March 28, 2024

Odia Express

News For Public

୨୦ ବର୍ଷ ପୂର୍ବରୁ ସଲମାନ ସହ ଅଭିନୟ କରିସାରିଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ , ଏବେ ତାଙ୍କ ଅବସ୍ଥା ଦେଖିଲେ ତାଙ୍କ ଚିହ୍ନିପାରିବା ବହୁତ କଷ୍ଟ..

ଫିଲ୍ମ ଜଗତ ଏପରି ଏକ ପରିବାର ଅଟେ ଯେଉଁଠି ଯିଏ ହେଲେ ବି ନିଜର ନାଁ କମାଇବାକୁ ଆସିଥାଏ , ସେମିତି କିଛି ଲୋକ ନାଁ କମାଇପାରନ୍ତି ନାହିଁ , କିଛି ଲୋକଙ୍କର ଭାଗ୍ୟ ବଦଳିଯାଏ , ଓ କିଛି କମ୍ ସମୟ ମଧ୍ୟରେ ନାଁ କମାଇଦିଅନ୍ତି, ଆଜି ଆମେ ଆପଣଙ୍କୁ ସେହି ଖାସ୍ ଷ୍ଟାର୍ ଙ୍କ ବିଷୟରେ କହିବାକୁ ଯାଉଛୁ , ଆପଣ ବହୁତଥର ଏମିତି ଶୁଣିଥିବେ କି କିମ୍ବା ଦେଖିଥିବେ କି କିଛି ଷ୍ଟାର୍ ଅଛନ୍ତି ଯିଏ କି ସଫଳତା ପାଇସାରିଛନ୍ତି , କିନ୍ତୁ ପରବର୍ତ୍ତି ସମୟରେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

 

ହଁ ଆଜ୍ଞା ଆମେ ଯେଉଁ ଷ୍ଟାର୍ ଙ୍କ ବିଷୟରେ କଥା କହୁଛୁ ସିଏ ହେଲେ ବଲିଉଡ୍ ଜଗତର ସୁନାମଧନ୍ୟ ଅଭିନେତ୍ରୀ ରମ୍ଭାଙ୍କ ବିଷୟରେ , ଯିଏ ସୁପରଷ୍ଟାର୍ ଙ୍କ ସହ ସହ କଳାକାର ବା ଅଭିନେତ୍ରୀ ହିସାବରେ ବହୁତ ସମୟ ହେଲା ଫିଲ୍ମରେ କାମ କରିସାରିଛନିତ୍ , ତାଙ୍କୁ ଏବେ ଚିହ୍ନିପାରିବା ମୁସକିଲ୍ ।

 

ଆପଣଙ୍କୁ କହିଦେବୁ କି ରମ୍ଭା ଯିଏକି ଜୁଡୱା, ବନ୍ଧନ ପରି ଫିଲ୍ମରେ ସଲମାନ ଖାଁଙ୍କ ସହ ରୋମାନ୍ସ କରିଥିଲେ , ସେ ଏବେ କିପରି ଦେଖାଯାଉଛନ୍ତି ? କହିଦେବୁ କି ରମ୍ଭା ନିଜ କ୍ୟାରିୟରର ଆରମ୍ଭ ତେଲେଗୁ ଫିଲ୍ମରୁ କରିଥିଲେ କିନ୍ତୁ ୯୦ ଦଶକରେ ସେ ବଲିଉଡ୍ ରେ ଟପ୍ ହିରୋଇନ୍ ଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଥିଲେ , ଓ ସମସ୍ତଙ୍କ ପସନ୍ଦର ଅଭିନେତ୍ରୀ ବି ଥିଲେ ।

 

ସେ ପ୍ରାୟ ୧୭ ଟି ବଲିଉଡ୍ ଓ ୧୦୦ ରୁ ଅଧିକା ସାଉଥ୍ ଫିଲ୍ମରେ କାମ କରିସାରିଛନ୍ତି , ବଲିଉଡ୍ ରେ ସେ ଦିବ୍ୟା ଭାରତୀଙ୍କ ଜାଆଁଳା ବୋଲି ଜଣାଯାଏ , କିନ୍ତୁ କିଛି ଫିଲ୍ମ କରିବା ପରେ ବଲିଉଡ୍ ରେ କ୍ୟାରିୟର କରିପାରିନଥିଲେ , ସେ ବହୁତ ଛୋଟ ମୋଟ ରୋଲ୍ କରିବାକୁ ପାଇଥିଲେ , ଏହି ରୋଲ୍ କରିବା ପରିବର୍ତ୍ତେ ସେ ଫିଲ୍ମ ଜଗତରୁ ସନ୍ୟାସ ନେବା ଠିକ୍ ଭାବିଲେ ।

