March 29, 2024

Odia Express

News For Public

ଫିଲ୍ମରେ ଆସିବା ପୂର୍ବରୁ ପିଲାଦିନୁ କପଡାର ମିଲ୍ ରେ କାମ କରୁଥିଲେ ସାଉଥ୍ ର ଏହି ସୁପରଷ୍ଟାର୍ ,ଦେଖନ୍ତୁ କିଏ ସେ ସୁପରଷ୍ଟାର..

ସାଉଥ୍ ର ସିଂଘମ୍ ମାନେ ସୂର୍ଯ୍ୟା ନିଜ ଆଗାମୀ ଫିଲ୍ମ ଏନ୍ ଜିକେ କୁ ନେଇ ଏବେ ବହୁତ ଚର୍ଚ୍ଚିତ ହୋଇଛନ୍ତି , ଫ୍ୟାନ୍ସ ସୂର୍ଯ୍ୟାଙ୍କ ଫିଲ୍ମ ପାଇଁ ବହୁତ ଏକ୍ସସାଇଟେଡ୍ ଅଛନ୍ତି , ଫିଲ୍ମ ଏନ୍ ଜିକେ ମାନେ ନନ୍ଦା ଗୋପାଳନ କୁମାରଙ୍କ ଏକ ତାମିଲ୍ ପଲଟିକାଲ୍ ଫିଲ୍ମ ଅଟେ , ଏଥିରେ ଆକ୍ସନ ଥ୍ରୀଲର୍ ସହ ସୂର୍ଯ୍ୟାଙ୍କ ସହ ସାଇ ପଲ୍ଲବି ଓ ରକୁଲ୍ ପ୍ରୀତ ଲିଡ୍ ରୋଲରେ ନଜର ଆସିବେ , ଏହି ଫିଲ୍ମ ୩୧ ମେ କୁ ରିଲିଜ୍ ହେବାକୁ ଅଛି, ସାଉଥ୍ ର ସୂର୍ଯ୍ୟା ଆକ୍ସନ ହିରୋ ହିସାବରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିଲେ , ତାଙ୍କର ଷ୍ଟାଇଲ୍ ଓ ଭୁମିକାର ସମସ୍ତେ ଦିୱାନା ହୋଇଛନ୍ତି , କିନ୍ତୁ ସୂର୍ଯ୍ୟାଙ୍କ ଜୀବନରେ ଏକ ଏମିତି ସମୟ ଆସିଥିଲା ଯେବେ ତାଙ୍କୁ କପଡାର ମିଲ୍ ରେ କାମ କରିବାକୁ ପଡିଥିଲା , ଏହା ସେହି ସମୟର କଥା ଅଟେ , ଯେବେ ସେ ଫିଲ୍ମରେ କାମ କରିଥିଲେ । ଓ ଏବେ ସେ ସାଉଥ୍ ର ସୁପରଷ୍ଟାର୍ ହୋଇସାରିଛନ୍ତି ।

 

ଏମିତି କୁହାଯାଏ କି ଫିଲ୍ମ ଇଣ୍ତଷ୍ଟ୍ରିରେ ଯୋଡି ହୋଇଥିବା ଲୋକଙ୍କୁ ସହଜରେ କାମ ମିଳିଯାଏ , କିନ୍ତୁ ଏମିତି ବହୁତ ଷ୍ଟାର୍ କିଡ୍ ଅଛନ୍ତି ଯିଏକି ନିଜ ଦମ୍ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇପାରିଛନ୍ତି , ତାଙ୍କ ମଧ୍ୟରୁ ଜଣେ ଅଭିନେତା ସୂର୍ଯ୍ୟା ଅଟନ୍ତି , ସୂର୍ଯ୍ୟା ତାମିଲ୍ ଫିଲ୍ମରେ ଜଣା ଶୁଣା ଅଭିନେତା ଶିବକୁମାରଙ୍କ ପୁଅ ଅଟନ୍ତି , ଯାହାଙ୍କ ପାଇଁ ସେ ଛୁଆବେଳରୁ ଆକ୍ଟିଙ୍ଗ୍ ରେ ମନ ବଳାଇଥିଲା , ସେ ଆରମ୍ଭରୁ ବହୁତ ସଂଘର୍ଷ କରିଥିଲେ , ଖବର ଅନୁସାରେ ସୂର୍ଯ୍ୟାଙ୍କ ପ୍ରଥମ ଫିଲ୍ମ କିଛି ଇଚ୍ଛା ନଥିଲା , ଏଥିପାଇଁ ସେ ନିଜ ପରିଚୟ ଲୁଚାଇ କପଡାର ମିଲ୍ ରେ କାମ କରୁଥିଲେ , ଯଦି କାହାକୁ ଜଣା ପଡିଲା କି ଶିବକୁମାରଙ୍କ ପୁଅ କପଡାର ମିଲ୍ ରେ କାମ କରୁଛି , ତେବେ ମିଡିଆ ହାଉସ୍ ରେ ଏହା ବ୍ରେକିଙ୍ଗ୍ ନ୍ୟୁଜ୍ ହୋଇଯାଇଥାନ୍ତା , ଏହି ସମୟରେ ଆଠ ମାସ ଯାଏଁ ସୂର୍ଯ୍ୟା କପଡାର ମିଲ୍ ରେ କାମ କରୁଥିଲେ ।

