April 19, 2024

Odia Express

News For Public

ଭାଙ୍ଗିଯାଇଥିବା ହାଡକୁ କିଛି ମିନିଟ୍ ମଧ୍ୟରେ ଯୋଡି ଦେଇଥାଏ କରମଙ୍ଗା ଗଛର ଛାଲ , ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର ..

1 min read

କରମଙ୍ଗା ଗଛ ଭାରତରେ ମିଳୁଥିବା ଏକ ଔଷଧୀୟ ବୃକ୍ଷ ଅଟେ , ଏହି ଗଛର ଛାଲ ବିଷୟରେ ଆପଣ ନିଶ୍ଚିତ ଭାବେ ଶୁଣିଥିବେ , ଏହି ଛାଲକୁ ଖରାରେ ସୁଖାଇ ତାହାର ପାଉଡର ବନା ହୋଇଥାଏ , ଯାହା ଗୋଟେ ରୋଗ ନୁହେଁ ବରଂ ନାନାଦି ରୋଗରୁ ଉପଶମ ଦେଇଥାଏ । ହୃଦ ରୋଗୀଙ୍କ ପାଇଁ ଏହା ବହୁତ ଆରାମ ଦେଇଥାଏ , ଏହାର ବ୍ୟବହାରରେ ଉଚ୍ଚ ରକ୍ତଚାପ, ବଢିଯାଇଥିବା କୋଲେଷ୍ଟ୍ରୋଲ୍ ହୃଦ ଘାତ ଓ ଓଜନ ବୃଦ୍ଧି ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ , ଜାଣନ୍ତୁ ଏହି ଗଛର ଛାଲରୁ ମିଳିଥିବା ଫାଇଦା ବିଷୟରେ ,

 

ହୃଦ ରୋଗ ପାଇଁ କରମଙ୍ଗା ଗଛର ଛାଲକୁ ଚୁର୍ଣ୍ଣ ବନାଇକରି କପଡାରେ ଛାଣି ନିଅନ୍ତୁ , ୩-୩ ଗ୍ରାମ ଅଧାରୁ ଛୋଟ ଚାମଚ ପାଣିର ସହ ସକାଳୁ ଓ ସଂନ୍ଧ୍ୟା ସମୟରେ ଏହାକୁ ସେବନ କରିବେ , କିମ୍ବା କରମଙ୍ଗା ଗଛର ଛାଲକୁ ୪୦୦/୫୦୦ ମିଲି  ପାଣିରେ ପକାଇଦିଅନ୍ତୁ , ୨୦୦ ମିଲି ହେବାପରେ ଗ୍ୟାସରୁ ବାହାର କରି ନିୟମିତ ସକାଳୁ ଓ ସଂନ୍ଧ୍ୟା ସମୟରେ ୧୦-୧୦ ମିଲି କରି ସେବନ କଲେ ସେଥିରୁ ବହୁତ୍ କିଛି ଫାଇଦା ପାଇପାରିବେ ।

ଏହା ଛଡା ଭାଙ୍ଗିଯାଇଥିବା ହାଡକୁ ଯୋଡିବାରେ ଏହା ବହୁତ ଫାଇଦା ଦାୟକ ହୋଇଥାଏ , ଯଦି ଭାଙ୍ଗିଯାଇଥିବା ହାଡକୁ ଯୋଡିବାର ଅଛି ତେବେ ଆପଣଙ୍କୁ କରମଙ୍ଗା ଗଛର ଛାଲକୁ କ୍ଷୀରର ସହ ସେବନ କଲେ ହାଡ ଗୁଡିକ ଯୋଡି ହୋଇଯାଇଥାଏ , ଏହା ଛଡା ଯଦି ଆପଣ କରମଙ୍ଗା ଗଛର ଛାଲକୁ ଘିଅରେ ପେଷିକରି ହାଡରେ ପଟି ବାନ୍ଧିକରି ଲଗାଇଦେବେ ତେବେ ହାଡଗୁଡିକ ସହଜରେ ଯୋଡି ହୋଇଯିବ ,

 

କରମଙ୍ଗା ଗଛର ଛାଲ ବି କାଶ ପରି ସମସ୍ୟାରୁ ଆଶ୍ୱସ୍ତି ଦେଇଥାଏ , ଯଦି ଲମ୍ବା ସମୟରୁ ଆପଣ କାଶ ସକାଶେ ଅସୁବିଧା ଭୋଗୁ ଛନ୍ତି ତେବେ କେଉଁ ବୋତଲରେ ଏହାର ଚୁର୍ଣ୍ଣକୁ ରଖିନିଅନ୍ତୁ , ଏହି ଚୁର୍ଣ୍ଣକୁ ୩ ଗ୍ରାମ ଛୋଟ ଅଧା ଚାମଚ ମାତ୍ରାରେ ମହୁ ସହ ମିଶାଇ ରୋଗୀକୁ ସେବନ କରାଇଲେ କାଶରୁ ଆଶ୍ୱସ୍ତି ମିଳିଥାଏ ।

କରମଙ୍ଗା ଗଛର ଛାଲର ଚୁର୍ଣ୍ଣକୁ ଦେଶୀ ଜାମୁକୋଳିର ମଞ୍ଜି ସହ ଚୁର୍ଣ୍ଣର ସଠିକ୍ ମାତ୍ରାରେ ସେବନ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଧା ଚାମଚ ଏହି ଚୁର୍ଣ୍ଣକୁ ଅଳ୍ପ ନଖ ଉଷୁମ ପାଣିରେ ମିଶାଇ ନେଲେ ବହୁତ ଫାଇଦା ମିଳିଥାଏ , ଏହି ପ୍ରକିୟା ଡାଇବେଟିଜ୍ ରୋଗୀଙ୍କ ପାଇଁ ବହୁତ ଫାଇଦା ଦାୟକ ଅଟେ ।

Leave a Reply

Your email address will not be published. Required fields are marked *