April 25, 2024

Odia Express

News For Public

ଏହି ଜାଗାରେ ବାହା ହେବା ପାଇଁ ପାଗଳ ହେଉଛନ୍ତି ସୁନ୍ଦରୀ ସୁନ୍ଦରୀ ଝିଅମାନେ – କେହି ପୁରୁଷ ନାହାନ୍ତି ଏଠାରେ..

ସମସ୍ତେ ଜାଣିଛନ୍ତି କି ଦୁନିଆଁରେ ଏମିତି ବହୁତ ଅଜିବ ଗରିବ ଦେଶ ଅଛି ଯେଉଁଠି ଅଲଗା ଅଲଗା ରୀତିନୀତି ପ୍ରଚଳିତ ଅଛି , ଯାହାକୁ ଶୂଣି କେହି ବି ଭରସା କରିପାରିବେ ନାହିଁ । ସବୁ ବ୍ୟକ୍ତିର ସ୍ୱପ୍ନ ହୋଇଥାଏ କି ତାର ବାହାଘର ବହୁତ ଆଡମ୍ବର ସହ ହେଉ । ଦୁନିଆଁର ସବୁ ବ୍ୟକ୍ତି ନିଜ ଜୀବନ ସାଥି ରୁପ୍ରେ ଏକ ଭଲ ବ୍ୟକ୍ତି ଚାହିଁଥାଏ , ସେ ପୁଅ ହେଉ କିମ୍ବା ଝିଅ , ନିଜ ଜୀବନସାଥି ବିଷୟରେ ବହୁତ ଲୋକେ ନାନାଦି ସ୍ୱପ୍ନ ଦେଖିଥାନ୍ତି , ଯେଉଁ ମଣିଷକୁ ତାହାର ମନ ମୁତାବକ ସାଥି ମିଳିଯାଉ , ତାହାର ଦୁନିଆଁ ବହୁତ ସୁନ୍ଦର ହୋଇଯାଏ । ଏଥିପାଇଁ ଆଜି କାଲିର ପୁଅ ହେଉ କିମ୍ବା ଝିଅ ନିଜ ଇଚ୍ଛା ମୁତାବକ ଜୀବନସାଥି ବାଛୁଛନ୍ତି ।

 

ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହି ଦୁନିଆଁରେ ଏମିତି ଏକ ଦେଶ ଅଛି ଯେଉଁଠି ଝିଅ ମାନେ ବାଧ୍ୟତା ମୁଳକ ବାହା ହେଉଛନ୍ତି , ତାହା ଅନ୍ୟ କୌଣସି ଦେଶ ନୁହେଁ ସିରିଆ ଅଟେ , ସିରିଆରେ ପୁରୁଷ ନଥିବାରୁ ଏଠାରେ ଜବାନ ଝିଅମାନେ ନିଜ ବୟସରୁ ବହୁତ ବୟସ୍କ ପୁରୁଷଙ୍କୁ ବିବାହ କରିବାକୁ ବାଧ୍ୟ ହେଉଛନ୍ତି , ହଁ ଆଜ୍ଞା ଏହା ସତ , ଆପଣଙ୍କୁ ଏହା ବିଶ୍ୱାସ ଲାଗୁ ନଥାଇ ପାରେ କିନ୍ତୁ ଏହା ବିଲକୁଲ୍ ସତ ଅଟେ ।

Leave a Reply

Your email address will not be published. Required fields are marked *