ସବୁଦିନ ସକାଳୁ ଖାଲି ପେଟରେ ଖାନ୍ତୁ ଭିଜା କିସମିସ ଆପଣଙ୍କୁ ମିଳିବ ଏପରି ଅନେକ ଲାଭ, ଜାଣିଲେ ସବୁଦିନ ଖାଇବେ ଆପଣ…

ସୁଖିଲା ମିଠା ହିସାବରେ ସବୁଠାରୁ ଅଧିକା ପସନ୍ଦ କରାଯାଏ କିସ୍ ମିସ୍ କୁ , ଯାହାର ପ୍ରୟୋଗ କ୍ଷୀର, ମିଠା ଓ ବିଭିନ୍ନ ବଞ୍ଜନ ବନାଇବାରେ କରାଯାଇଥାଏ , କିସମିସ୍ ର ପ୍ରୟୋଗ କେବଳ ସ୍ୱାଦ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟପାଇଁ ବି କରାଯାଇଥାଏ , ଏହା ଦ୍ୱାରା ବହୁତ ରୋଗର ଉପଚାର ହୋଇପାରେ , ଡାକ୍ତର ମାନେ ଏହାକୁ ଖାଇବାକୁ ଉପଦେଶ ଦିଅନ୍ତି , ଏହା ସମସ୍ତେ ଜାଣିଛନ୍ତି କି ସୁଖିଲା କିସ୍ ମିସ୍ ବନାଇବାପାଇଁ ସୁଖିଲା ଅଙ୍ଗୁରର ବହୁତ ବଡ ରୋଲ୍ ହୋଇଥାଏ , ଯଦି ଆପଣ ଶୁଖିଲା ଅଙ୍ଗୁର୍ ମାନେ କିସମିସ୍ କୁ ପାଣିରେ ବୁଡାଇ ରଖିବେ ତେବେ ଆପଣଙ୍କୁ ବହୁତ ଅଧିକା ଫାଇଦା ହେବ , ମାତ୍ର ୭ ଦିନ ଯାଏଁ ଏହାକୁ ଖାଲି ପେଟରେ ବତୁରାଇ ଖାଇବେ , ଦେଖିବେ କେତେ ପ୍ରକାରର ରୋଗ ଭଲ ହୋଇଯିବ ।

 

ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହାକୁ ତିନୋଟି ରୋଗରୁ ଉପଶମ ମିଲିବ , ତାହା ସହ ସବୁଦିନ ପାଇଁ ଆପଣଙ୍କ ରୋଗରୁ କଣ୍ଟ୍ରୋଲ୍ ରେ ରହିବ , ସବୁଦିନ କିସମିସ୍ ସେବନ କଲେ ଆପଣଙ୍କୁ ଚମତ୍କାରୀ ଫାଇଦା ମିଳିବ , ଆସନ୍ତୁ ଜାଣିବା ।

 

୧) ଯଦି ଆପଣ ସାତ ଦିନ ଲଗାତାର କିସମିସ୍ କୁ ବତୁରାଇ ଖାଇବେ , ତେବେ ଆପଣଙ୍କ ଶରୀରରେ କେବେ ବି ରକ୍ତର ହିନତା ହେବ ନାହିଁ , ଏଥିପାଇଁ ଡାକ୍ତରମାନେ କିସ୍ ମିସ୍ ଖାଇବାକୁ ଉପଦେଶ ଦିଅନ୍ତି , ଏହାକୁ ଗରିବ ଲୋକଙ୍କୁ ମିଠା ସହ ଦେଇଥାନ୍ତି , ଓ ଏହା ବଜାରରେ ମିଳିଯାଇଥାଏ ।

୨) ରାତିରେ ବତୁରାଇଥିବା କିସ୍ ମିସ୍ କୁ ଖାଇଲେ ଆପଣଙ୍କ ଦାନ୍ତର ଦୁର୍ଗନ୍ଧ , ପୋକ ଖାଇବା ଓ ଛୋଟମୋଟ ରୋଗ ଭଲ ହୋଇଯିବ , ଏମିତି କଲେ ଦାନ୍ତରେ ପୋକ ଖାଇବେ ନାହିଁ , ଓ ଆପଣଙ୍କ ଶରିରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ , ଓ ଶରୀର ସୁସ୍ଥ୍ୟ ରହିଥାଏ ,

 

୩) ଯଦି ଆପଣଙ୍କୁ ଏସିଡିଟି ହେଉଛି ତେବେ ୭ ଦିନ ଯାଏଁ ଆପଣଙ୍କୁ ଖାଲି ପେଟରେ ତିନି ଚାରୋଟି ବତୁରାଇଥିବା କିସ୍ ମିସ୍ ଖାଆନ୍ତୁ , ଏହାର ଫରକ ଦୁଇ ତିନି ଦିନ ମଧ୍ୟରେ ଦେଖାଦେବ , ଓ ଧିରେ ଧିରେ ଆପଣଙ୍କ ଗ୍ୟାସ ବି ଦୂର ହୋଇଯିବ , ଓ ସବୁ ଅସୁବିଧାରୁ ମୁକ୍ତି ମିଳିପାରିବ ।

କିସମିସ୍ ସେହି ଲୋକଙ୍କୁ ସେବନ କରିବା ଉଚିତ୍ ଯାହାଙ୍କୁ କୋଲେଷ୍ଟ୍ରୋଲ୍ ସମସ୍ୟା ହୋଇଥାଏ , କିସମିସ୍ ଖାଇଲେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରୋଲ୍ ସ୍ତର ମୁଖ୍ୟ କାରକ ଟ୍ରାଇଗ୍ଲିସେରାଇଟ୍ସ ସ୍ତରକୁ କମ୍ କରିଥାଏ ,

 

ଯଦି ଆପଣ ଅଧିକା ବୟସର ଦେଖାଯାଉଛନ୍ତି ତେବେ ବତୁରାଇଥିବା କିସ୍ ମିସ୍ ସେବନ କରନ୍ତୁ , ଏହାକୁ ନିୟମିତ ସେବନ କଲେ , ଫ୍ଲେବେନାଇଡ୍ସ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱ ତ୍ୱଚାର ଦାଗ ସବୁ ଦୂର କରିଦେଇଥାଏ।

କବଜ୍ ଓ ପାଚନ ର ସମସ୍ୟା ରହିଲେ କିସମିସ୍ କୁ ନିୟମିତ୍ ସେବନ କରନ୍ତୁ , ଏହା ଶରୀରରେ ଅମାଶୟ ରସକୁ ତିଆରି କରିବାରେ ସାହାଯ୍ୟ କରେ , ଯାହା ଦ୍ୱାରା ପାଚନ କ୍ରିୟା ସୁଦୃଢ ହୁଏ ।

ଯଦି ଆପଣଙ୍କ ଲିଭରରେ କୌଣସି ଅସୁବିଧା ହେଉଛି , ତେବେ ଏହାକୁ ନିୟମିତ ରୁପରେ ସେବନ କରନ୍ତୁ , କିସମିସ୍ ପାଣି ମଣିଷ ଶରୀରରୁ ମେଟାବଲିଜିମ୍ କଣ୍ଟ୍ରୋଲ୍ କରି ସୁଚାରୁ ରୁପେ ନିୟନ୍ତ୍ରିତ କରିଥାଏ ।

Leave a Reply

Your email address will not be published.