March 29, 2024

Odia Express

News For Public

ବଡ ଖୁଲାସା , ଏହି କାରଣରୁ ତେନ୍ଦୁଲକର ଓ କୋହଲିଙ୍କ ପରି ନିଜ ହେଲମେଟ୍ ରେ ତ୍ରିରଙ୍ଗା ଲଗାନ୍ତି ନାହିଁ ଧୋନୀ – ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ..

ଭାରତୀୟ କ୍ରିକେଟ୍ ଜଗତକୁ ଲୋକେ ଭଗବାନଙ୍କ ପରି ପୁଜା କରିଥାନ୍ତି , ଆମେ ସେମିତି ସମସ୍ତେ ଜାଣିଛେ କି ସଚିନ୍ ତେନ୍ଦୁଲକରଙ୍କୁ ଲୋକେ ଭଗବାନ ବୋଲି ପୁଜା କରନ୍ତି , କହିଦେବୁ କି କ୍ରିକେଟ୍ ର ଏହି ଭଗବାନ ମାନେ ସଚିନ୍ ତେନ୍ଦୁଲକର ଙ୍କ ଏକ ଟ୍ରେଣ୍ତ ଆରମ୍ଭ କରିଥିଲେ , ଯାହାକି ହେଲମେଟ୍ ରେ ସବୁବେଳେ ଭାରତର ତିରଙ୍ଗା ଚିହ୍ନ ରହୁଥିଲା , ସଚିନ୍ ଙ୍କ ଏହି ଟ୍ରେଣ୍ତକୁ ଫଲୋ କରି ଭାରତୀୟ ଟିମ୍ ର ଅଲଗା ପ୍ଲେୟାର୍ ମାନେ ବି ସେହି ତରିକା ଆପଣାଇଥିଲେ , କହିଦେବୁ କି କ୍ରିକେଟ୍ ଏପରି ଏକ ଖେଳ ଅଟେ ଯାହା ସମସ୍ତଙ୍କ ହୃଦୟରେ ବାସ କରିଛି , କିନ୍ତୁ ଯଦି କଥା ହେବା ଏହି ବିଷୟରେ ତେବେ ଜଣେ ଖେଳାଳୀ ଯିଏ କି ସଚିନ୍ ଙ୍କ ପରି ମୁଣ୍ତରେ ତିରଙ୍ଗା ଚିହ୍ନ ହେଲେମେଟ୍ ପିନ୍ଧିନଥିଲେ , ଆସନ୍ତୁ ଜାଣିବା କଣ ପାଇଁ ଧୋନୀ ନିଜ ହେଲମେଟ୍ ରେ ତିରଙ୍ଗା ଚିହ୍ନ ବାଲା ହେଲମେଟ୍ ପିନ୍ଧନ୍ତି ନାହିଂ ।

 

ଆପଣଙ୍କୁ କହିଦେବୁ କି ସଚିନ୍ ତେନ୍ଦୁଲକରଙ୍କୁ ସେମିତି ଇଣ୍ତିଆର ଲୋକେ କ୍ରିକେଟ୍ ର ଭଗବାନ ସଦୃଶ ବୋଲି ମାନୁଥିଲେ କିନ୍ତୁ ଧୋନୀ ଯେବେ ଭାରତୀୟ କ୍ରିକେଟ୍ ଟିମ୍ ରେ ବ୍ୟାଟିଙ୍ଗ୍ କରିବାକୁ ଆସିଲେ ତେବେ ଧୀରେ ଧୀରେ ଲୋକେ ଧୋନୀ ଧୋନୀ ହେବାକୁ ଲାଗିଲେ , ଧୋନୀ ସବୁବେଳେ କ୍ରିକେଟ୍ ର ଦୁନିଆଁରୁ ଆସିବା ପରେ ନିଜର ଏକ ଅଲଗା ଟ୍ରେଣ୍ତ ଆରମ୍ଭ କରିଥିଲେ , ବହୁତ ଦିନରୁ ରହିବା ପରେ ଧୋନୀ ନିଜ ଟିମ୍ ପାଇଁ ଜିତ୍ ହାସିଲ୍ କଲେ , ଯାହା ଦ୍ୱାରା ଲୋକେ ତାଙ୍କୁ ଭୁଲି ବି ପାରୁନାହାନ୍ତି , ଧୋନୀ ସେମିତି କ୍ରିକେଟ୍ ରୁ ଅଧିନାୟକତ୍ୱରୁ ସନ୍ୟାସ ନେଇସାରିଛନ୍ତି କିନ୍ତୁ ଧୋନୀଙ୍କ ପ୍ରଂଶସକ ବି କମ୍ ନାହାନ୍ତି , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ସଚିନ୍ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ର ଟ୍ରେଣ୍ତ ସେଟ୍ କରିଥିଲେ , କିନ୍ତୁ ଜଣେ ଖେଳାଳୀ କଦାପି ତାଙ୍କୁ ଅନୁସରଣ କରିନଥିଲେ ।

