଗରୁ ବହୁତ ସୁନ୍ଦର ଦେଖାଯାଉଛି । ସିଏ ବି ନିଜ ଚେହେରାକୁ ପ୍ଲାଷ୍ଟିକ୍ ସର୍ଜରି କରାଇଛନ୍ତି ।

 

୪) କାଜଲ ଅଗ୍ରୱାଲ୍ : ଅଭିନେତ୍ରୀ କାଜଲ ଅଗ୍ରୱାଲ୍ ବି ସାଉଥି ର ଏକ ଫେମସ୍ ଅଭିନେତ୍ରୀ ରହିଆସିଛନ୍ତି । କାଜଲ ବି ହିଟ୍ ଫିଲ୍ମରେ କାମ କରୁଛନ୍ତି , କାଜଲ ସହ ବଲିଉଡ୍ ଫିଲ୍ମରେ ବି କାମ କରିଥିଲେ । କାଜଲ ଅଗ୍ରୱାଲ୍ ବୋଧେ ସବୁଠାରୁ ସୁନ୍ଦର ସାଉଥ ଭାରତୀୟ ଅଭିନେତ୍ରୀ ଅଟନ୍ତି , ବହୁତ ଲୋକେ ନାକର ନର୍ଜରୀ କରିଥିବାରୁ ତାଙ୍କ ଉପରେ ଆରୋପ ଲାଗିଥିଲା ।

 

୫) ସ୍ମୃତି ହାସନ : ସ୍ମୃତି ହାସନ ଭାରତୀୟ ଗାୟିକା , ଅଭିନେତ୍ରୀ ଓ ସଂଗୀତକାର ଅଟନ୍ତି , ସ୍ମୃତି ହାସନ ତାମିଲ୍ , ତେଲେଗୁ, ଓ ହିନ୍ଦୀ ଫିଲ୍ମରେ ସୁପରହିଟ୍ ଫିଲ୍ମରେ କାମ କରିଥିଲେ , ସ୍ମୃତି ହାସନଙ୍କ ପୁରା ନାଁ ସ୍ମୃତି ରାଜଲକ୍ଷ୍ମୀ ହସନ ଅଟେ ,ତାଙ୍କ ଜନ୍ମ ୨୮ ଜାନୁୟାରୀ ୧୯୮୬ କୁ ହୋଇଥିଲା , ସେ ଚେନ୍ନାଇର ପ୍ରସିଦ୍ଧ ଅଭିନେତା କମଲ ହାସନଙ୍କ ଝିଅ ଓ ସାରିକା ଠାକୁରଙ୍କ ଘରେ ଜନ୍ମ ନେଇଥିଲେ,  ତାଙ୍କ ବାପା ତାମିଲନାଡୁ ଓ ମହାରାଷ୍ଟ୍ରରେ ଅଛନ୍ତି  ,ଆରୋପ ଅଛି କମଲ ହାସନଙ୍କ ବଡ ଝିଅ ନାକ ଓ ଓଠରେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି ।

 

୬) ଶ୍ରୀୟା ସରନ : ୨୦୦୩ ସରନ୍ ଫିଲ୍ମ ତୁଜେ ମେରି କସମ୍ ବଲିଉଡ୍ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ଅପୋଜିଟ୍ ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା ନଜର ଆସିଥିଲେ । ସରନ ଏବେ ସାଉଥ୍ ଇଣ୍ତିଆ ଟପ୍ ଅଭିନେତ୍ରୀ ଥିଲେ , କିନ୍ତୁ ଫିଲ୍ମ ଶିବାଜୀ ଦ ବସ୍ ରେ ରଜନୀକାନ୍ତଙ୍କ ସହ ଅପୋଜିଟ୍ ରେ ଆସିଥିଲେ , ଶ୍ରୀୟା ଆଗ ଅପେକ୍ଷା ଏବେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

 

୭) ଅସିନ୍ : ଅସିନ୍ ନିଜ କ୍ୟାରିୟରର ଆରମ୍ଭ ୧୫ ବର୍ଷ ବୟସରୁ ଆରମ୍ଭ କରିଥିଲେ , ସେ ମାଲାୟଲମ୍ ଫିଲ୍ମ  ନରେନ୍ଦ୍ର ମକାନ ଜୟକଥାନ ବାକା (୨୦୦୧) ରେ ସହାୟକ ଅଭିନେତ୍ରୀ ଥିଲେ , ଉଲ୍ଲାମ କେଟକୁମାଏ ପ୍ରଦର୍ଶିତ ହେବାପରେ ତାମିଲ୍ ଫିଲ୍ମ ଉଦ୍ୟୋଗରେ ପ୍ରମୁଖ ଅଭିନେତ୍ରୀ ସହ କମ୍ରଶଃ : ଗଜନୀ, ମାଜା, ଶିବକାଶୀ, ଓ ବାରାଲାରୁ ପରି ଫିଲ୍ମରେ କାମ କରିଥିଲେ , ଅସିନ୍ ସବୁଠାରୁ ଅଧିକା ସଫଳତା ପ୍ରଦାନ କରୁଥିବା ଫିଲ୍ମ ଗଜନୀ ଥିଲା ,ଅସିନ୍ ବହୁତ ହିନ୍ଦୀ ଫିଲ୍ମରେ କାମ କରିଥିଲେ , ଯେଉଁଥିରେ ରେଡି, ଜୋସ୍ -୨ , ବୋଲ ବଚ୍ଚନ, ଅଲ୍ ଇଜ୍ ୱେଲ୍ ଆଦି ପ୍ରମୁଖ ହୋଇଥିଲା , ଶୀର୍ଷରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅସିନଙ୍କ ଉପରେ ବହୁତଥର ସର୍ଜରୀ କରିବାର ଆରୋପ ଲାଗିଛି ।

Leave a Reply

Your email address will not be published. Required fields are marked *