ଜାଣନ୍ତୁ ରାଧିକା ମର୍ଚେଣ୍ଟ କି?, ଯିଏ ଅମ୍ବାନୀଙ୍କ ପରିବାରରେ ସବୁବେଳେ ନଜର ଆସନ୍ତି ..

ଦେଶର ସବୁଠାରୁ ବଡ ବିଜନେସ୍ ମ୍ୟାନ୍ ମୁକେଶ ଅମ୍ବାନୀ ଙ୍କ ଝିଅ ଇଶା ଅମ୍ବାନୀ ଓ ପୁଅ ଆକାଶ ଅମ୍ବାନୀ ଦୁହେଁଙ୍କର ବାହା ଘର ହୋଇସାରିଛି , ଗତ ବର୍ଷ ଇଶାଙ୍କ ବିବାହ ହୋଇଥିଲା , ଓ ସେହି ବର୍ଷ ତାହା ରୋୟାଲ୍ ୱେଡିଙ୍ଗ୍ ଥିଲା , ଠିକ୍ ଏହିପରି ତାଙ୍କ ପୁଅ ଆକାଶଙ୍କ ବାହାଘର ବି ହୋଇଥିଲା , ଦୁହେଁ ବାହାଘର ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଥିଲା , କଥା ହେବା ଯଦି ଫଟୋର ତେବେ ଏହି ଦୁହିଁଙ୍କ ବାହାଘରରେ ଗୋଟେ ଝିଅକୁ ବହୁତ ନୋଟିସ୍ କରାଗଲା , ସେଥିଲେ ରାଧିକା ମର୍ଚେଣ୍ଟ, କହିଦେବୁ କି ରାଧିକା ମର୍ଚେଣ୍ଟ, ଦୁହେଁ ବାହାଘରର ଏକ ମୁଖ୍ୟ ଆକର୍ଷଣର କେନ୍ଦ୍ର ଥିଲେ , ଖବରରୁ ଜଣାଯାଏ କି ରାଧିକା, ମୁକେଶ ଅମ୍ବାନୀ ଓ ଛୋଟ ଭାଇ ଅନନ୍ତ ଅମ୍ବାନୀଙ୍କ ଗାର୍ଲଫ୍ରେଣ୍ତ ଅଟେ , ରାଧିକା ଏହି ଫଟୋ ପରେ ମିଡିଆରେ ମୁକେଶ ଅମ୍ବାନୀଙ୍କ ଛୋଟ ବୋହୂ ନାଁରେ ଜଣାଯାଇଥାଏ ।

 

ରାଧିକା ମର୍ଚେଣ୍ଟ ଛୋଟ ବଡ ଫଙ୍କସନ୍ ଓ ଇଭେଣ୍ଟରେ ନଜର ଆସନ୍ତି , ରାଧିକା ଦେଖିବାକୁ ଯେତେ ସୁନ୍ଦର ଦେଖାଯାଆନ୍ତି , ସେତେ ପ୍ରୋଫେସନାଲ୍ ଲାଇଫ୍ ରେ ବି ଅଛନ୍ତି , ରାଧିକା ବିରେନ୍ ଏନ୍ କୋର୍ ହେଲଥ୍ କେୟାର୍ ର ସିଇଓ ଓ ଭାଇସ୍ ଚେୟାର୍ ମ୍ୟାନ୍ ଅଛନ୍ତି , ରାଧିକାଙ୍କ ଗୋଟେ ଭଉଣୀ ଅଞ୍ଜଳି ବି ଅଛି, ଅଞ୍ଜଳୀ ଏହି କମ୍ପାନୀରେ ଡାଇରେକ୍ଟର ଅଛନ୍ତି , କହିଦେବୁ କି ରାଧିକାଙ୍କ ପାଠ ପଢା ଉପରେ ତେବେ ସେ ନ୍ୟୁୟର୍କ ୟୁନିଭରସିଟିରୁ ପଲିଟିକ୍ସ ଓ ଇକୋନୋମିକ୍ସ ରେ ଗ୍ରାଜୁଏସନ୍ କରିଛନ୍ତି , ଯାହାପରେ ସେ ଭାରତ ଫେରି ଆସି ୨୦୧୭ ରେ ଇସପ୍ରଭା ରେ ସେଲ୍ସ ଏକଜ୍ୟୁଭିଟିଭ୍ ହିସାବରେ କାମ କରିଥିଲେ , ଏତିକି ନୁହେଁ ରାଧିକା ମର୍ଚ୍ଚେଣ୍ଟ କେଦାର୍ କଂନ୍ସଲଟେଣ୍ତ ମ୍ ଦେଶାଇ ଆଣ୍ତ ଦିବାନଜୀ , ଓ ଇଣ୍ତିଆ ଫାଷ୍ଟ ପରି କମ୍ପାନୀ ସହ କାମ କରିଛନ୍ତି , କହିଦେବୁ କି ଏହି ମଧ୍ୟରେ ଖବର ଆସୁଛି କି ରାଧିକା ଓ ଅନନ୍ତଙ୍କ ନିର୍ବନ୍ଧ ହୋଇସାରିଛି, କିନ୍ତୁ ପରେ ଅମ୍ବାନୀ ପରିବାର ପ୍ରବକ୍ତା ଏହି କଥାକୁ ମିଛ ପ୍ରଚାର ବୋଲି କହିଛନ୍ତି , କହିଦେବୁ କି ରାଧିକା ମର୍ଚ୍ଚେଣ୍ଟ ବିଜନେସ୍ ମ୍ୟାନ୍ ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ଅଟନ୍ତି ।

