March 25, 2024

Odia Express

News For Public

ଭୋଟ ଗଣନା ଦିନ ମୁସଲିମ ପରିବାର ରେ ଗୋଟିଏ ପୁଅ ଜନ୍ମ ହେଲା ,ତେବେ ମା ତାର ନାମ ନରେନ୍ଦ୍ର ମୋଦି ରଖିଦେଲେ – କାରଣ ଜାଣିଲେ ଆପଣ ମଧ୍ୟ କହିବେ ସବାସ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଗ୍ରାଫ୍ ଦିନକୁ ଦିନ ବଢିବାକୁ ଚାଲିଛି। ଲୋକସଭା ନିର୍ବାଚନରେ ୨୦୧୯ ଭାଜପା ବଡ ଜିତ୍ ସହ ପିଏମ୍ ମୋଦୀଙ୍କ ଦାୟରା ବିସ୍ତାର ନେଉଛି , ଏହାର ପ୍ରଭାବ ଗୋଣ୍ତାରେ ମୁସଲିମ୍ ପରିବାର ଉପରେ ପଡିଛି, ଏହି ପରିବାରର ନବଜାତ ଛୁଆର ନାଁ କରଣ ପିଏମ୍ ମୋଦୀଙ୍କ ଦ୍ୱାରା ପ୍ରେରିତ ହୋଇକରି କରାଯାଈଛି  ଛୁଆର ଜନ୍ମ ୨୩ ମେ କୁ ହୋଇଥିଲା , ଏହାପରେ ତାର ନାଁ ନରେନ୍ଦ୍ର ଦାମୋଦର ଦାସ୍ ମୋଦୀ ରଖାଯାଈଥିଲା ।

 

ପିଏମ୍ ମୋଦୀଙ୍କ ବ୍ୟକ୍ତିତ୍ୱ ରୁ ମୁସଲିମ୍ ପରିବାର ବହୁତ ପ୍ରଭାବିତ ହୋଇଛନ୍ତି । ନିଜେ ପ୍ରଥମେ ରାଷ୍ଟ୍ରର ବିଷୟରେ ଭାବୁଥିବା ପିଏମ୍ ନରେନ୍ଦ୍ର ମୋଦୀଙ୍କ ସମର୍ଥକ ୨୩ ମେ କୁ ପରିଣାମ ଆସିବାର ପ୍ରଚଣ୍ତ ଜିତ୍ ଦ୍ୱାରା ବହୁତ ଖୁସି ହୋଇଥିଲେ , ଭାରତୀୟ ଜନତା ପାର୍ଟି ର ଜିତ୍ ପରେ ପିଏମ୍ ମୋଦୀଙ୍କ ସମର୍ଥନଙ୍କ ଚେହେରାରେ ଖୁସିର ବାତାବରଣ ଦେଖାଦେଉଛି। ଏଠାରେ ବଜିରଙ୍ଗ ଏକ ମୁସଲିମ୍ ପରିବାର ମଧ୍ୟରେ ଏକ ଶିଶୁ ଜନ୍ମ ନେଇଛି , ପରିବାରଙ୍କ ମତ ଅନୁସାରେ ଦୁବାଇରେ ବସିଥିବା ସ୍ୱାମୀ ନିଜ ପୁଅର ନାଁ ନରେନ୍ଦ୍ର ଦାମୋଦର ଦାସ୍ ମୋଦୀ ବୋଲି ରଖାଯାଈଛି , ଏଠାରେ ଭାଜପା କୀର୍ତ୍ତିବର୍ଦ୍ଧନ ସିଂ ନିର୍ବାଚନ ଜିତି ଛନ୍ତି , ଶଶୁର ଉଦରିସ କହିଲେ କି ମୋଦୀଙ୍କ ଦ୍ୱାର ନିଜେ ବ୍ୟକ୍ତିଗତ ଆସ୍ଥା ରଖନ୍ତି , ସମାଜ କଣ କହିବ ଏହା ଉପରେ ପାରିବାରିକ ଫଇସଲା ନେବ , କେହି ବି ଦଖଲ ନେଇପାରିବ ନାହିଁ ।

 

ଏହି ମାମଲା ବଜିରଗଞ୍ଜ ଥାନା କ୍ଷେତ୍ରର ପରସାପୁର ମହୋଶୋର୍ ର ଅଟେ , ଏଠାକାର ଏକ ନିବାସୀ ମୁସ୍ତାକ ଅହମଦ ପୁତ୍ର ମୋହମ୍ମଦ ଉଦରିଶ୍ ଙ୍କ ଘରେ ୨୩ ମେ କୁ ଏକ ପୁତ୍ର ସନ୍ତାନ ହୋଇଥିଲା , ତାପର ଦିନ ମାନେ ଶୁକ୍ରବାର ଦିନ ୨୪ ମେ କୁ ଏହି ପିଲାଟିର ନାଁ ରଖିବାକୁ କଥା ହେଲା , ସ୍ତ୍ରି ମେନାଜ ବେଗମ୍ ଶଶୁରଘର ଲୋକଙ୍କୁ ଚକିତ କରିଦେଲେ । ପ୍ରଥମେ ତ ଶଶୁରଘର ଲୋକେ ବୋହୁର ଏହି ଫଇସଲା ଉପରେ ସହମତି ଦେଇନଥିଲେ , ଏହାପରେ ଦୁବାଇରେ ଚାକିରି କରୁଥିବା ତାଙ୍କ ସ୍ୱାମୀ ମୁସ୍ତାକ୍ ଅହମ୍ମଦ ମୋବାଇଲ୍ ରେ ଫୋନ୍ କରି ରାଜି ହୋଇଥିଲେ , ତାପରେ ଏହି ଛୁଆର ନାଁ ନରେନ୍ଦ୍ର ଦାମୋଦର ଦାସ୍ ମୋଦୀ ରଖାଗଲା ,

 

ପ୍ରସୁତା ମେନାଜ ବେଗମ୍ କହନ୍ତି କି ନରେନ୍ଦ୍ର ମୋଦୀଙ୍କ ବିଷୟରେ ସେ ଶୁଣିଆସୁଛନ୍ତି , କହୁଛନ୍ତି କି ମୋଦୀ ଭଲ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *