କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଥିବା ବଲିଉଡ୍ ର ନାମୀ ଦାମୀ ସିଙ୍ଗର୍ ଅରଜିତ ସିଂ ଗୋଟିଏ ଛୁଆ ଥିବା ମା କୁ ବିବାହ କରିଥିଲେ , କାରଣ ଜାଣିକରି ସମସ୍ତେ ଚକିତ ହେଇଗଲେ..

ଆଜିକାଲି ସମୟରେ ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ ସିଙ୍ଗର୍ ମହଜୁତ ଅଛନ୍ତି , ଯାହାଙ୍କ ଆବାଜ୍ ସକାଶେ ସେ କୋଟି କୋଟି ଶ୍ରୋତାଙ୍କ ପାଖରେ ପହଞ୍ଚିସାରିଛନ୍ତି । କିନ୍ତୁ କିଛି ଏପରି ହୋଇଥାନ୍ତି ଯିଏ ଅଲଗା ଲୋକଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଥାନ୍ତି , ସେମିତି ଆଜି କାଲି ଗୋଟେରୁ ବଳି ଗୋଟେ ଗାୟକ ଆମ ଫିଲ୍ମ ଇଣ୍ତଷ୍ଟ୍ରିରେ ଯୋଡି ହୋଇଛନ୍ତି । କିନ୍ତୁ ଆମେ ଯାହାଙ୍କ ବିଷୟରେ ଆଲୋଚନା କରୁଛୁ ସେ ସଂପୂର୍ଣ୍ଣ ଅଲଗା ଅଟନ୍ତି । ତାଙ୍କର ଆବାଜ୍ ଜଣାଯାଏ କି କିଛି ପ୍ରକାରର କରିଶ୍ମା ଅଛି । ଖାସ୍ କରି ପ୍ରେମ କରୁଥିବା ଲୋକଙ୍କ ପାଇଁ ତାଙ୍କ ଗୀତ ବହୁତ ପସନ୍ଦ , ଆମେ ଆଜି କଥା ହେଉଛୁ ଲକ୍ଷାଧିକ ଶ୍ରୋତାଙ୍କ ପ୍ରଥମ ପସନ୍ଦ ଅରିଜିତ୍ ସିଂଙ୍କ ବିଷୟରେ ,

 

ସେ ଫିଲ୍ମ ପ୍ୟାଡ୍ ମ୍ୟାନ୍ ରେ ଗୋଟେ ଗୀତ ଗାଇଥିଲେ , ଆଜ୍ ସେ ମେରୀ ଏହି ଗୀତକୁ ନେଇ କରି ଆଉଥରେ ସେ ଆହୁରି ଲୋକପ୍ରିୟ ହୋଇଯାଈଛନ୍ତି । ନିଜର ସୁମଧୁର କଣ୍ଠରୁ ଗୀତ ଗାଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ଅରିଜିତଙ୍କ ଏବେ ଲକ୍ଷାଧିକ ଫ୍ୟାନ୍ ଓ ଫଲୋଅର୍ସ ଅଛନ୍ତି , ସେ ଇଣ୍ତଷ୍ଟ୍ରିରେ ସବୁଠାରୁ ବେଷ୍ଟ ସିଙ୍ଗର୍ ହିସାବରେ ଜଣାଯାଆନ୍ତି । କିନ୍ତୁ ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ତାଙ୍କ ନିଜ ଜୀବନ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ।

 

କିନ୍ତୁ ଗୋଟେ କଥା କହିଦେବୁ କି ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ବିଲକୁଲ୍ ପସନ୍ଦ କରନ୍ତି ନାହିଁ । ବହୁତ କମ୍ ଲୋକଙ୍କୁ ଜଣାଅଛି କି ସେ ଦୁଇଟି ବିବାହ କରିଛନ୍ତି ବୋଲି। ପ୍ରଥମ ସ୍ତ୍ରୀଙ୍କ ସହ ଛାଡପତ୍ର ଦେବାପରେ ସେ ଦ୍ୱିତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ , ତାଙ୍କର ଗୋଟେ ଛୁଆ ବି ଅଛି , ଯଦି କଥା ହେବା ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ବିଷୟରେ ତାଙ୍କ ସ୍ତ୍ରୀଙ୍କ ନାଁ କୋୟଲ୍ ଅଟେ , ସେ ତାଙ୍କ ଛୁଆବେଳର ସାଙ୍ଗ ଅଟନ୍ତି । ଅରିଜିତ୍ ସିଂ ଏକ ମ୍ୟୁଜିକ୍ ପ୍ରୋଗାମ୍ ସମୟରେ ତାଙ୍କ କୋ କଣ୍ଟେଷ୍ଟାଣ୍ଟ କୋୟଲ୍ ସିଂଙ୍କ ସହ ୨୦୧୩ ରେ ବିବାହ କରିଥିଲେ ।

