ରାତିରେ ଘରେ ଏହି ଜାଗାରେ ରଖିଦିଅନ୍ତୁ ପାଞ୍ଚଟି ହଳଦୀର ଖଣ୍ତ , ୭ଦିନ ଭିତରେ ଦେଖନ୍ତୁ ଧନ ବର୍ଷା ହେବ ଆପଣଙ୍କ ଘରେ..

ବହୁତ ଶାସ୍ତ୍ରରେ ଏପରି ମାନାଯାଇଛି କି ଯଦି କେଉଁ ବ୍ୟକ୍ତିକୁ ନିଜ ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି ଉଜାଗର କରିବାର ଅଛି ତେବେ ତାକୁ ବୃହସ୍ପତି ଦେବଙ୍କ ପୁଜା କରିବାକୁ ହେବ , ଏହା ଭିତରେ ଆଧ୍ୟାତ୍ମିକ ଶକ୍ତି ସଂଚାର ହୋଇଥାଏ , ଏହା ଛଡା ବୃହସ୍ପତି ଦେବଙ୍କ ପୁଜା କରିଲେ ବୁଦ୍ଧି ବିଦ୍ୟା ,ସୁଖ ସୌଭାଗ୍ୟ ଆଦି ମିଳିଥାଏ , ସେମିତି କହିଦେବୁ କି ଗୁରୁବାର ଦିନ ଗୁରୁ ବୃହସ୍ପତିଙ୍କୁ ସମର୍ପିତ ଅଛି , ମାନେ ଗୁରୁବାରକୁ ଯଦି ଆପଣ କିଛି ବିଶେଷ କାମ କରିଥାନ୍ତି , ତେବେ ଗୁରୁ ବୃହସ୍ପତି ଦେବ ନିଶ୍ଚିତ ପ୍ରସନ୍ନ ହୋଇଥାନ୍ତି ।

 

ଏଥିପାଇଁ ଆଜି ଆମେ ଆପଣଙ୍କୁ ହଳଦୀର କିଛି ଉପାୟ କହିବାକୁ ଯାଉଛୁ , ଯାହାଙ୍କୁ ଆପଣ ଜୀବନରେ କରିଲେ ସବୁ କଷ୍ଟ ଦୂର ହୋଇଯିବ , କିନ୍ତୁ ଏହି ଉପାୟ କରିଲେ ଜାଣିନେବେ କି ଏହି ଉପାୟ ସେ ପର୍ଯ୍ୟନ୍ତ ସଫଳ ହୋଇପାରିବ ନାହିଁ ଯେବେ ପୁରା ଶ୍ରଦ୍ଧାରେ ଏହାକୁ ପାଳନ କରିବେ ନାହିଂମ୍ , ଏହା କରିବା ପୂର୍ବରୁ ଯଦି ଆପଣ ପଇସାର ଅସୁବିଧାରେ ଅଛନ୍ତି ତେବେ ଜଳକୁମ୍ଭୀ, ପାଞ୍ଚଟି ହଳଦୀର ଖଣ୍ତକୁ ହଳଦିଆ କପଡାରେ ବାନ୍ଧି ସିନ୍ଧୁକରେ ରଖିନିଅନ୍ତୁ , ଆପଣ ଏହି ଉପାୟ ଦ୍ୱାରା ଧନର ବର୍ଷା ନିଶ୍ଚିତ ହେବ , ଏହା ପୂର୍ବରୁ ବି ଆପଣ ଧନ ବୃଦ୍ଧିର ଉପାୟ କରିସାରିଥିବେ , କିନ୍ତୁ ଏହି ଉପାୟ ବି କରିଦେଖନ୍ତୁ ,

 

ଏହା ଛଡା ଯଦି ପରିବାରରେ କେଉଁ ସଦସ୍ୟଙ୍କ ବିବାହରେ ବାଧା ଉପୁଜେ , ତେବେ ବୃହସ୍ପତି ଦେବ ସାମନାରେ ଘିଅର ଦିପ ଲଗାନ୍ତୁ , ଏହାପରେ ହଳଦୀର ତିଲକ ଲଗାଇ ବୃହସ୍ପତିଙ୍କ ପାଖରେ ହଳଦିଆ ଫୁଲ ଓ କେସରରେ ତିଆରି ହୋଇଥିବା ମିଠା ଅର୍ପଣ କରନ୍ତୁ , ଏହି ଉପାୟ ବିବାହ ନ ହେବା ସଂବନ୍ଧି ସବୁ ଅସୁବିଧା ଦୂର କରିଦିଏ ।

Leave a Reply

Your email address will not be published.