April 20, 2024

Odia Express

News For Public

ସ୍ତ୍ରୀ କୁ ଲାଗୁଥିଲା କି ବାହାରେ ମଜା ମସ୍ତି କରୁଛି ସ୍ୱାମୀ , ତାପରେ ଗୋଟେ ରାତିରେ ଦେଖିଲା ଏପରି ଏକ ଜିନିଷ ଯାହାକି ନିଜକୁ ଲଜ୍ଜିତ ଅନୁଭବ କଲା ସ୍ତ୍ରୀ…

ବହୁତ ମହିଳା ମାନେ ନିଜ ସ୍ୱାମୀଙ୍କୁ ନେଇ ସବୁବେଳେ ଚିନ୍ତିତ ରୁହନ୍ତି , କେଉଁଠି ସେ କାହା ସହ ସଂବନ୍ଧ ନ ରଖନ୍ତୁ , କିଛି ମହିଳାଙ୍କ ଏହା ବି ଅଭିଯୋଗ ଥାଏ କି ତାଙ୍କ ସ୍ୱାମୀ ଡେରି ରାତିରେ ଘରକୁ ଆସନ୍ତି , ବୋଧେ ସେ ତାଙ୍କୁ ଧୋକା ଦେଉନାହାନ୍ତି ତ , କିଛି ମହିଳାଙ୍କ ମନରେ ଏହା ବି ପ୍ରଶ୍ନ ବି ଥାଏ କି ତାଙ୍କ ସ୍ୱାମୀ ଏତେ ବ୍ୟସ୍ତ କଣ ପାଇଁ ରହୁଛନ୍ତି , ଏମିତିରେ ସେ କଣ ପାଇଁ ନିଜ ଫ୍ୟାମିଲି କୁ ସମୟ ଦେଇପାରୁନାହାନ୍ତି , ଏହି ସବୁ ସମସ୍ୟା ସହ ଯୋଡି ହୋଇଥିବା ଏକ ମହିଳା ଜୋନା ମିଲର ନିଜ ବ୍ଲଗ୍ ରେ ନିଜେ ଏକ ଷ୍ଟୋରି ଲେଖିଥିଲେ , ଓ କହିଥିଲେ କି ତାଙ୍କ ସ୍ୱାମୀ ବିଳମ୍ବିତ ରାତି ଯାଏଁ ଘରକୁ ଫେରନ୍ତି ନାହିଁ , ସ୍ତ୍ରୀଙ୍କୁ ଲାଗିଥିଲା କି ସେ ବାହାରେ କେଉଁଠି ମଉଜ ମସ୍ତି କରୁଛନ୍ତି , ନିଜ ସ୍ୱାମୀ ସହ ସବୁ କଥା ସେ କହିଥିଲେ , ଯାହାକୁ ଆମେ କିଛିକାଂଶରେ କହିବାକୁ ଯାଉଛୁ ।

 

ଏହି କାହାଣୀ ଜୋନା ମିଲର ନାମକ ଏକ ମହିଳାଙ୍କ ଅଟେ , ଯିଏକି ନିଜ ବ୍ଲଗରେ ତାଙ୍କ ଷ୍ଟୋରୀ ସେୟାର୍ କରିଥିଲେ , ଜୋନାଙ୍କ ଘରେ ତାଙ୍କ ସ୍ୱାମୀ ଓ ଝିଅ ବି ରୁହନ୍ତି , ତାଙ୍କର କହିବା ଅନୁଯାୟୀ ତାଙ୍କ ସ୍ୱାମୀ ବହୁତ ପରିଶ୍ରମ କରନ୍ତି , ଓ ବହୁତଥର ସେ ଘରକୁ ବିଳମ୍ବିତ ରାତିରେ ଫେରନ୍ତି , ସ୍ୱାମୀଙ୍କ ଡେରିରେ ଫେରିବାକୁ ନେଇ ସେ ସବୁବେଳେ ଭାବନ୍ତି କି ତାଙ୍କ ସ୍ୱାମୀ ନିଜ ପରିବାର ସହ ସମୟ ବିତାଉନାହାନ୍ତି , ବହୁତଥର ଏହି କାରଣରୁ ତାଙ୍କ ମଧ୍ୟରେ ଝଗଡା ବି ହୋଇଥିଲା ।

 

ଏମିତି ଏକ କଥା ଜୋନା ସେୟାର୍ କରିଥିଲେ ଓ କହିଲେ କି ସେହିଦିନ ବୁଧବାର ଥିଲା , ଯେବେ ମୋ ସ୍ୱାମୀ ଘରକୁ ଆସିବାରେ ବହୁତ ଡେରି କରିଦେଲେ , ଓ ମୁଁ ତାଙ୍କ ଖାଇବା ଜିନିଷକୁ ଫ୍ରିଜ୍ ରେ ରଖି ନିଜ ଛୁଆ ସହ ଖେଳିବାକୁ ଲାଗିଲି , ମୁଁ ମୋ ଝିଅ ସହ ଥିଲି କିନ୍ତୁ ମନ ଆଉ କେଉଁଠି ଥିଲା , ଆଜି ମୋତେ ତାଙ୍କୁ ଫୋନ୍ କରିକି ପଚାରିବାକୁ ପଡିବ କି ଘରକୁ କେତେବେଳେ ଫେରିବ , ଏହି ମଧ୍ୟରେ ମୁଁ ଡ୍ରାଇ ବନ୍ଦ ହେବାର ଆବାଜ୍ ଶୁଣିଲି, କିନ୍ତୁ ସେବେ ବି ମୁଁ ଭାବୁଥିଲି କି ମୋର ସହ ସମୟ ବିତାଇବା ତାଙ୍କୁ କଣ ପାଇଁ ଭଲ ଲାଗୁନି ।

