April 13, 2024

Odia Express

News For Public

କମ୍ ଉଚ୍ଚତା ଥିବା ଝିଅଙ୍କୁ ବାହା ହେଲେ ଏହି ଫାଇଦା ସବୁ ମିଳିଥାଏ – ସମସ୍ତେ ଏହି କଥା ନିଶ୍ଚୟ ଜାଣି ରଖନ୍ତୁ…

କୌଣସି ବ୍ୟକ୍ତିର ବାହାଘର ତା ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ମାନିଥାନ୍ତି । ବାହାଘର ବିନା ବ୍ୟକ୍ତିର ଜୀବନ ଅଧୁରା ରହିଯାଏ , ଯେଉଁ ଭଳି ଗାଡି ଚାଲିବାକୁ ହେଲେ ଯାହା ହେଲେ ଦୁଇଟି ଚକାର ଆବଶ୍ୟକତା ଥାଏ , ଠିକ୍ ସେହିପରି ଜୀବନରେ ବିବାହ କରି ଆଗକୁ ସଂସାର ବଢାଇବାକୁ ହେଲେ ଜୀବନରେ ଜୀବନସାଥି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ସେଥିପାଇଁ ପୁରୁଷ ଓ ମହିଳାଙ୍କ ମିଳନକୁ ବିବାହର ଆଖ୍ୟା ଦିଆଯାଇଛି, ବାହାଘର ପରମ୍ପରା ଆଜିଠୁ ନୁହେଁ ବିଗତ ପୁରାଣ ଯୁଗରୁ ଚାଲି ଆସୁଛି , ଏବେ କିନ୍ତୁ ବାହାଘର ବହୁତ ଅତ୍ୟାଧୁନିକ ଢାଞ୍ଚାରେ ହେଲାଣି ।

 

ଆଜି କାଲି ସମୟରେ ଯେବେ କେଉଁ ପୁଅ ପାଇଁ କେଉଁ ଝିଅ ଖୋଜା ହୁଏ ତେବେ କିଛି କଥାକୁ ବେଶୀ ଦାୟିତ୍ୱ ଦେଇଥାନ୍ତି , ଯେମିତି ଝିଅର ବୟସ କମ୍ ହେବା ଦରକାର , ଚାକିରି ନ କରି ଘରର ଦାୟିତ୍ୱ ନେବା , ଏହା ସହ ଛୋଟ ହାଇଟ୍ ମାନେ ଉଚ୍ଚତା ନ ହୋଇଥିବା ଦରକାର । କିନ୍ତୁ ଆଜି କାଲି ଛୋଟ ଉଚ୍ଚତା ବିଶିଷ୍ଟ ଝିଅମାନେ ଲୋକଙ୍କୁ ବେଶୀ ଆକର୍ଷିତ ଲାଗନ୍ତି । ଏହା ମଧ୍ୟରେ କିଛି ରହସ୍ୟ ଲୁକ୍କାଇତ ଅଛି ଯାହା ଆଜି ଆମେ ଏହି ଲେଖ ମାଧ୍ୟମରେ ପ୍ରକାଶ କରିବୁ , ଆସନ୍ତୁ ଜାଣିବା ।

 

ଗୋଟେ ଗବେଷଣାରୁ ଜଣା ପଡିଛି କମ୍ ଉଚ୍ଚତା ଥିବା ଝିଅମାନେ ଦେଖିବାକୁ ସୁନ୍ଦର ଲାଗନ୍ତି । ଏହାଛଡା କମ୍ ଉଚ୍ଚତା ବିଶିଷ୍ଟ ଝିଅମାନେ ବହୁତ ଇମୋସୋନାଲ୍ ହୋଇଥାନ୍ତି । ସେମାନେ ଛୋଟେ ଛୋଟ କଥାକୁ ଧରିଲେ କାନ୍ଦିବାକୁ ଲାଗନ୍ତି । ସେଥିପାଇଁ ଯାହାକୁ ସେ ନିଜ ଜୀବନରୁ ବଳି ଭଲ ପାଇବସନ୍ତି ସେ କେବେ ତାଙ୍କୁ ହାତଛଡା କରନ୍ତି ନାହିଁ।

 

ସେମାନେ ବହୁତ ଦାୟିତ୍ୱବାନ ହୋଇଥାନ୍ତି , ସେମାନେ ନିଜ ଜୀବନସାଥୀଙ୍କ ଯତ୍ନ ବହୁତ ଦାୟିତ୍ୱରେ ନିଅନ୍ତି , ଯଦି ଆପଣଙ୍କ ଜୀବନସାଥୀ କମ୍ ଉଚ୍ଚତାର ହୋଇଥିବେ ତେବେ ଆପଣ ତାକୁ କୁଣ୍ତାଇଲେ ସେ ଆପଣଙ୍କ ଛାତିରେ ଆରାମରେ ପହଞ୍ଚିପାରିବେ , ଯାହା ଦ୍ୱାରା ପ୍ରେମ ଦୁଇ ଗୁଣା ବଢିଯାଇଥାଏ ।

 

କମ୍ ଉଚ୍ଚତା ଥିବା ଝିଅମାନଙ୍କର ବୟସ ବିଷୟରେ ଜଣା ପଡିନଥଏ , ସେମାନେ ଅଧିକା ବୟସର ହୋଇଥିଲେ ମଧ୍ୟ ସେମାନେ କମ୍ ବୟସର ଦେଖାଯାଆନ୍ତି , ଓ ଏହା ସହ ସେମାନେ କମ୍ ଉଚ୍ଚତା ଥିବା ଯୋଗୁଁ ଅଧିକା ଦିନ ଜବାନ୍ ରହିଥିବା ବୋଲି ଜଣାଯାଏ , ଏହା ସହ ଆପଣ ଜାଣିଥିବେ କି ଯଦି କେଉଁ ଝିଅ କମ୍ ଉଚ୍ଚତାର ହୋଇଥିବେ ତେବେ ଆପଣ କୁଣ୍ତାଇଲା ବେଳକୁ ସେମାନେ ବହୁତ ରୋମାଣ୍ଟିକ୍ ଅନୁଭବ କରନ୍ତି ,

Leave a Reply

Your email address will not be published. Required fields are marked *