ଜୁନ ମାସରୁ ଏହି ଛଅଟି ରାଶିଙ୍କର ଶୁଭ ସମୟ ଆରମ୍ଭ ହେଲା , ସଙ୍କଟ ମୋଚନଙ୍କ କୃପାରୁ ଖୋଲିଯିବ ଭାଗ୍ୟ , ଦୂର ହୋଇଯିବ ସବୁ କଷ୍ଟ

ବ୍ୟକ୍ତିର ଜୀବନରେ ନାନାଦି ଉତଥାନ୍ ପତନ ଦେଖିବାକୁ ମିଳେ , କେବେ କେବେ ତାର ଜୀବନ ସୁଖମୟ ହିସାବରେ ବି କଟିଥାଏ , କିନ୍ତୁ କେବେ କେବେ ତାର ଜୀବନରେ ନାନାଦି ଅସୁବିଧା ବି ଦେଖାଦେଇଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଜୀବନରେ ଉତଥାନ୍ ଓ ପତନ ଦେଖିଥାଏ ତାହା ଗ୍ରହର ଚାଲିଚଳଣ ଯୋଗୂଁ ହୋଇଥାଏ , ଯଦି ଗ୍ରହର ଚାଲିଚଳଣ ଠିକ୍ ରହିବ ତେବେ ତାର ଜୀବନରେ ବହୁତ ଖୁସି ମିଳିଅ , କିନ୍ତୁ ଗ୍ରହର ସ୍ଥିତି ଠିକ୍ ନ ରହିଲେ ବ୍ୟକ୍ତି ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ସମୟ ଅନୁସାରେ ବ୍ୟକ୍ତିର ଜୀବନରେ ସୁଖ ଦୁଃଖ ଲାଗିରହିଥାଏ ,ଜ୍ୟୋତିଷ୍ୟ ଗଣନା ଅନୁସାରେ ଆଜି କିଛି ରାଶିମାନଙ୍କର ବହୁତ ହିଁ ଶୁଭ ସମୟ ଆରମ୍ଭ ହେବାକୁ ଯାଊଛି , ଆସନ୍ତୁ ଜାଣିବା ସେହି ରାଶି ମାନଙ୍କର ବିଷୟରେ ,

 

୧) ମେଷ ରାଶି : ମହାବଳୀ ହନୁମାନଙ୍କ ଅପାର କୃପାରୁ ଏହି ରାଶିର ଲୋକଙ୍କ ପାଇଁ ବହୁତ ହିଁ ଭଲ ରହିବ , ନିଜ କ୍ୟାରିୟର କ୍ଷେତ୍ରରେ ଉନ୍ନତି କରିବେ , ଆପଣ ନେଇଥିବା ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ସଫଳ ହେବ , ଘରୋଇ ଜୀବନରେ ଚାଲିଆସୁଥିବା ଅସୁବିଧା ସବୁ ଦୂର ହେବ , କାର୍ଯ୍ୟସ୍ଥଳରେ ସକରାତ୍ମକ ଉର୍ଜାର ପ୍ରବାହିତ ହେବ , ଆପଣ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ , ପ୍ରେମ ସଂବନ୍ଧରେ ମଧୁରତା ଆସିବ , ଜୀବନ ସାଥୀଙ୍କର ଠାରୁ ପ୍ରେମ ଓ ସମ୍ମାନ ପ୍ରାପ୍ତି କରିବେ ।

 

୨) ବୃଷ ରାଶି : ଏହି ରାଶିର ଲୋକନ ପାଈଁ ଭାଗ୍ୟର ପୁରା ସାଥ୍ ମିଳିବ , ଆପଣଙ୍କ ଜୀବନରେ ଚାଲୁଥିବା ସବୁ ଅସୁବିଧା ସଙ୍କଟ ମୋଚନଙ୍କ କୃପାରୁ ଦୂର ହୋଇଯିବ ,, ବରିଷ୍ଠ ଅଧିକାରୀଙ୍କ ପୁରା ସହଯୋଗ ମିଳିବ , ଆପଣଙ୍କ ଦ୍ୱାରା କରାଯାଈଥିବା ପୁରୁଣା କାର୍ଯ୍ୟ ଭଲ ଫଳାଫଳ ମିଳିବ , ପ୍ରେମ ସଂବନ୍ଧରେ ଭଲ ଦେଖିବାକୁ ମିଳିବ , ନିଜ ଜୀବନ ସାଥିଙ୍କର ସବୁ ପରିସ୍ଥିତିରେ ଉତ୍ତମ ବୁଝାମଣା ରହିବ , ଆପଣଙ୍କ ଆର୍ଥିକ ସ୍ଥିତି ବି ମଜବୁତ ରହିବ ।

 