 

ଆମେ ଏକ ନୂଆ ବିବାହିତ କପଲ୍ ଅଟୁ । ଓ ଏବେ ଆମର ପ୍ରଥମ ହନିମୁନ୍ ଷ୍ଟେଜ୍ ଚାଲୁଛି , ଆମର ଏକ ଛୋଟ ଝିଅ ଅଛି , ଓ ତାହା ସହ ସେ ବି ସମୟ ବିତାଉନାହାନ୍ତି , ସ୍ୱାମୀଙ୍କୁ ଅପେକ୍ଷା କରି ଜୋନା ନିଜର କପଡାଗୁଡିକ ସଜାଡି ବାକୁ ଲାଗିଲେ , ଏହି ସମୟରେ ଜୋନାଙ୍କୁ ସେଠାରେ ରଖାଯାଇଥିବା କପଡା ଉପରେ ନଜର ଆସିଲା , ସେହି କପଡା ମଧ୍ୟରେ କିଛି କପଡା ମୋର ଥିଲା ଓ କିଛି ମୋ ସ୍ୱାମୀଙ୍କର ଥିଲା , ମହିଳାଙ୍କ କପଡା ସଫା ସୁତୁରା ଥିଲା କିନ୍ତୁ ସ୍ୱାମୀଙ୍କ କପଡା ମଇଳା ଥିଲା ,

 

ଯେବେ ସେହି ମହିଳା ସେ କପଡାକୁ ଭଲ ଭାବରେ ଦେଖିଲେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ , କାରଣ ତାଙ୍କ ସ୍ୱାମୀ ନିଜେ ଫଟା , ମଇଳା ପିନ୍ଧି ନିଜ ସ୍ତ୍ରୀକୁ ନୁଆ ସଫା ସୁତୁରା କପଡା ପିନ୍ଧିବାକୁ ଦେଉଛନ୍ତି , ଓ ନିଜ ଦରକାରରୁ ଅଧିକା ଜିନିଷ ତାଙ୍କୁ ଦେଉଛି , ସେ ଭାବିଲେ କି ଯେବେ ମୁଁ କେଉଁ ଜିନିଷ ପାଇଁ ଡିମାଣ୍ତ କରୁଛି , ସେ କେବେ ବି ମନା କରୁନାହାନ୍ତି , ଏହା ମଧ୍ୟରେ ନିଜ ଭୁଲ୍ ଓ ସନ୍ଧେହ ମନୋଭାବ ଯୋଗୁଁ ସେ ଲଜ୍ଜିତ ହେଲେ , ତାଙ୍କୁ ଲାଗିଲା କି ଜଣେ ସ୍ତ୍ରୀ ହିସାବରେ ସେ ନିଜ ସ୍ୱାମୀଙ୍କ ପାଇଁ କିଛି ବି କରିପାରିନାହାନ୍ତି , ସେ ଜାଣିବାକୁ ପାଇଲେ କି ସେ ନିଜ ଝିଅ ଓ ତାଙ୍କ ପାଇଁ ଦିନ ରାତି ପରିଶ୍ରମ କରି ତାଙ୍କ ସୁଖ ସୁବିଧା ସବୁ ବୁଝୁଛନ୍ତି , କିନ୍ତୁ ମୁଁ ତାଙ୍କ କାର୍ଯ୍ୟକୁ ଗର୍ବ କରିବା ପରିବର୍ତ୍ତେ ସନ୍ଦେହ କରୁଛି ,

 

ସେହି ମହିଳାଙ୍କୁ ଏମିତି ଲାଗୁଥିଲା କି ସେ କେଉଁ କାମରେ କିମ୍ବା ସାଙ୍ଗ ମାନଙ୍କ ସହ ପାର୍ଟି କରୁଥିବାର ଜଣାଯାଉଥିଲା , କିନ୍ତୁ ସେହି ବ୍ୟକ୍ତି କେବଳ ଫଟା କପଡାରେ ନିଜକୁ ସମ୍ଭାଳିନେଉଥିଲା , ତାଙ୍କର ହାତ କଟା ଫଟା ଥିଲା , ଯିଏକି ନିଜ ଧ୍ୟାନ ରଖିପାରୁନଥିଲା , ତାଙ୍କର ଫଟା ଓ ମଇଳା କପଡାକୁ ଦେଖି ମହିଳାଙ୍କୁ ଏପରି ଲାଗୁଥିଲା ଯାହାକୁ ସେ ଅଣଦେଖା କରୁଥିଲେ , କିନ୍ତୁ ସେ ସେବେଠାରୁ ଫଇସଲା କଲେ , ସେ ଏକ ଭଲ ସ୍ତ୍ରୀ ହୋଇ ଦେଖାଇବେ ।

Leave a Reply

Your email address will not be published. Required fields are marked *