March 22, 2024

Odia Express

News For Public

ଏହି ମହିଳା ହେଲେ ୧୭ ତମ ଲୋକସଭାର ଭାରତର ସବୁଠାରୁ ସୁନ୍ଦର ସାଂସଦ , ସୁନ୍ଦରତା ଆଗରେ ବଲିଉଡ୍ ର କ୍ୟାଟରିନା ଓ ଦୀପିକା ବି ଫିକା ପଡିଯିବେ – ଏବେ ଦେଖି ନିୟନ୍ତୁ..

ଏହିଥର ଲୋକସଭା ନିର୍ବାଚନରେ ବହୁତ ଫିଲ୍ମ ଜଗତର କଳାକାରମାନେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ କିନ୍ତୁ ଏହି ଦିନରେ ସବୁଠାରୁ ଅଧିକା ଚର୍ଚ୍ଚିତ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ହୋଇଥିଲେ । ମମତା ବାନାର୍ଜୀଙ୍କ ପାର୍ଟି ତୃଣମଳ କଂଗ୍ରେସର ଟିକେଟ୍ ନିର୍ବାଚନ ପାଇବା ପରେ ସୋସିଆଲ୍ ମିଡିଆରେ ସେ ସବୁଠାରୁ ସୁନ୍ଦର ସାଂସଦ ହିସାବରେ ଜଣାଗଲେ । ସାଂସଦ ହେବାପରେ ସେ ଦୁଇଟି ଫିଲ୍ମରେ ଦେଖାଦେଇଥିଲେ ଜୋଖେନ୍ ଓ ସିନ୍ଦୁର ଖେଲା ରିଲିଜ୍ ହେବାର ପ୍ରସ୍ତୁତି ବି ଚାଲିଛି , ଏହି ଫିଲ୍ମକୁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରିଛନ୍ତି  ।

 

ମିମି ଚକ୍ରବର୍ତ୍ତୀ ପ୍ରାୟ ତିନି ଲକ୍ଷ ଭୋଟରୁ ନିର୍ବାଚନ ଜିତିଛନ୍ତି , ନିର୍ବାଚନ ପ୍ରଚାର ସମୟରେ ମିମି ଚକ୍ରବର୍ତ୍ତୀ ଗୋଟେ ଭିଡିଓ ବହୁତ ଭାଇରାଲ୍ ହୋଇଥିଲା । କ୍ୟାମ୍ପେନ୍ ସମୟରେ ତାଙ୍କର ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା , ଭିଡିଓରେ ମିମି ଗ୍ଲାସ୍ ପିନ୍ଧିକରି ଲୋକଙ୍କ ସହ ହାତ ମିଶାଉଥିବାର ନଜର ଆସୁଛି । ଭିଡିଓ ପରେ ତାଙ୍କର ବହୁତ ଆଲୋଚନା ହେଲା , ପରେ ସେ କହିଲେ କି ହାତରେ ହୋଇଥିବା ଆଘାତ ଯୋଗୁଁ ସେ ଗ୍ଲାସ୍ ପିନ୍ଧିଥିଲେ ,

 

୩୦ ବର୍ଷର ଗ୍ଲାମର୍ସ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ୨୦୦୮ ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ , ସେ ଟିଭି ଶୋ ରେ ଗନେର୍ ଓପୋରୋ ରୁ ଲୋକପ୍ରିୟତା ହାସିଲ୍ କରିଥିଲେ , ସେମିତି ଫେମିନା ମିସ୍ ଇଣ୍ତିଆ ରେ ସେ ଭାଗ ନେଇସାରିଛନ୍ତି , ମିମି ପ୍ରାୟ ଦଶ ବର୍ଷ ହେଲା ଟିଭି ଓ ବଙ୍ଗାଳୀ ସିନେମାରେ ଅଭିନୟ କରିଛନ୍ତି , ତାଙ୍କର ପାଠ ପଢା ଜଲପାଇଗୁଡିରେ ହୋଇଥିଲା । ସେ ୨୦୦୬ ରେ କୋଲକାତାର ଆଶୁତୋଷ କଲେଜରୁ ଗ୍ରାଜୁଏସନ୍ କରିଥିଲେ , ମିମି ନିଜ ଫିଟନେସ୍ କୁ ନେଇକରି ବହୁତ ଆକ୍ଟିଭ୍ ରୁହନ୍ତି , ସୋସିଆଲ୍ ମିଡିଆରେ ସେ ବହୁତ ନୁଆ ଫଟୋ ପୋଷ୍ଟ କରିବାର ଦେଖାଯାଏ ।

Leave a Reply

Your email address will not be published. Required fields are marked *