March 23, 2024

Odia Express

News For Public

ଯଦି ବାହାଘର ଦିନ ବର୍ଷା ହୁଏ ତେବେ ଭଗବାନ ଦେଇଥାନ୍ତି କିଛି ବିଶେଷ ସଙ୍କେତ , ଜାଣିରଖନ୍ତୁ କି ସଂକେତ ଦିୟନ୍ତୁ

ଆମ ଦେଶରେ ବାହାଘର ଏକ ଉତ୍ସବ ପରି ହୋଇଥାଏ , ଏହାର ପ୍ରସ୍ତୁତି ବହୁ ମାସରୁ ଆରମ୍ଭ ହୋଇଯାଏ , ଘର ପରିବାର ଲୋକ ବାହାଘରର ପ୍ରସ୍ତୁତିରେ ବ୍ୟସ୍ତ ରୁହନ୍ତି , ଓ ବହୁ ସଂମ୍ପର୍କୀୟ ମାନଙ୍କୁ ଡକାଇଥାନ୍ତି , କିନ୍ତୁ ବହୁତଥର ଦେଖାଯାଏ କି ସେହି ସମୟରେ ସବୁ ପ୍ରସ୍ତୁତି ବର୍ବାଦ ହୋଇଯାଇଥାଏ , ଯେବେ କାହାର ବାହାଘର ଦିନ ବର୍ଷା ହେଏ , ଏହି କଥା ବହୁତ କମ୍ ଲୋକଙ୍କୁ ଜଣାଥିବ କି ବାହାଘର ଦିନ ବର୍ଷା ହେଲେ କଣ ହୋଇଥାଏ , ଆସନ୍ତୁ ତାହା ବିଷୟରେ କହିବୁ ।

 

ଯଦି କାହାର ବାହାଘରରେ ବର୍ଷାହେଲେ ବାହା ହେଉଥିବା ପରିବାରଙ୍କ ଘର ଓ ବରଯାତ୍ରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥାଏ , ବହୁତ ସାରା ପ୍ରସ୍ତୁତି ନଷ୍ଟ ହୋଇଯାଇଥାଏ , ଏମିତି ସ୍ଥିତିରେ ବହୁତ ଲୋକଙ୍କୁ ଏହା ଏକ ଅଲକ୍ଷଣ ବୋଲି ମନେ ହୁଏ , ଲୋକେ ବାହାଘରରେ ବର୍ଷା ହେବାକୁ ଅନ୍ଧ ବିଶ୍ୱାସ ବୋଲି ମାନିନେଇଥାନ୍ତି , ଲୋକ ବହୁତଥର ମାନିନିଅନ୍ତି କି ମୋର ବାହାଘରରେ ବର୍ଷା ନ ହେଉ , କିନ୍ତୁ ଆଜି ଆମେ ବାହାଘରରେ ବର୍ଷାର ଆସିବା ଉପରେ କିଛି କହିବୁ , ପ୍ରକୃତରେ ବାହାଘର ଦିନ ବର୍ଷା ହେଲେ କିଛି ସଙ୍କେତ ଦେଇଥାଏ , ସେମିତି ବି ବାହାଘର ଦିନ ହେବାକୁ ଥିବା ବର୍ଷା କିଛି ସମୟ ପାଇଁ ଅସୁବିଧା ହୋଇଥାଏ ,କିନ୍ତୁ ପ୍ରକୃତରେ ବର୍ଷା ହେଲେ ଏହାକୁ ଶୁଭ ବୋଲି ମାନିଥାନ୍ତି , ଆପଣଙ୍କୁ କହିଦେବୁ କି ବର୍ଷା ହେବା ବାହାଘରରେ ଶୁଭ ପ୍ରତିକ ହୋଇଥାଏ , ଏହା ଇଶ୍ୱରଙ୍କ ଆଶିର୍ବାଦ ବୋଲି କୁହାଯାଏ ,

 

ବାହାଘରରେ ବର୍ଷା ହେବାର ମତଲବ କଣ ହୋଇଥାଏ , ଏହିପରି ବୁଝିପାରିବେ କି ବାହାଘର ଦିନ ବର୍ଷା ହେଲେ ଏହା ସୁଖ ସମୃଦ୍ଧି ର ପ୍ରତିକ ବୋଲି ମାନିଥାନ୍ତି , ପ୍ରକୃତି ଇଶାରା କରିଥାଏ କି ଏହି ବାହାଘର ସଫଳ ହେବ , ପ୍ରକୃତି ଇଶାରା କରିଥାଏ , କି ବଧୁର ଜୀବନ ଖୁସିମୟ  ଓ ସମୃଦ୍ଧ ରହିବ , ଓ ଏହା ନବ ଦମ୍ପତିଙ୍କୁ ଏକ ଇଶ୍ୱରର ଆଶିର୍ବାଦ ସ୍ୱରୁପ ହୋଇଥାଏ , ବାହାଘରରେ ବର୍ଷା ହେଲେ କଣ ସଙ୍କେତ ଦେଇଥାଏ ତାହା ଆପଣ ବୁଝିସାରିଥିବେ , ଯଦି ଆପଣ କେଉଁ ବାହାଘରକୁ ଯାଉଛନ୍ତି ତେବେ ଇଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଟିକିଏ ବର୍ଷା ହେଉ , ଏହା ଆପଣଙ୍କ ପାଇଁ ଟିକେ ଅସୁବିଧାର କାରଣ ହୋଇପାରେ , କିନ୍ତୁ ନବ ଦମ୍ପତିଙ୍କ ପାଇଁ ଏହା କେଉଁ ଆଶିର୍ବାଦରୁ କମ୍ ନୁହେଁ ।

Leave a Reply

Your email address will not be published. Required fields are marked *