 

ଏମିତି ସମସ୍ତେ ଜାଣିଛନ୍ତି କି ମହେନ୍ଦ୍ର ସିଂ ଧୋନୀ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ର ଜଣେ ଭଲ ବ୍ୟାଟ୍ସମ୍ୟାନ୍ ସହ ଜଣେ ଭଲ ୱିକେଟ୍ କିପର୍ ବି ଅଟନ୍ତି , କାରଣ ଧୋନୀଙ୍କ ମଇଦାନରେ ବ୍ୟାଟିଙ୍ଗ୍ ଓ ୱିକେଟ୍ କିପିଙ୍ଗ୍ ଦୁହେଁ କରୁଥିଲେ ସେଥିପାଇଁ ସେ ହେଲମେଟ୍ ରେ ତିରଙ୍ଗା ଲଗାଉନଥିଲେ , ଏବେ ଆପଣ ଭାବୁଥିବେ କି ଏହି ଦୁଇଟି କଥାର କଣ ସଂମ୍ପର୍କ ଅଛି ତେବେ କହିଦେବୁ କି ଧୋନୀ ୱିକେଟ୍ କିପିଙ୍ଗ୍ କରୁଥିବା ସମୟରେ ମୁଣ୍ତ ତଳକୁ ରଖିବାକୁ ଚାହୁଁନଥିଲେ , ଯାହା ଦ୍ୱାରା ଭାରତୀୟ ତିତଙ୍ଗାର ଅପମାନ ହୋଇଥାନ୍ତା ,

 

ଧୋନୀ ଯିଏକି ଜଣେ ଆର୍ମୀ ଅଫିସର୍ ରହିସାରିଛନ୍ତି , ସେ ନିଜ ଦେଶକୁ ବହୁତ ଭଲ ପାଆନ୍ତି , ଏହି କାରଣରୁ ସେ ନିଜ ଦେଶର ଅପମାନ କରିବାକୁ ଚାହୁଁନଥିଲେ , ସେ ସଚିନ୍ ଙ୍କ ଏତେ ବଡ ଫ୍ୟାନ୍ ହେବା ସତ୍ତ୍ୱେ ବି ସେ କେବେ ହେଲମେଟ୍ ରେ ତିରଙ୍ଗା ଲଗାଇନଥିଲେ , ଆଜି ପର୍ଯ୍ୟନ୍ତ ସେହି ଟ୍ରେଣ୍ତକୁ ଫଲୋ ବି କରିନାହାନ୍ତି , କିନ୍ତୁ ଏବେ ବିରାଟ କୋହଲି ହୁଅନ୍ତୁ କି ଯୁବରାଜ ସିଂ ହୁଅନ୍ତୁ କିନ୍ତୁ ସଚିନ୍ ଙ୍କ ପରି ସେ ନିଜ ହେଲମେଟ୍ ରେ ସଚିନ୍ ଙ୍କ ଏହି ଟ୍ରେଣ୍ତକୁ ଆପଣାଇନେଇଛନ୍ତି ,

Leave a Reply

Your email address will not be published. Required fields are marked *