ଜିଭରେ ଏହି ପରି ଚାମଚ ଲଗାଇକରି ଗୋଟେ ମିନିଟ୍ ରେ ସହଜରେ ଜାଣିପାରିବେ ଆପଣଙ୍କୁ କେଉଁ ରୋଗ ହେଇଚି – ଏବେ ହିଁ ଜାଣି ରଖନ୍ତୁ..

ଏମିତି ସମସ୍ତେ ଜାଣିଛନ୍ତି କି ସାଧାରଣତଃ ଚାମଚର ବ୍ୟବହାର ଆମେ ଖାଇବାରେ ବ୍ୟବହାର କରିଥାଉ , କେଉଁ ଜିନିଷକୁ ମିକ୍ସ କରିବାକୁ ହେଲେ ଏହାକୁ ବ୍ୟବହାର କରାଯାଏ । ଆମେ ଆଜି ଆପଣଙ୍କୁ କହିଦେବୁ କି ଚାମଚ ଦ୍ୱାରା ଆପଣ ବହୁତ ସାରା ରୋଗର ପତ୍ତା ଲଗାଇପାରିବେ , ତେବେ କଣ ଆପଣଙ୍କୁ ବିଶ୍ୱାସ ହେବ , ହଁ ଆଜ୍ଞା ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ କିନ୍ତୁ ଏହା ସତ ଅଟେ , ଆପଣ ଚାମଚ ଦ୍ୱାରା ବହୁତ ରୋଗର ବିଷୟରେ ପତ୍ତା ଲଗାଇପାରିବେ । ଆପଣଙ୍କୁ ନିଜ ରୋଗଗୁଡିକ ବିଷୟରେ ପତ୍ତା ଲଗାଇବାକୁ ହେଲେ ଆପଣଙ୍କୁ ଚାମଚରେ ଏକ ଖାସ୍ ତରିକାରେ ବ୍ୟବହାର କରିବାକୁ ହେବ , ଏହି ଖାସ୍ ତରିକା ବିଷୟରେ ଆମେ ଆଜି କହିବୁ , ଆପଣଙ୍କୁ ଶୂଣିକରି ଆଶ୍ଚର୍ଯ୍ୟ ଲାଗିବ କି ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ ଯାହାର ଜରିଆରେ ଆପଣ ବହୁତ ସାରା ରୋଗକୁ ପତ୍ତା ଲଗାଇପାରିବେ , ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ , ତେବେ ଆସନ୍ତୁ ଜାଣିବା ସେହି ଟ୍ରିକ୍ ବିଷୟରେ ।

 

୧) ସବୁଠାରୁ ପ୍ରଥମେ ଗୋଟେ ଚାମଚକୁ ନେଇ ନିଜ ଜିଭ ଉପରେ ସେ ପର୍ଯ୍ୟନ୍ତ ରଗଡନ୍ତୁ ଯେବେ ପର୍ଯ୍ୟନ୍ତ ଏହା ଲାଳ ଲାଗି ନଯାଉ , ହଁ ଆଜ୍ଞା ଏହାପରେ ରୋଗ ବିଷୟରେ ପତ୍ତା ଲାଗିବାକୁ ଚାହୁଁଛନ୍ତି ତେବେ ଏପରି କରିବାକୁ ହେବ , ଏହାପରେ କେଉଁ ସଫା ପଲିଥିନ୍ ରେ ଏହାକୁ ପ୍ୟାକ୍ କରିଦିଅନ୍ତୁ  ।

 

୨) ଏହାପରେ ଲାଇଟ୍ ପାଖରେ କେବଳ ଗୋଟେ ମିନିଟ୍ ପାଇଁ ରଖିଦିଅନ୍ତୁ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଯଦି ଏହାର ମିଠା ବାସ୍ନା ଆସିବାକୁ ଲାଗିଲା ତେବେ ଆପଣଙ୍କୁ ଡାଇବେଟିଜ୍ ଆକ୍ରାନ୍ତ ହୋଇପାରେ , ଏହା ସତ ଅଟେ ।

 

୩) ଏହା ଛଡା ଯଦି ଚାମଚରେ ହଳଦିଆ ପ୍ରସ୍ତର ଦେଖାଯାଏ ତ ତେବେ ଏହା ଥାଇରଏଡ୍ ର ସଙ୍କେତ ହୋଇଥାଏ , ଏହା ଛଡା ଯଦି ଚାମଚରେ ବାଇଗଣି କଲରର ପ୍ରସ୍ତର ଦେଖାଦିଏ ତେବେ ଖରାପ ବ୍ଲଡ୍ ସର୍କୁଲେସନ୍ କିମ୍ବା ବଡିରେ ଖରାପ କୋଲେଷ୍ଟୋଲ୍ ଜମା ହେବାର ସଙ୍କେତ ଦେଇଥାଏ ।

 

୪) ଯଦି ଚାମଚରେ ଧଳା ବର୍ଣ୍ଣର ପ୍ରସ୍ତର ଚଢିଯାଏ ତେବେ ଏହା ବଡିରେ କେଉଁ ଇନଫେକ୍ସନ ହେବାର ସଙ୍କେତ ଦେଇଥାଏ , ଏମିତିରେ ଆପଣଙ୍କୁ ବଞ୍ଚିକରି ରହିବା ଜରୁରି ଅଟେ , ଏହା ଛଡା ଯଦି ଚାମଚରେ ନାରଗୀ ରଙ୍ଗର ପ୍ରସ୍ତର ଚଢିଯାଏ ତେବେ ଏହା କିଡନୀ ସହ ଯୋଡି ହୋଇଥିବା ସଙ୍କେତ ବି ହୋଇପାରେ , ଯାହା ଆପଣଙ୍କ ପାଇଁ ବହୁତ କ୍ଷତି କାରକ ହୋଇପାରେ ।

ଏମିତିରେ ଯଦି ଆପଣଙ୍କୁ ରୋଗ ବିଷୟରେ ଜାଣିବାରେ କୌଣସି ବାହାରକୁ ଯିବାକୁ ପଡିବ ନାହିଁ । ଯଦି ଆପଣଙ୍କୁ କେଉଁ ଭଳି ସନ୍ଦେହ ହେଉଛି ତେବେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯାଇକରି ଦେଖାଇବାକୁ ହେବ,  କାରଣ କୌଣସି ମାମୁଲି ଦେଖାଯାଉଥିବା ସଙ୍କେତ ଆମ ପାଇଁ କ୍ଷତି କାରକ ହୋଇପାରେ , ଏଥିପାଇଁ ଆପଣଙ୍କୁ ସାବଧାନ ରହିବା ଦରକାର ଅଛି , ଏଥିରୁ ଆପଣ ଜାଣିପାରିବେ କି ଆପଣଙ୍କୁ କେଉଁ ରୋଗ ହୋଇପାରିଥାଏ ,

Leave a Reply

Your email address will not be published.