 

ବହୁତ ଦିନ ଯାଏଁ ସବୁ ଠିକ୍ ଠାକ୍ ଥିଲା କିନ୍ତୁ କିଛି କାରଣ ବଶତଃ ସେ ପ୍ରଥମ ସ୍ତ୍ରୀ ଙ୍କ ଠାରୁ ଛାଡପତ୍ର ନେବାପାଈଁ ନିଷ୍ପତ୍ତି ନେଇଗଲେ । କିଛି ଦିନ ପରେ ସେ ତାଙ୍କ ଛୁଆବେଳର ସାଙ୍ଗ କୋଏଲ୍ ରାୟଙ୍କ ସହ ବିବାହ କରିନେଲେ । ଏହି ବିଷୟରେ ଅଭିଜିତ୍ ବହୁତ ଲମ୍ବା ସମୟ ପରେ ସୋସିଆଲ୍ ମିଡିଆ ଦ୍ୱାରା ଏକ ଫଟୋ ସେୟାର୍ କରି ଲୋକଙ୍କୁ ଚକିତ କରିଦେଇଥିଲେ । ଯେତେବେଳେ ଅରିଜିତ୍ ଙ୍କୁ ଏହି ବିଷୟରେ ପଚାରା ଗଲା ତେବେ ସେ ଏହି ବ୍ୟକ୍ତିଗତ ବିଷୟରେ ଆଲୋଚନା ନ କରିବାକୁ ସିଧା ମନା କରିଦେଇଥିଲେ । ଲାଗୁଛି ଅରିଜିତ୍ ସିଂଙ୍କ ବିବାଦ ସହ ବହୁତ ପୁରୁଣା ସଂମ୍ପର୍କ ଅଛି ।

 

ତେବେ ତାଙ୍କୁ ଇଣ୍ତଷ୍ଟ୍ରିର ଦବଙ୍ଗ ଖାନ୍ ମାନେ ସଲମାନ ଖାନ୍ ରାଗିଛନ୍ତି । ଯାହା ଦ୍ୱାରା ସେ ବହୁତ ଚର୍ଚ୍ଚିତ ହୋଇଥିଲେ । ଆପଣଙ୍କୁ ଏହି କଥା କହିଦେବୁ କି ୨୦୧୬ ମଧ୍ୟରେ ଅରିଜିତ୍ ସିଂ ସଲମାନଙ୍କ ସହ ହୋଇଥିବା ଝଗଡା ଖବର ମିଡିଆରେ ବହୁତ ପ୍ରଚାର ହୋଇଥିଲା । ଖବରରୁ ଜଣାଯାଏ କି ଏକ ଆୱାର୍ଡ ଶୋ ସମୟରେ ଅରିଜିତ୍ ସିଂ ସଲମାନଙ୍କୁ କିଛି ଏପଟ ସେପଟ କଥା କହିଥିଲେ । ଯାହା ଦ୍ୱାରା ସଲମାନଙ୍କୁ ରାଗ ଆସିବା ସ୍ୱାଭାବିକ ଥିଲା , ଫିଲ୍ମ ସୁଲତାନ ପାଈଁ ଅରିଜିତ୍ ଙ୍କ ଏକ ଗୀତ ରେକର୍ଡ କରାଯାଈଥିଲା , ଯେଉଁଥିରେ ସେ ନିଜ ଫିଲ୍ମରେ ଆସିନଥିଲେ । ଆଜି ପର୍ଯ୍ୟନ୍ତ ବି ଅରିଜିତ୍ ସିଂ ତାଙ୍କୁ ଏହି ବିଷୟରେ କ୍ଷମା ମାଗିସାରିଲେଣି କିନ୍ତୁ ସଲମାନ ନିଜ ରାଗକୁ ଶାନ୍ତ କରିପାରୁନାହାନ୍ତି ।

Leave a Reply

Your email address will not be published.