April 20, 2024

Odia Express

News For Public

“ଜୁଦାଇ” ଫିଲ୍ମରେ ନଜର ଆସିଥିବା ନିରୀହ ଛୁଆ ଏବେ ହୋଇସାରିଛି ବଲିଉଡ୍ ର ସବୁଠାରୁ ବଡ ସୁପରଷ୍ଟାର , ନାମ ଜାଣିଲେ ହୋସ୍ ଉଡିଯିବ ଆପଣଙ୍କର

ଯଦି ଆପଣ ବଲିଉଡ୍ ର କଥା କହିବେ ତେବେ ଏଥିରେ କୌଣସି ଅବିଶ୍ୱାସୀ ନାହିଁ କି ବଲିଉଡ୍ ରେ ଆସିଥିବା ନୂଆ ବାଳ କଳାକାର ନିଜ ଅଭିନୟ ଦ୍ୱାରା ବହୁତ ହିଟ୍ ଫିଲ୍ମ କରିଦେଇସାରିଛନ୍ତି , ସେମିତି ବହୁତ ଫିଲ୍ମରେ ତାଙ୍କୁ ବାଳ କଳାକାର ଭାବେ ଅଭିନୟ କରୁଥିବାର ଆପଣ ଦେଖିଥିବେ , କିନ୍ତୁ ଯେଉଁ କଳାକାରଙ୍କ ବିଷୟରେ ଆମେ କଥା ହେଉଛୁ ସେ ବହୁତ ବଡ ହୋଇସାରିଛନ୍ତି , ଓ ଏହା ସହ ସେ ହ୍ୟାଣ୍ତସମ୍ ବି ଦେଖାଯାଉଛନ୍ତି , ଏହି ବାଳ କଳାକାରକୁ ଲୋକପ୍ରିୟ ଫିଲ୍ମରେ ଦେଖିଥିବେ

କିନ୍ତୁ ଏତେ ବଡ ହୋଇସାରିବା ପରେ ବହୁତ କମ୍ ଲୋକ ଏମିତି ଥିବେ ଯିଏକି ତାଙ୍କୁ ଚିହ୍ନି ପାରିନଥିବେ , ସେମିତି ଆପଣଙ୍କ ସୂଚନା ପାଇଁ କହିଦେବୁ କି ଆମେ ଜୁଦାଇ ଫିଲ୍ମର ସେହି ବାଳ କଳାକାରଙ୍କ ବିଷୟରେ କଥା ହେଉଛୁ ଯିଏକି ଛୁଆବେଳରେ ଅନିଲ୍ କାପୁରଙ୍କ ପୁଅର ଅଭିନୟ କରିଥିଲେ ।

 

ହଁ ଆଜ୍ଞା ଏହି ଫିଲ୍ମ ୧୯୯୭ ରେ ଆସିଥିଲା ଓ ଏହି ଫିଲ୍ମ ହିଟ୍ ବି ହୋଇଥିଲା , ଏହା ଛଡା ଏହି ଛୁ ଫିଲ୍ମ ମାସୁମ୍ ରେ ଅଭିନୟ କରିଥିଲେ , ଓ ସମସ୍ତଙ୍କ ହୃଦୟ ଜିତି ଥିଲେ , ଏବେ ସେ ବହୁତ ବଡ ହୋଇସାରିଛନ୍ତି , ତାଙ୍କର ସୁପରହିଟ୍ ଗୀତ ଛୋଟ ବଚ୍ଚା ଜାନ୍ କେ ହମକୋ ନା କୋଇ ଆଖଁ ଦିଖା ନା ରେ , ଗୀତ ବହୁତ ପ୍ରସିଦ୍ଧ ଲାଭ କରିଥିଲା , ଏହା ଛଡା ସେ ଜୁଡୁବା ଫିଲ୍ମରେ ସଲମାନଙ୍କ ଛୁଆବେଳର ଅଭିନୟ ବି କରିଥିଲେ

 

ଆପଣଙ୍କ ସୂଚନା ପାଇଁ କହିଦେବୁ କି ଏହି ଦେବୁ କି ଏହି ବାଳ କଳାକାରଙ୍କ ଅସଲି ନାଁ ଓମକାର କାପୁର ଅଟେ , ଯିଏ କି ବଲିଉଡ୍ ର ସୁପରହିଟ୍ ଫିଲ୍ମ ପ୍ୟାର୍ କା ପଞ୍ଚ ନାମା ଫିଲ୍ମରେ ଦେଖାଦେଇଥିଲେ , ସେମିତି ଏହି ଫିଲ୍ମରେ ସେ ସହ କଳାକାର ଭାବେ ନଜର ଆସିଥିଲେ , କିନ୍ତୁ ଦର୍ଶକମାନେ ତାଙ୍କ ଅଭିନୟଙ୍କୁ ବହୁତ ପସନ୍ଦ କରିଥିଲେ ।ଏବେ ସେ ବହୁତ ଜଲଦି ବଲିଉଡ୍ ରେ ନିଜର ପାଦ ଦେବାକୁ ଯାଉଛନ୍ତି , ସିଏ ଛୋଟ ବେଳରୁ ଯେଉଁ ଅଭିନୟର ପାରିଦର୍ଶିତା ଦେଖାଇଥିଲେ ତାହା ଆଜି ବି ଅଛି

 

ସେ ନିଜ ଅଭିନୟ ଦ୍ୱାରା ଲୋକଙ୍କୁ ମତୁଆଲା କରିଦେଇଛନ୍ତି , ସେମିତି ବଲିଉଡ୍ ରେ କେବଳ ଗୋଟିଏ ଫିଲ୍ମରେ ତାଙ୍କର ଅଭିନୟ ଦେଖିବାକୁ ମିଳିଛି , ଏବେ କହିବାକୁ ଗଲେ ବଲିଉଡ୍ ରେ ଏତେ ପ୍ରତିଯୋଗିତା ବଢିଯାଇଛି କି ବଲିଉଡ୍ ରେ ସ୍ଥାୟୀ ହୋଇରହିବା ବହୁତ କଷ୍ଟକର ହୋଇପଡିଛି , କିନ୍ତୁ ନିଜର ପରିଶ୍ରମ ଓ ନିଜର ମଧ୍ୟରେ ପ୍ରତିଭା ଦ୍ୱାରା ସବୁକିଛି ହାସିଲ୍ କରିହେବ , ଏମିତିରେ ଆମେ ଆଶା କରିବୁ କି ଓମକାର୍ ଯାହା ହାସିଲ୍ କରିବାକୁ ଚାହୁଁଛନ୍ତି , ତାଙ୍କୁ ତାହା ମିଳିପାରୁ , ସେ ନା କେବଳ ଫିଲ୍ମରେ କାମ କଲେ , କିନ୍ତୁ ଆମକୁ ଆଶା ଅଛି କି ସେ ଚାଲୁଥିବା ବକ୍ସ ଅଫିସରେ ଆଗାମୀ ଫିଲ୍ମରେ ଅଭିନୟ କରି ବହୁତ ନାଁ କମାଇବେ , ତାଙ୍କର ନୂଆ ଫିଲ୍ମ ପାଇଁ ସମସ୍ତଙ୍କୁ ଅପେକ୍ଷା ଅଛି ,

Leave a Reply

Your email address will not be published. Required fields are marked *