ଖାଲିରେ ଥାଳିରେ ଯଦି ଏହି ଜିନିଷ ରଖିଦେବେ ତେବେ ଜୀବନରେ କେବେ ରୋଗରେ ପଡିବେ ନାହିଁ ଆପଣ.

ଏହି ଦୁନିଆଁରେ ପ୍ରତ୍ୟେକ ବ୍ୟକ୍ତି ଦିନ ରାତି ପରିଶ୍ରମ ଏଥିପାଇଁ କରେ କାରଣା ସେ ପେଟ ପୁରା ଦୁଇ ସମୟରେ ଖାଇପାରୁ , ଏହି ସବୁ ଖେଳ ପେଟ ପାଇଁ ନାଟ ଲାଗୁଥିବା ଭୋକ ଶାନ୍ତ କରିବା ହୋଇଥାଏ , ଭୋଜନ ଆମ ଶରୀରରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିଭାଇଥାଏ , ଯଦି ଆମକୁ ସମୟ ଥିବା ବେଳେ ଭୋଜନ ନ ମିଳେ ତେବେ ଆମ ଶରୀରରୁ ଉର୍ଜା କମିବାକୁ ଲାଗେ , ଓ ଆମେ ଠିକ୍ ଭାବେ କାମ କରିପାରିନଥାଉ ।

ବହୁତଥର ଦେଖାଯାଇଛି କି ଲୋକ ନିଜ ପେଟ ଭରିବାପାଇଁ କିଛି ଓଲଟା ସିଧା ଖାଦ୍ୟ ଖାଇନିଅନ୍ତି , ସେ ନିଜ ଖାଇବାର ଡାଇଟ୍ କୁ ନେଇ ବହୁତ ସିରିୟସ୍ ହୋଇଯାଆନ୍ତି । ତାଙ୍କ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ବଢିଯାଇଥାଏ , ଏଥିପାଇଁ ଆଜି କାଲିର ସମୟରେ ଅଧିକାଂଶ ଯୁବା ଗଞ୍ଜାପଣ, ଆଖିରେ ଚଷମା ଆସି ଅସୁବିଧାର ସାମ୍ନା କରନ୍ତି , ଆପଣ ଚାହିଁଲେ ନିଜ ଡାଇଟ୍ ରେ କିଛି ଖାସ୍ ଓ ହେଲଦି ଜିନିଷ ସାମିଲ୍ କରିବାକୁ ହେବ ।

 

ଭୋଜନରେ ସାମିଲ୍ କରନ୍ତୁ ଏହି ସବୁ ଜିନିଷ :-

 

ଯେବେ ବି ଆମେ ଭୋଜନ କରିବାକୁ ଯାଉ ତେବେ ଡାଲି ନିଶ୍ଚିତ ଖାଇଥାଉ । ଓ ନାନାଦି ପ୍ରକାରର ଡାଲି ଖାଇଥାଉ , ଯେପରି ମୁଗ, ହରଡ ବୁଟ, ଆଦି ଡାଲି ଜାତୀୟ ଖାଦ୍ୟ ନିଜ ଖାଦ୍ୟରେ ସାମିଲ୍ କରନ୍ତୁ । ଭୋଜନର ଥାଳି ନିଶ୍ଚିତ କେଉଁ ପରିବାକୁ ସାଥିରେ ନେଇ ଖାଆନ୍ତୁ , ପରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରି ଅଟେ , ଖାଇବା ସହ ସାଲାଡ ର ଉପଯୋଗ ନିଶ୍ଚିତ କରନ୍ତୁ , ବହୁତ ଲୋକେ ସାଲାଡ୍ କୁ ହାଲକାରେ ନିଅନ୍ତି , ଓ ଜଲଦି ପଚିଥାଏ ।

 

ଖାଇବା ସହ ଦହିର ସେବନ କରନ୍ତୁ , ଯଦି ହୋଇପାରିବ ଆପଣଙ୍କ ଖାଦ୍ୟରେ ବିନ୍ ଚଣା, ମଟର, ରାଜମା ଆଦି ଜିନିଷକୁ ସାମିଲ୍ କରନ୍ତୁ , ଏହି ଜିନିଷକୁ ଆପଣ ଦିନେ ଛାଡି ଦିନେ ଖାଇପାରିବେ । ବହୁତ ଲୋକଙ୍କ ଭୋଜନ ସମୟରେ ସେମାନେ ପାମ୍ପଡ୍ ଖାଇବାକୁ ପସନ୍ଦ କରନ୍ତି , କିନ୍ତୁ ଆଜି ଆମେ କହିଦେବୁ କି ପାମ୍ପଡ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବିଲକୁଲ୍ ଭଲ ହୋଇନଥାଏ , ସବୁଦିନ ପାମ୍ପଡ ଖାଇଲେ ଅପଣଙ୍କୁ ସ୍ୱାସ୍ଥ୍ୟ ସଂମ୍ପନ୍ଧି ଅସୁବିଧା ହୋଇପାରେ ,

 

ଖାଇବାର ତୁରନ୍ତ ପରେ କିମ୍ବା ମଝିରେ ପାଣି ପିଇବା ଉଚିତ୍ ନୁହେଁ , ଯଦି ଆପଣ ରହିପାରୁନାହାନ୍ତି ତେବେ ଦୁଇ ତିନି ଠୋକା ପାଣି ପିଇପାରିବେ , କହିଦେବୁ କି ଦୁଇ ଘଣ୍ଟା ପରେ ପାଣି ପିଅନ୍ତୁ , ତାହା ସହ ଖାଇବା ପରେ ଥଣ୍ତା ପାଣି ପିଅନ୍ତୁ ନାହିଁ ।

 

Leave a Reply

Your email address will not be published.