କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରିଦେଇ ସନ୍ୟାସୀ ହୋଇଗଲେ ଏହି ବଲିଉଡ୍ ହିରୋଇନ , ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି …

ସୁଚନା ମୁତାବିକ, ପୂର୍ବତନ ଅଭିନେତ୍ରୀ ଅନୁ ଅଗ୍ରୱାଲ୍ ଗୋଟେ ସଡକ ଦୂର୍ଘଟଣାରେ ତାଙ୍କ ସ୍ମରଣଶକ୍ତି ହଜାଇବସିଥିଲେ , ଏହି ସଡକ ଦୂର୍ଘଟଣାରେ ସେ କୋମାରେ ଚାଲିଯାଇଥିଲେ, କିନ୍ତୁ ସେହି ଦୂର୍ଘଟଣାରେ ସେ ବହୁତ ଗୁରୁତ୍ୱର ହୋଇଯାଇଥିଲେ , ଓ ସେ ଚାଲିବା ପାଇଁ ଅସୁବିଧା ଭୋଗୁଥିଲେ । ଏହି ଦୂର୍ଘଟଣା ପରେ ତାଙ୍କ ଜୀବନ ପୁରା ଶେଷ ହୋଇଯାଇଥିଲା , ତାଙ୍କ ମନରେ ଏହି କଥା ବସିଗଲା କି ସେ ନିଜ ସଂପୂର୍ଣ୍ଣ ସଂମ୍ପତ୍ତି ଦାନ କରିଦେବେ , ଅନୁ ଏହି ସମୟରେ ବିହାର ଜିଲ୍ଲାର ମୁଂଗେର୍ ରେ ସମସ୍ତଙ୍କୁ ଯୋଗ ଶିଖାଉଛନ୍ତି , ଏମିତି ଖବର ପାଇ ତାଙ୍କ ଫ୍ୟାନ୍ସ ମାନେ କେହି ବି ବିଶ୍ୱାସ କରିପାରୁନାହାନ୍ତି , କିନ୍ତୁ ଏହି ଘଟଣା ବିଲକୁଲ୍ ସତ ଅଟେ ।

 

ଆପଣଙ୍କୁ ଆମେ କହିଦେବୁ କି ଏହି ଦୂର୍ଘଟଣା ପରେ ଅନୁ ପୁରା ଭାଙ୍ଗିପଡିଥିଲେ , ଓ ସେ ସବୁବେଳେ ଭାବୁଥିଲେ କି ଜୀବନରେ ଏବେ ସେ କିଛି ବି କାମ କରିପାରିବେ ନାହିଁ , ଏହି କାରଣରୁ ସେ ବିଲକୁଲ୍ ସାଧାରଣ ଜୀବନ ଶୈଳୀରେ ଚଳୁଛନ୍ତି , ଓ ସେ ଏବେ ପୂରା ସମ୍ପତ୍ତି ଦାନ କରିଦେଇଛନ୍ତି , ଓ ଲୋକଙ୍କ ସେବାରେ ନିଜ ଜୀବନ ତ୍ୟାଗ କରିଦେଇଛନ୍ତି , କହିଦେବୁ କି ଏହି ସମୟରେ ସେ ଭାରତବାସୀଙ୍କ ଯୋଗ ଶିକ୍ଷା ଦେଉଛନ୍ତି ।

Leave a Reply

Your email address will not be published.