 

୨୦ ବର୍ଷ ବୟସରେ ସେ ଏକ ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ ,କିନ୍ତୁ ତାହା ସେ ମନା କରିଦେଇଥିଲେ , ଏହାପରେ ସେ ୨୨ ବର୍ଷ ବୟସରେ ଡାଇରେକ୍ଟର ବସନ୍ତଙ୍କ ଫିଲ୍ମ ନେରରୁକୁ ନେର୍ ରେ ସାଉଥ୍ ଇଣ୍ତଷ୍ଟ୍ରିରେ ଡେବ୍ୟୁ କଲେ , ଏହି ଫିଲ୍ମ ପ୍ରଡୁସର୍ ମଣି ରତ୍ନମ୍ ଥିଲେ , ସୂର୍ଯ୍ୟା ଏକ ସାକ୍ଷାତକାରରେ କହିଲେ କି ସେ ବହୁତ ଉତ୍ସାହ, ଅଧିକା ଚାଲାକ୍ , ଫାଇଟିଙ୍ଗ୍ ସ୍କିଲ୍ ର ଅଧିକାରୀ ନଥିଲେ, ଯାହାର କାରଣରୁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା , ତାପରେ ସେ୨୦୦୧ ରେ ଆସିଥିବା ଫିଲ୍ମ ନନ୍ଦାରେ ତାଙ୍କ ଜୀବନରେ ଏକ ନୁଆ ମୋଡ ଆସିଲା , ଏହି ଫିଲ୍ମରେ ସେ ବେଷ୍ଟ୍ ଆକ୍ଟର୍ ଦ୍ୱାରା ସମ୍ମାନିତ ହୋଇଥିଲେ ।

 

ଆଜିର ସମୟରେ ସୂର୍ଯ୍ୟା ସାଉଥ୍ ଇଣ୍ତଷ୍ଟ୍ରିର ସବୁଠାରୁ ଦାମି ଅଭିନେତା ହିସାବରେ ଜଣାଯାଆନ୍ତି , ସେ ଗୋଟେ ଫିଲ୍ମପାଇଁ ୨୦ ରୁ ୨୫ କୋଟି ଚାର୍ଜ କରନ୍ତି , ଫିଲ୍ମ ରାଇଟର୍ସଙ୍କ ପାଇଁ ଏକ୍ସଟ୍ରା ଚାର୍ଜ କରିଥାନ୍ତି , ସୂର୍ଯ୍ୟା ୨୦୦୬ ରେ ଅଭିନେତ୍ରୀ ଜ୍ୟୋତିକାଙ୍କ ସହ ବିବାହ କରିନେଇଥିଲେ , ଜ୍ୟୋତିକା ସୂର୍ଯ୍ୟା ସାତଟି ଫିଲ୍ମରେ କାମ କରିଛନ୍ତି , ସେମିତି ସୂର୍ଯ୍ୟାଙ୍କ ଭାଇ କର୍ଥି ସାଉଥ୍ ଫିଲ୍ମର ଜଣାଶୁଣା ଅଭିନେତା ଅଟନ୍ତି ।

Leave a Reply

Your email address will not be published. Required fields are marked *