April 10, 2024

Odia Express

News For Public

କିଡନୀ, ଫୁସ୍ ଫୁସ୍ ,ଲିଭର୍ କୁ ୭ ଦିନ ଭିତରେ ସଫା କରିଦେଇଥାଏ ଏହି ଗଛର ପତ୍ର , ଏହାକୁ ଖାଇଲେ ମଣିଷ ବଞ୍ଚିପାରିବ ୧୦୦ ବର୍ଷ ଯାଏଁ ..

ଆଜିର କର୍ମ ବହୁଳ ଜୀବନରେ ଆମର ଜୀବନଶୈଳୀରେ ବହୁତ ପରିବର୍ତ୍ତନ ଦେଖାଦେଇଛି , ଯାହାକୁ ଚାହିଁଲେ ବି ଆମେ ନିଜର ଦାୟିତ୍ୱ ନେଇ ପାରୁନାହେଁ , ଓ ଆସିବା ଦିନରୁ ନାନାଦି ରୋଗରେ ପଡୁଛେ , ଯେପରି ଉଚ୍ଚ ରକ୍ତଚାପ, ଲିଭର ଆଦି ସହ ଯୋଡି ହୋଇଥିବା ରୋଗ ଦ୍ୱାରା ଗ୍ରସିତ ହୋଇଥାନ୍ତି , ଏମିତିରେ ଆମେ ନ ଚାହିଁବା ସତ୍ତ୍ୱେ ଆମେ ନାନା ପ୍ରକାରର ଔଷଧର ସେବନ କରିଥାଉ , ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି କାରକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ସବୁ ରୋଗକୁ ଜଡରୁ ଶେଷ କରିବାରେ ସାହାଯ୍ୟ କରେ , ଏହାକୁ ଆପଣ ବିନା ଖର୍ଚ୍ଚରେ ରୋଗର ନିବାରଣ କରିପାରିବେ , ଏହା ଦ୍ୱାରା ଆପଣଙ୍କ ଶରୀରରେ କୌଣସି ପ୍ରକାରର କୁ ପ୍ରଭାବ ପକାଇବନାହିଁ ,

 

ଆଜି ଆମେ ଏହିପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରରେ କିଡନୀ, ଲିଭର ଫୁସଫୁସ୍ ଆଦିକୁ ସଫା କରିଦେବ ,ଯେବେ ଆମେ କେବେ ଆମ୍ବର ନାଁ ଶୁଣୁଛେ ତେବେ ଆମ ମୁହଁରେ ପାଣି ଆସିଯାଏ , ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି ଆମ୍ବ ଖାଇବା ଯେତିକି ସ୍ୱାଦ ମିଳିଥାଏ , ତାହା ଠାରୁ ବହୁ ଗୁଣାରେ ତାହାର ପତ୍ର ଆମ ଶରୀର ପାଇଁ ହିତକର ହୋଇଥାଏ ।

ଆମ୍ବର ପତ୍ର ଦ୍ୱାରା ଫାଇଦା : ଉଚ୍ଚ ରକ୍ତଚାପ, କିମ୍ବା ସୁଗର୍ ଆଦି ଚିକିତ୍ସାପାଇଁ ଆମ୍ବର ପତ୍ର ବହୁତ ଫାଇଦା ଦାୟକ ହୋଇଥାଏ , ଆମ୍ବର ପତ୍ରରେ ଏନ୍ଥୋସାଇନିଡିନ୍ ନାମକ ଏକ ଟେନିନ୍ ହୋଇଥାଏ , ଯାହା ମଧୁମେହ ରୋଗକୁ ଠିକ୍ କରିଥାଏ , ତାହା ସହ ମଧୁମେହ ଏଞ୍ଜିଓପେଥି ଓ ମଧୁମେହ ରେଟିନୋପେଥି ଚିକିତ୍ସା ପାଇଁ ବହୁତ ସାହାଯ୍ୟ କରିଥାଏ ।

 

କହିଦେବୁ କି ମଧୁମେହ ରୋଗୀଙ୍କ ପାଇଁ ଆମ୍ବର ପତ୍ରକୁ ଚାହା କରିପିଇଲେ ମଧୁମେହ ରୋଗରୁ ମୁକ୍ତି ମିଳିଥାଏ , ଆମ ଶରୀରରେ ଯେପରି ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଥାଏ ଯେପରି କିଡନୀ, ଫୁସ୍ ଫୁସ୍, ଲିଭର୍ ଆଦି କୁ ସୁସ୍ଥ୍ୟ ରଖିବା ବହୁତ ଅପରିହାର୍ଯ୍ୟ ଅଟେ , ଆମର ଠିକ୍ ସମୟରେ ନ ଖାଇବା , ଅନିୟମିତ ଜୀବନଶୈଳୀ ଯୋଗୁଁ ଏହି ତିନୋଟି ଅଙ୍ଗ ଉପରେ ଅଧିକା ପ୍ରଭାବ ପକାଇଥାଏ ,

 

ଯଦି ଆପଣ ବିଧି ଅନୁସାରେ କୁହାଯାଇଥିବା ଏହି ଆମ୍ବର ପତ୍ରକୁ ଚାହା କରି ପିଇଲେ ତେବେ ଏହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନିଶ୍ଚିତ ପଡିବ , ଓ ଏହା ଦ୍ୱାରା ଶରୀରରେ ଥିବା ଦୂଷିତ ସବୁ ବାହାରକୁ ବାହାରିଯିବ , ଏହାକୁ ପିଇଲେ ରକ୍ତ ଚାପରୁ ବି ନିୟନ୍ତ୍ରଣ ଆସିପାରିବ ।

ପ୍ରଥମେ ଆମ୍ବର ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ  , ଏକ ମିଡିୟମ୍ ସାଇଜ୍ ର ବାସନରେ ପାଣି ପକାଇ ଏହାକୁ ରାତି ସାରା ବତୁରାଇ ଦିଅନ୍ତୁ , ଓ ତାପରଦିନ ସକାଳୁ ଏହି ପତ୍ରର ପାଣିକୁ ସେବନ କରନ୍ତୁ , ଏମିତି ସବୁଦିନ କଲେ ଆପଣଙ୍କୁ ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିପାରିବ , ଆପଣ ଚାହିଁଲେ ଏହି ପତ୍ରକୁ ଶୁଖାଇ ଏହାକୁ ଚୁର୍ଣ୍ଣ କରି ସେବନ କରିପାରିବେ ।

Leave a Reply

Your email address will not be published. Required fields are marked *