 

ମର୍ଚ୍ଚାଣ୍ଟ ପରିବାର ମୂଳତଃ ଗୁଜୁରାଟର ବାସିନ୍ଦା ଅଟନ୍ତି , କିନ୍ତୁ ନିଜ ବିଜନେସ୍ ପାଇଁ ସେ ଏବେ ମୁମ୍ବାଇ ସିଫ୍ଟ ହୋଇଯାଇଛନନ୍ତି , ୧୬ ଜାନୁୟାରୀ ୧୯୬୭ ରେ ଜନ୍ମ ବିରେନ୍ ମର୍ଚ୍ଚାଣ୍ଟ ADF ଫୁଡ୍ସ ଲିମିଟେଡ୍ ନାନ୍ ଏକଜ୍ୟୁଭିଟିଭ୍ ଡାଇରେକ୍ଟର ଅଟନ୍ତି , ଏହା ସହ ସେ ବହୁତ କମ୍ପାନୀଗୁଡିକରେ ସିଇଓ ଓ ଭାଇସ୍ ଚେୟାର୍ ମ୍ୟାନ୍ ଅଛନ୍ତି , କହିଦେବୁ କି ମର୍ଚ୍ଚେଣ୍ଟଙ୍କ ପରିବାର କାହାଣୀ ଅମ୍ବାନୀ ପରିବାର ସହ ମେଳ ଖାଉଛି , ଯେଉଁପରି ଧୀରୁ ଭାଇ ଅମ୍ବାନୀ ଏକ ସାଧାରଣ ଟ୍ରେଡର୍ ରୁ ନିଜ ଯାତ୍ରା ଆରମ୍ଭ କରିଥିଲେ , ସେହି ପରି ବିରେନ୍ ମର୍ଚାଣ୍ଟ ବି ବାପା ଅଜିତ୍ କୁମାର ଗୋବର୍ଧନ ମର୍ଚ୍ଚାଣ୍ଟ ଖଟାଓ ସାଧାରଣ ଟ୍ରେଡର୍ ଭଳି ନିଜ ବିଜିନେସ୍ ଆରମ୍ଭ କରିଥିଲେ , ବିରେନ୍ ଙ୍କ ପରିବାରଙ୍କ ବହୁତ କମ୍ପାନୀ ଅଛି ,ଓ ତାଙ୍କ ପୁରା ପରିବାର ବିଜନେସ୍ କରୁଛନ୍ତି ।

 

ବହୁତ କମ୍ପାନୀର ଡାଇରେକ୍ଟର୍ ଓ ଏମ୍ ଡି ଅଛନ୍ତି ବିରେନ୍ ମର୍ଚ୍ଚାଣ୍ଟ ।

୧) ଏନକୋର୍ ନ୍ୟାଚୁରାଲ୍ ପଲିମର୍ସ ପ୍ରାଇଭେଟ୍ ଲିମିଟେଡ୍ ।

୨) ଏନକୋର୍ ପଲିଫ୍ରେକ୍ ପ୍ରାଇଭେଟ୍ ଲିମିଟେଡ୍ ।

୩) ZYG  ଫାର୍ମା ପ୍ରାଇଭେଟ୍ ଲିମିଟେଡ୍ ।

୪) ସାଇ ଦର୍ଶନ ବିଜନେସ୍ ସେଣ୍ଟରର୍ସ ପ୍ରାଇଭେଟ୍ ଲିମିଟେଡ୍ ।

୫) ଏନକୋର୍ ବିଜନେସ୍ ସେଣ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ ।

 

୬) ଏନକୋର୍ ବିଜନେସ୍ ସେଣ୍ଟର୍ସ LLP ରେ ପାର୍ଟନର୍ ଅଛନ୍ତି ।

୭) ଏନକୋର୍ ହେଲଥ୍ କେୟାର୍ ଇଣ୍ଟରନ୍ୟାଶାନାଲ୍ ପ୍ରାଇଭେଟ୍ ଲିମିଟେଡ୍ ହେଲଥ୍ ସୋସିଆଲ୍ ୱାର୍କ ।

୮) ଏନକୋର୍ ହେଲଥ୍ କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ।

Leave a Reply

Your email address will not be published.