 

ଏବେ ସେ ଗ୍ଲାମର୍ ଦୁନିଆଁରୁ ଦୁରେଇ ଯାଇଛନ୍ତି , କିନ୍ତୁ ସେ ଏବେ ନିଜ ଦୁଇ ଝିଅଙ୍କର ଯତ୍ନ ନେଉଛନ୍ତି , କହିଦେବୁ କି ରମ୍ଭାଙ୍କ ନାଁ ସେହି ଅଲଗା ଅଭିନେତ୍ରୀଙ୍କ ନାଁ ସହ ଆସିଥାଏ ଯିଏକି ବହୁତ କମ୍ ବୟସରେ ନିଜ କ୍ୟାରିୟର ବଲିଉଡ୍ ରେ ଆରମ୍ଭ କରିଥିଲେ , କେବଳ ୧୬ ବର୍ଷ ବୟସରେ ସେ ଫିଲ୍ମ ଦୁନିଆଁରେ କାମ କରିଥିଲେ , ତାଙ୍କର ପ୍ରଥମ ଫିଲ୍ମ ଥିଲା ୧୯୯୫ ରେ ଆସିଥିବା ଫିଲ୍ମ ଜଲ୍ଲାଦ ଯେଉଁଥିରେ ସେ ମିଥୁନ୍ ଚକ୍ରବର୍ତ୍ତୀଙ୍କ ସହ ନଜର ଆସିଥିଲେ ।

 

ଯଦି କଥା ହେବା ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ତେବେ କହିଦେବୁ କି ଇନ୍ଦ୍ରାଣ ପଦ୍ମନାଥନ ଙ୍କୁ ତିରୁମାଲାରେ ୨୦୧୦ ରେ ବିବାହ କରିଥିଲେ , ଯାହା ପରେ ସେ ଚେନ୍ନାଇରେ ରହିବାକୁ ଲାଗିଲେ , କହିଦେବୁ କି ରମ୍ଭାଙ୍କର ଦୁଇଟି ଝିଅ ଅଛନ୍ତି , ଜଣଙ୍କ ନାଁ ଲାନ୍ୟା, ଓ ଅନ୍ୟଙ୍କ ନାଁ ସାଶା ଅଟେ ,ରମ୍ଭା ଭାବିଥିଲେ କି ସେ ଫିଲ୍ମ ଜଗତରୁ ଦୁରେଇ କରି ଗୃହିଣୀ ହୋଇଯିବେ , କିନ୍ତୁ ଓଲଟା ହେଲା , କିନ୍ତୁ ସେ କିଛି ବର୍ଷ ପରେ ସେ ତାଙ୍କୁ ସ୍ୱାମୀଙ୍କର ଠାରୁ ଦୂରେଇଯାଇଥିଲେ ।

ଖାଲି ଏତିକି କଥା ନୁହେଁ ଏହା ବି ଖବର ଆସିଥିଲା କି ରମ୍ଭା ଯାହାଙ୍କୁ ବିବାହ କରିଥିଲେ ତାଙ୍କ ସ୍ୱାମୀ ଆଗରୁ ବିବାହିତ୍ ଥିଲେ , ଓ ରମ୍ଭାଙ୍କୁ ଏହି କଥା ଲୁଚାଇରଖାଯାଇଥିଲା , ଯାହାପରେ ଶଶୁରଘର ଲୋକେ ବି ରମ୍ଭାଙ୍କୁ ବହୁତ ହଇରାଣ କରିଥିଲେ , ଓ ଝିଅ ମାନଙ୍କୁ ଦେଖାକରିବାକୁ ମନାକରଯାଈଥିଲା , ଏବେ ସେ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରହୁଛନ୍ତି , ଓ ନିଜ ଦୁଇ ଝିଅଙ୍କର ଫଟୋ ସେୟାର୍ କରୁଛନ୍ତି ।

Leave a Reply

Your email address will not be published. Required fields are marked *