୩) ସିଂହ ରାଶି : ଏହି ରାଶିର ଲୋକେ ବେପାର କ୍ଷେତ୍ରରେ ଉନ୍ନତି ହାସିଲ୍ କରିବେ , ମହାବଳୀ ହନୁମାନଙ୍କ କୃପାରୁ ସମାଜରେ ମାନ ସମ୍ମାନ ହାସିଲ୍ କରିବେ , ଚାକିରି କରୁଥିବା ପେଶାରେ ପଦୋନ୍ନତି ଦେଖିବାକୁ ମିଳିପାରେ , ଆପଣଙ୍କ ଦ୍ୱାରା କରାଯାଇଥିବା ସବୁ ପ୍ରୟାସ ସଫଳ ହେବ , ଆପଣ କିଛି ନୁଆ କାର୍ଯ୍ୟ କରିବେ , ଭାଗିଦାରୀଙ୍କ ପୁର୍ଣ୍ଣ ସହଯୋଗ ମିଳିବ , ଆର୍ଥିକ ସ୍ଥିତି ମଜବୁତ୍ ହେବ ।

 

୪) ମକର ରାଶି : ମକର ରାଶିର ଜାତକରେ ହନୁମାନଙ୍କ ବିଶେଷ କୃପା ମିଳିପାରିବ , ଆପଣଙ୍କ ସବୁ କାର୍ଯ୍ୟରେ ପ୍ରଗତି ହାସିଲ୍ କରିବେ , ଆପଣଙ୍କୁ କେଉଁ ଖାସ୍ ମିତ୍ରଙ୍କ ଠାରୁ ଲାଭ ମିଳିପାରେ , ସରକାରୀ କାର୍ଯ୍ୟରେ ସଫଳତା ମିଳିବ , ଆମଦାନୀରେ ବୃଦ୍ଧି ଘଟିବ , ଆପଣଙ୍କୁ ବହୁତ ନୁଆ ସ୍ରୋତ ଖୋଲିଯିବ , ବରିଷ୍ଠ ଅଧିକାରୀଙ୍କ ଠାରୁ ବ୍ୟବହାର ଭଲ ପାଇପାରିବେ , ଜୀବନସାଥୀଙ୍କ ତରଫରୁ ଖୁସିଖବର ମିଲିପାରିବ , ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ , ସାମାଜିକ କ୍ଷେତ୍ରରେ ଆପଣଙ୍କ ଉନ୍ନତି ଲୋକପ୍ରିୟତା ହାସିଲ୍ କରିବେ ।

 

୫) କୁମ୍ଭ ରାଶି : ଏହି ରାଶିର ଲୋକମାନେ ସଙ୍କଟ ମୋଚନ ହନୁମାନଙ୍କ କୃପାରୁ କରାଯାଈଥିବା କାର୍ଯ୍ୟ ସବୁ ସଫଳ ହେବ । ଆପଣଙ୍କ କ୍ୟାରିୟର ବହୁତ୍ ଆଗକୁ ବଢିବ । ଆପଣ ନୁଆ ଯୋଜନା ସଫଳ କରିପାରିବେ , ଆପଣଙ୍କ ବିରୋଧୀଙ୍କ ଉପରେ ବିଜୟ ହାସିଲ୍ କରିବେ , ଆର୍ଥିକ ସ୍ଥିତି ବି ସୁଧାର ଆସିବ , ଆପଣ କିଛି ବି କାର୍ଯ୍ୟ ବୁଦ୍ଧିମତାର ସହ କରିବେ । ଜୀବନ ସାଥୀଙ୍କ ସହ ଭଲ ସମୟ କଟିବ ,  ଘରୋଇ ଜୀବନ ଭଲ ହେବ , ଅବିବାହିତ ଲୋକଙ୍କ ବିବାହରେ ଭଲ ପ୍ରସ୍ତାବ ମିଳିପାରେ , ଅଚାନକ ଆପଣଙ୍କୁ ଧନ ଲାଭ ମିଳିବାର ଯୋଗ ହେଉଛି ।

 

୬) ମୀନ ରାଶି : ଏହି ରାଶିର ଲୋକଙ୍କ ପାଇଁ ସଙ୍କଟ ମୋଚନ ହନୁମାନଙ୍କ କୃପାରୁ ବହୁତ ସାରା ଲାଭ ମିଳିବ , ବିଶେଷ ରୁପରେ ଆର୍ଥିକ ଲାଭ ମିଳିବାର ଯୋଗ ମିଳୁଛି , ଆପଣଙ୍କ ଜୀବନରେ ବହୁତ ସକରାତ୍ମକ ପରିବର୍ତ୍ତନ ଦେଖାଦେବ । ଯେଉଁମାନେ ବେପାରି ଅଟନ୍ତି , ସେମାନଙ୍କ ବିଜନେସ୍ ରେ ବହୁତ ସହଯୋଗ ମିଳିବ । ବୈବାହିକ ଜୀବନରେ ଖୁସି ମିଳିବ , ଆପଣଙ୍କ ସମ୍ପର୍କରେ ମଜବୁତ ଆସିବ ।

Leave a Reply

Your email address will not be published.